"ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
{{prettyurl|Postal Index Number‎}}
{{prettyurl|Postal Index Number‎}}
{{ତିଆରି ଚାଲିଛି}}
ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା ୤ ସାରା ପୃଥିବୀରେ [[ଭାରତ]] ୧୯ତମ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା ୤ ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ୤

[[ଫାଇଲ:IndiaPincodeMap.gif|right|thumb|ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ]]
[[ଫାଇଲ:IndiaPincodeMap.gif|right|thumb|ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ]]
୩୦ କ ଧାଡ଼ି: ୨୯ କ ଧାଡ଼ି:
*[http://www.indiapost.gov.in ଭାରତୀୟ ଡାକ ସେବା]
*[http://www.indiapost.gov.in ଭାରତୀୟ ଡାକ ସେବା]

[[ଶ୍ରେଣୀ:ଯୋଗାଯୋଗ]]

[[ଶ୍ରେଣୀ:ଭାରତୀୟ ଡାକ ବ୍ୟବସ୍ଥା]]
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->

୦୯:୫୫, ୨୯ ଡିସେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା ୤ ସାରା ପୃଥିବୀରେ ଭାରତ ୧୯ତମ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା ୤ ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ୤

ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ

ଭାରତରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ ୤ ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ ୤ ଭାରତର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି ୤ ବାମପଟୁ ଦ୍ଵିତୀୟ ଅଙ୍କଟି ସବ-ଜୋନ କୁ ଚିହ୍ନଟ କରିଥାଏ ୤ ବାମପଟୁ ତୃତୀୟ ଅଙ୍କଟି ବଣ୍ଟନ ହେବାକୁ ଥିବା ଜିଲ୍ଲାକୁ ଚିହ୍ନଟ କରିଥାଏ ୤ ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ୤

ଭାରତର ୯ଟି ଡାକ ମଣ୍ଡଳ

ଭାରତର ପିନକୋଡ଼ ବିସ୍ତୃତି

ଆଧାର

ବାହାର ଆଧାର