"ରୋମାନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding vep:Romanii
ଟିକେ r2.7.2) (Robot: Adding mdf:Румыния
୧୨୯ କ ଧାଡ଼ି: ୧୨୯ କ ଧାଡ଼ି:
[[ltg:Rumuneja]]
[[ltg:Rumuneja]]
[[lv:Rumānija]]
[[lv:Rumānija]]
[[mdf:Румыния]]
[[mhr:Румыний]]
[[mhr:Румыний]]
[[mi:Romeinia]]
[[mi:Romeinia]]

୧୫:୦୯, ୯ ଅପ୍ରେଲ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ରୋମାନିଆ ପତାକା
ରୋମାନିଆ ଅବସ୍ଥିତି

ରୋମାନିଆ ଇଉରୋପର ଦକ୍ଷିଣପୂର୍ବ ରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।

ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍‍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍‍ର ଷଷ୍ଠ ବୃହତ୍ତମ ସହର।

ବ୍ୟୁତ୍ପତ୍ତି

ନିଆକ୍‍ସୁଙ୍କ ଚିଠି (୧୫୨୧) ରୋମାନିୟ ଭାଷାରେ ଲେଖାଯାଇଥିବା ସର୍ବପୁରାତନ ସଂରକ୍ଷିତ ଦଲିଲ୍। "Rumanian" ଶବ୍ଦ ଏଥିରେ ପ୍ରଥମ ଥର ପାଇଁ ଦୃଷ୍ଟିଗୋଚର ହୁଏ।

ରୋମାନିଆର ନାଁ România, român (କିମ୍ୱା rumân) ଶବ୍ଦରୁ ଆନୀତ ଯାହାକି ଲାଟିନ୍ ଶବ୍ଦ romanus ରୁ ଉତ୍ପନ୍ନ, ଯାହାର ଅର୍ଥ ରୋମ୍‍ର ନାଗରିକ।

ଇତିହାସ

ଭୂଗୋଳ

ଧର୍ମ

ପ୍ରାସାସନିକ ବିଭାଜନ

ଭାଷା