"ତପସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ r2.7.1) (Robot: Modifying id:Pertapaan
୧୩ କ ଧାଡ଼ି: ୧୩ କ ଧାଡ଼ି:


<!-- interwiki -->
<!-- interwiki -->

[[de:Tapas (Sanskrit)]]
[[de:Tapas (Sanskrit)]]
[[en:Tapas (Sanskrit)]]
[[en:Tapas (Sanskrit)]]
୧୮ କ ଧାଡ଼ି: ୧୯ କ ଧାଡ଼ି:
[[fr:Tapas (sanskrit)]]
[[fr:Tapas (sanskrit)]]
[[hi:तप]]
[[hi:तप]]
[[id:Tapa]]
[[id:Pertapaan]]
[[it:Tāpas]]
[[lt:Tapas]]
[[nl:Tapas (Sanskriet)]]
[[pl:Tapas (asceza)]]
[[pt:Tapas]]
[[ru:Тапас]]
[[ta:தவம்]]
[[te:తపస్సు]]
[[uk:Тапас]]
[[zh:苦行]]
[[de:Tapas (Sanskrit)]]
[[es:Tapas (sánscrito)]]
[[fr:Tapas (sanskrit)]]
[[hi:तप]]
[[id:Tapa]]
[[it:Tāpas]]
[[it:Tāpas]]
[[lt:Tapas]]
[[lt:Tapas]]

୦୧:୧୨, ୨୫ ଡିସେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ତପସ୍ୟା (tápasya)ର ଅର୍ଥ ତାପ । ଏହା ପୁରାଣ ଯୁଗରେ ଆଧ୍ୟାତ୍ମିକ କଷଣ, ଦୁଃଖ, ଦୈନ୍ୟ ବା ତାହାର ବିପରୀତ ଆଧ୍ୟାତ୍ମିକ ସୁଖ ଲାଭକୁ ବୁଝାଇଥାଏ । କଷଣରେ ରହି ତପସ୍ୟା ସାଧନା ଦେଇ ନିର୍ବାଣ ଲାଭ କରାଯାଇଥାଏ ।

ବୌଦ୍ଧ ଓ ଜୈନ ଧର୍ମ ତପସ୍ୟା

ସାଧନା ଓ ଧ୍ୟାନ ମାଧ୍ୟମରେ ଗୌତମ ବୁଦ୍ଧ ତଥା ୨୪ତମ ତୀର୍ଥଙ୍କର ମହାବୀର ଜୀନ ମହାବୀର ସ୍ଥିତି ଲାଭ କରିଥିଲେ ଓ ମୋକ୍ଷଲାଭ କରିଥିଲେ । ସେମାନଙ୍କର ତପ ବା ତପସ୍ୟା ଦୁଃଖ କଷ୍ଟ, ଅସ୍ଥିର ଦୁନିଆରୁ ମଣିଷକୁ ମୁକ୍ତ କରି ମୋକ୍ଷଲାଭର ପଥ ଦେଖାଇ ଥାଏ, ଏହା ମହାବୀରଙ୍କର ମତବାଦ ଥିଲା । ତେବେ ବୁଦ୍ଧଙ୍କ ମତରେ କେବଳ ତପରୁ ବୋଧି ଲାଭ ସମ୍ବବ ନୁହେଁ ଯାହା ତାହାଙ୍କୁ ଅଧିକ ବୋଧି ଲାଭର ସନ୍ଧାନମୁଖୀ କରିଥିଲା ।

ଅଧୁନା ବୌଦ୍ଧ ଓ ଜୈନ ସାଧୁଗଣ କଠୋର ସାଧନା ଓ ବ୍ରତ ତଥା ଆପଣା ଧର୍ମର ଶିକ୍ଷାଲାଭରେ କାଳ କାଟିଥାନ୍ତି । ମହାବୀରଙ୍କ ଶିକ୍ଷା ଅନୁସାରେ ଜୈନ ସାଧୁ ମାନେ ଆଜି ବି ପୋକ ପତଙ୍ଗ କାଳେ ପାଦରେ ଚାପି ମରିଯିବେ ସେହି ଆଶଙ୍କାରେ ପାଦରେ ମୋଟା, କଅଁଳ କନାରେ ଘୋଡ଼ାଇ ରଖିଥାନ୍ତି ।

ଆଧାର