"ଶ୍ରୀରାମ ମନ୍ଦିର, ଡୁମୁରିପୁଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଆଧାର
୧ କ ଧାଡ଼ି: ୧ କ ଧାଡ଼ି:
[[File:Dumuriput Hanuman.JPG|thumb|Dumuriput Hanuman]]
[[File:Dumuriput Hanuman.JPG|thumb|Dumuriput Hanuman]]
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ହନୁମାନ ମନ୍ଦିର ଅବସ୍ଥିତ ୤ ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୤ ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ୤ ପ୍ରତିବର୍ଷ [[ମାଘ]]ମାସ ଶୁକ୍ଳ [[ଏକାଦଶୀ]] ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ୤ ଏଠାରେ ୩୩ଫୁଟ ଉଚ୍ଚ [[ହନୁମାନ]]ଙ୍କ ମୂର୍ତ୍ତି ରହିଛି ୤ ଏହା [[କୋରାପୁଟ ଜିଲ୍ଲା]]ର ସର୍ବୋଚ୍ଚ ତଥା [[ରାଉରକେଲା]] ସ୍ଥିତ [[ହନୁମାନ ବାଟିକା]] ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି ୤
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ ୤ ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୤ ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ୤ ପ୍ରତିବର୍ଷ [[ମାଘ]]ମାସ ଶୁକ୍ଳ [[ଏକାଦଶୀ]] ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ୤ ଏଠାରେ ୩୩ଫୁଟ ଉଚ୍ଚ [[ହନୁମାନ]]ଙ୍କ ମୂର୍ତ୍ତି ରହିଛି ୤ ଏହା [[କୋରାପୁଟ ଜିଲ୍ଲା]]ର ସର୍ବୋଚ୍ଚ ତଥା [[ରାଉରକେଲା]] ସ୍ଥିତ [[ହନୁମାନ ବାଟିକା]] ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି ୤ <ref>{{cite web |url= http://www.xploreodisha.com/places.php?pid=pla%2076 |title=Welcome to xplore odisha |work=xploreodisha.com |year=2012 |quote=DUMURIPUT ( SRI RAM TEMPLE) Place information |accessdate=28 March 2012}}</ref>
[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ ୤
[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ ୤ <ref>{{cite web |url= http://www.odisha360.com/koraput/dumuriput/ |title=Dumuriput (Sri Ram temple)|work=odisha360.com |year=2012 |accessdate=28 March 2012}}</ref>
==ପୂଜା==
==ପୂଜା==
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ୤
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ୤

୧୩:୨୬, ୨୮ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ

Dumuriput Hanuman

କୋରାପୁଟ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ ୤ ଏଠାରେ ହନୁମାନଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୤ ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ୤ ପ୍ରତିବର୍ଷ ମାଘମାସ ଶୁକ୍ଳ ଏକାଦଶୀ ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ୤ ଏଠାରେ ୩୩ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତି ରହିଛି ୤ ଏହା କୋରାପୁଟ ଜିଲ୍ଲାର ସର୍ବୋଚ୍ଚ ତଥା ରାଉରକେଲା ସ୍ଥିତ ହନୁମାନ ବାଟିକା ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି ୤ [୧] କୋରାପୁଟରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ ୤ [୨]

ପୂଜା

ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ୤ ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, କାର୍ତ୍ତିକ ମାସରେ ସଂକୀର୍ତ୍ତନ, ମାର୍ଗଶୀର ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ ୤ ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ଅଛି ୤ ଏଠାରେ ବ୍ରତଘର, ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ ୤

ଆଧାର

  1. "Welcome to xplore odisha". xploreodisha.com. 2012. Retrieved 28 March 2012. DUMURIPUT ( SRI RAM TEMPLE) Place information
  2. "Dumuriput (Sri Ram temple)". odisha360.com. 2012. Retrieved 28 March 2012.