"ଶମ୍ମି କପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding ps:شمي کپور
ଟିକେ r2.5.4) (Robot: Adding ru:Капур, Шамми
୭୯ କ ଧାଡ଼ି: ୭୯ କ ଧାଡ଼ି:
[[pl:Shammi Kapoor]]
[[pl:Shammi Kapoor]]
[[ps:شمي کپور]]
[[ps:شمي کپور]]
[[ru:Капур, Шамми]]
[[sv:Shammi Kapoor]]
[[sv:Shammi Kapoor]]
[[ta:சம்மி கபூர்]]
[[ta:சம்மி கபூர்]]

୧୭:୪୭, ୪ ଅପ୍ରେଲ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଶମ୍ମି କପୁର
ଜନ୍ମ
ଶମଶେର ରାଜ କପୁର

(1931-10-21)୨୧ ଅକ୍ଟୋବର ୧୯୩୧
ମୃତ୍ୟୁ୧୪ ଅଗଷ୍ଟ ୨୦୧୧(2011-08-14) (ବୟସ ୭୯)
ଜାତୀୟତାଭାରତୀୟ
ବୈବାହିକ-ସାଥୀଗୀତା ବାଲି
ସନ୍ତାନଆଦିତ୍ୟ ରାଜ କପୁର
ପିତାମାତା(s)ପୃଥ୍ବୀରାଜ କପୁର
ରଶ୍ମୀରାଣି କପୁର

ଶମଶେର ରାଜ କପୁର, ହିନ୍ଦୀ ସିନେମା ଜଗତରେ ଶମ୍ମି କପୁର ନାଆଁରେ ପରିଚିତ ଥିଲେ୤ ୧୯୩୧ ମସିହା ଅକ୍ଟୋବର ୨୧ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ ୤ ୨୦୧୧ମସିହା ଅଗଷ୍ଟ ୧୪ ତାରିଖ ଦିନ ମୁମ୍ବାଇର ବ୍ରିଚକାଣ୍ଡି ଡାକ୍ତରଖାନାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ୤ ତାଙ୍କର ବାଲ୍ୟକାଳ କୋଲକାତାରେ କଟିଥିଲା ୤ ୧୯୫୩ ମସିହାରେ ସେ ଜୀବନ ଜ୍ୟୋତି ନାମରେ ନିର୍ମିତ ଏକ ହିନ୍ଦୀଚଳଚ୍ଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି ସେ ପ୍ରାୟ ୭୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ୤

ଚଳଚ୍ଚିତ୍ର

ଶମ୍ମି କପୁର ଅଭିନୀତ ଉଲ୍ଲେଖନୀୟ ଚଳଚ୍ଚିତ୍ର ଗୁଡ଼ିକ ହେଲା:

  1. ତୁମ୍ସା ନେହିଁ ଦେଖା
  2. ଦିଲ ଦେକେ ଦେଖୋ
  3. ଜଙ୍ଗଲି
  4. କଶ୍ମୀର କି କଲି
  5. ଦିଲ ତେରା ଦିବାନା
  6. ଚାଇନା ଟାଉନ
  7. ପ୍ରଫେସର
  8. ରାଜକୁମାର
  9. ତିସରି ମଞ୍ଜିଲ
  10. ଆନ ଇଭିନିଂ ଇନ୍ ପ୍ୟାରିସ
  11. ବ୍ରହ୍ମଚାରୀ
  12. ଅନ୍ଦାଜ
  13. ହୀରୋ
  14. ବିଧାତା
  15. ଅଜୁବା
  16. ଚମତ୍କାର
  17. ଔର ପ୍ୟାର ହୋଗୟା
  18. ବେତାବ
  19. ନସିବ
  20. ପରବରିସ
  21. ରକଷ୍ଟାର (ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଶମ୍ମି କପୁର ଅଭିନୀତ ଶେଷ ଚଳଚ୍ଚିତ୍ର)

ପୁରସ୍କାର ଓ ସମ୍ମାନ

  • ଶ୍ରେଷ୍ଟ ଅଭିନେତା, ଫିଲ୍ମ ଫେୟାର ପୁରସ୍କାର (ବ୍ରହ୍ମଚାରୀ ଚଳଚ୍ଚିତ୍ର ନିମନ୍ତେ)
  • ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼, ଫିଲ୍ମ ଫେୟାର ପୁରସ୍କାର
  • ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼, ଜି-ସିନେ ପୁରସ୍କାର
  • ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼, ଷ୍ଟାର ସ୍କ୍ରିନ ପୁରସ୍କାର