"ଖୋର୍ଦ୍ଧା ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ଦର୍ଶନୀୟ ସ୍ଥାନ |
|||
୬୮ କ ଧାଡ଼ି: | ୬୮ କ ଧାଡ଼ି: | ||
* ଦକ୍ଷିଣରେ: [[ଗଞ୍ଜାମ ଜିଲ୍ଲା]] ଓ [[ଚିଲିକା ହ୍ରଦ]] ଅଛି |
* ଦକ୍ଷିଣରେ: [[ଗଞ୍ଜାମ ଜିଲ୍ଲା]] ଓ [[ଚିଲିକା ହ୍ରଦ]] ଅଛି |
||
===ମୁଖ୍ୟ ନଦୀ=== |
===ମୁଖ୍ୟ ନଦୀ=== |
||
*୧. ଦଯା |
|||
* |
|||
୨.ଭାର୍ଗବୀ |
|||
୩. କୁଆଖାଇ |
|||
୪. କୁଶଭଦ୍ରା |
|||
୫. ମଲାଗୁନୀ |
|||
୬. ରାଣା |
|||
୭. କୁସୁମୀ |
|||
===ଜନସଂଖ୍ୟା=== |
===ଜନସଂଖ୍ୟା=== |
||
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> | |
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> | |
୨୨:୦୪, ୧୪ ଫେବୃଆରୀ ୨୦୧୨ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଖୋର୍ଦ୍ଧା ଜିଲ୍ଲା | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକସଭା | ଖୋର୍ଦ୍ଧା |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନସଭା | ୮ଟି ଆସନ
|
Area | |
• ଜିଲ୍ଲା | 2,887.5 km2 (1,114.9 sq mi) |
Population (୨୦୧୧) | |
• ଜିଲ୍ଲା | ୨୨୪୬୩୪୧ |
• Rank | ଓଡ଼ିଶାରେ ପଞ୍ଚମ (୫/୩୦) |
• Density | 799/km2 (2,070/sq mi) |
• Urban | ୧୦୮୦୭୨୧ |
• Rural | ୧୧୬୫୬୨୦ |
• ୬ ବର୍ଷରୁ କମ ଶିଶୁ | ୨୨୨୨୭୫ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୧ xxx |
ତାର (ଏସ୍.ଟି.ଡ଼ି) | ୦୬୭୪ |
ଯାନବାହାନ ପଞ୍ଚୀକରଣ | OR-02 |
Website | Official website |
ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।
ଇତିହାସ
୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।
ଭୂଗୋଳ
ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି
ଅବସ୍ଥିତି
- ପୂର୍ବରେ : ପୁରୀ ଜିଲ୍ଲା
- ପଶ୍ଚିମରେ: ନୟାଗଡ଼ ଜିଲ୍ଲା
- ଉତ୍ତରରେ : କଟକ ଜିଲ୍ଲା
- ଦକ୍ଷିଣରେ: ଗଞ୍ଜାମ ଜିଲ୍ଲା ଓ ଚିଲିକା ହ୍ରଦ ଅଛି
ମୁଖ୍ୟ ନଦୀ
- ୧. ଦଯା
୨.ଭାର୍ଗବୀ ୩. କୁଆଖାଇ ୪. କୁଶଭଦ୍ରା ୫. ମଲାଗୁନୀ ୬. ରାଣା ୭. କୁସୁମୀ
ଜନସଂଖ୍ୟା
୨୦୧୧ ଜନଗଣନା [୧]ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି [୨] |
- ପୁରୁଷ: ୧୧,୬୬,୯୪୯
- ମହିଳା: ୧୦,୭୯,୩୯୨
- ଛ ବର୍ଷରୁ କମ: ୨,୨୨,୨୭୫
- ସାକ୍ଷରତା ହାର: ୮୭.୫୧%
- ପୁରୁଷ: ୯୨.୫୫%
- ମହିଳା: ୮୨.୦୬%
ପ୍ରଶାସନିକ ବିଭାଗ
- ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ଵର ଓ ୨. ଖୋର୍ଦ୍ଧା |
- ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ଵର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
- ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ଵର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ
- ଗ୍ରାମ ପଞ୍ଚାୟତ: ୧୫୨
- ଗ୍ରାମ: ୧,୫୬୭
- ସହର: ୫
ରାଜନୀତି
ଲୋକସଭା ନିର୍ବାଚନ ମଣ୍ଡଳୀ
ବିଧାନସଭା ନିର୍ବାଚନ ମଣ୍ଡଳୀ
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ଜୟଦେବ (୧୧୧)
- ଭୁବନେଶ୍ଵର(ମଧ୍ୟ) (୧୧୨)
- ଭୁବନେଶ୍ଵର(ଉତ୍ତର) (୧୧୩)
- ଭୁବନେଶ୍ଵର(ଏକାମ୍ର) (୧୧୪)
- ଜଟଣି (୧୧୫)
- ବେଗୁନିଆ (୧୧୬)
- ଖୋର୍ଦ୍ଧା (୧୧୭)
- ଚିଲିକା (୧୧୮)
ଦର୍ଶନୀୟ ସ୍ଥାନ
- ନନ୍ଦନକାନନ ଜୀବ ଉଦ୍ୟାନ
- ଚିଲିକା ହ୍ରଦ
- ଧଉଳି ଶାନ୍ତି ସ୍ତୁପ
- ଲିଙ୍ଗରାଜ ମନ୍ଦିର
- ଅଟ୍ରି ଉଷ୍ଣପ୍ରସ୍ରବଣ
- ଖଣ୍ଡଗିରି ଓ ଉଦୟଗିରି
- ବରୁଣେଇ