"ଶ୍ରୀରାମ ମନ୍ଦିର, ଡୁମୁରିପୁଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ହନୁମାନ ମନ୍ଦିର, ଡୁମୁରିପୁଟ |
ଟିକେ ଛବି |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
[[File:Dumuriput Hanuman.JPG|thumb|Dumuriput Hanuman]] |
|||
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ହନୁମାନ ମନ୍ଦିର ଅବସ୍ଥିତ ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ପ୍ରତିବର୍ଷ [[ମାଘ]]ମାସ ଶୁକ୍ଳ [[ଏକାଦଶୀ]] ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ଏଠାରେ ୩୩ଫୁଟ ଉଚ୍ଚ [[ହନୁମାନ]]ଙ୍କ ମୂର୍ତ୍ତି ରହିଛି ଏହା [[କୋରାପୁଟ ଜିଲ୍ଲା]]ର ସର୍ବୋଚ୍ଚ ତଥା [[ରାଉରକେଲା]] ସ୍ଥିତ [[ହନୁମାନ ବାଟିକା]] ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି |

[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ |
[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ |
୧୩:୦୯, ୨୮ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ
କୋରାପୁଟ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ହନୁମାନ ମନ୍ଦିର ଅବସ୍ଥିତ ଏଠାରେ ହନୁମାନଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ପ୍ରତିବର୍ଷ ମାଘମାସ ଶୁକ୍ଳ ଏକାଦଶୀ ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ଏଠାରେ ୩୩ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତି ରହିଛି ଏହା କୋରାପୁଟ ଜିଲ୍ଲାର ସର୍ବୋଚ୍ଚ ତଥା ରାଉରକେଲା ସ୍ଥିତ ହନୁମାନ ବାଟିକା ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି କୋରାପୁଟରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ
ପୂଜା
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, କାର୍ତ୍ତିକ ମାସରେ ସଂକୀର୍ତ୍ତନ, ମାର୍ଗଶୀର ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ଅଛି ଏଠାରେ ବ୍ରତଘର, ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ
ଆଧାର