"ଖୋର୍ଦ୍ଧା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୧୧୦ କ ଧାଡ଼ି: ୧୧୦ କ ଧାଡ଼ି:
* [[ଲିଙ୍ଗରାଜ ମନ୍ଦିର]]
* [[ଲିଙ୍ଗରାଜ ମନ୍ଦିର]]
* [[ଅଟ୍ରି ଉଷ୍ଣପ୍ରସ୍ରବଣ]]
* [[ଅଟ୍ରି ଉଷ୍ଣପ୍ରସ୍ରବଣ]]
* [[ଖଣ୍ଡଗିରି ଓ ଉଦୟଗିରି]]
* [[ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା|ଖଣ୍ଡଗିରି ଓ ଉଦୟଗିରି]]
* [[ବରୁଣେଇ]]
* [[ବରୁଣେଇ]]



୦୮:୦୩, ୧୪ ଜାନୁଆରୀ ୨୦୧୨ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଖୋର୍ଦ୍ଧା ଜିଲ୍ଲା
ଜିଲ୍ଲା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭାଖୋର୍ଦ୍ଧା
ଭାଷାଓଡ଼ିଆ, ଇଂରାଜୀ
ବିଧାନସଭା୮ଟି ଆସନ
 
  • ୧. ଜୟଦେବ
    ୨. ଭୁବନେଶ୍ଵର(ମଧ୍ୟ)
    ୩. ଭୁବନେଶ୍ଵର(ଉତ୍ତର)
    ୪. ଭୁବନେଶ୍ଵର(ଏକାମ୍ର)
    ୫. ଜଟଣି
    ୬. ବେଗୁନିଆ
    ୭. ଖୋର୍ଦ୍ଧା
    ୮. ଚିଲିକା
Area
 • ଜିଲ୍ଲା2,887.5 km2 (1,114.9 sq mi)
Population
 (୨୦୧୧)
 • ଜିଲ୍ଲା୨୨୪୬୩୪୧
 • Rankଓଡ଼ିଶାରେ ପଞ୍ଚମ (୫/୩୦)
 • Density799/km2 (2,070/sq mi)
 • Urban
୧୦୮୦୭୨୧
 • Rural
୧୧୬୫୬୨୦
 • ୬ ବର୍ଷରୁ କମ ଶିଶୁ
୨୨୨୨୭୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୧ xxx
ତାର (ଏସ୍.ଟି.ଡ଼ି)୦୬୭୪
ଯାନବାହାନ ପଞ୍ଚୀକରଣOR-02
WebsiteOfficial website

ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।

ଇତିହାସ

୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।

ଭୂଗୋଳ

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି୤

ଅବସ୍ଥିତି

ମୁଖ୍ୟ ନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [୧]ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି [୨] |

  • ପୁରୁଷ: ୧୧,୬୬,୯୪୯
  • ମହିଳା: ୧୦,୭୯,୩୯୨
    • ଛ ବର୍ଷରୁ କମ: ୨,୨୨,୨୭୫
  • ସାକ୍ଷରତା ହାର: ୮୭.୫୧%
    • ପୁରୁଷ: ୯୨.୫୫%
    • ମହିଳା: ୮୨.୦୬%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ଵର ଓ ୨. ଖୋର୍ଦ୍ଧା |
  • ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ଵର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
  • ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ଵର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ ୤
  • ଗ୍ରାମ ପଞ୍ଚାୟତ: ୧୫୨
  • ଗ୍ରାମ: ୧,୫୬୭
  • ସହର: ୫

ରାଜନୀତି

ଲୋକସଭା ନିର୍ବାଚନ ମଣ୍ଡଳୀ

ବିଧାନସଭା ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଜୟଦେବ (୧୧୧)
  2. ଭୁବନେଶ୍ଵର(ମଧ୍ୟ) (୧୧୨)
  3. ଭୁବନେଶ୍ଵର(ଉତ୍ତର) (୧୧୩)
  4. ଭୁବନେଶ୍ଵର(ଏକାମ୍ର) (୧୧୪)
  5. ଜଟଣି (୧୧୫)
  6. ବେଗୁନିଆ (୧୧୬)
  7. ଖୋର୍ଦ୍ଧା (୧୧୭)
  8. ଚିଲିକା (୧୧୮)

ଦର୍ଶନୀୟ ସ୍ଥାନ

ଆଧାର

ବାହାର ଆଧାର

  1. ଖୋର୍ଦ୍ଧା ଜିଲ୍ଲାର ସରକାରୀ ପୃଷ୍ଠା
  2. orissadiaryରେ ଖୋର୍ଦ୍ଧା ଜିଲ୍ଲା
  3. orissa.oriyaonline.comରେ ଖୋର୍ଦ୍ଧା ଜିଲ୍ଲା