"ଆଲବର୍ଟ ଆଇନଷ୍ଟାଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.2) (Robot: Adding ps:آلبرټ آينشټاين; cosmetic changes
ଟିକେ r2.7.1) (Robot: Adding as:এলবাৰ্ট আইনষ্টাইন
୧୫ କ ଧାଡ଼ି: ୧୫ କ ଧାଡ଼ି:
[[ar:ألبرت أينشتاين]]
[[ar:ألبرت أينشتاين]]
[[arz:البرت اينشتاين]]
[[arz:البرت اينشتاين]]
[[as:এলবাৰ্ট আইনষ্টাইন]]
[[ast:Albert Einstein]]
[[ast:Albert Einstein]]
[[ay:Albert Einstein]]
[[ay:Albert Einstein]]

୦୪:୫୨, ୨୩ ଡିସେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଆଲବର୍ଟ ଆଇନଷ୍ଟାଇନ ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ଵ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ୧୪ ମାର୍ଚ୍ଚ ୧୮୭୯ ରେ ଜନ୍ମ ହୋଇଥିଲେ ଓ ୧୮ ଏପ୍ରିଲ ୧୯୫୫ ରେ ତାଙ୍କର ମୃତ୍ୟୁ ହେଲା ୤ ସେ ଆପେକ୍ଷିକ ତତ୍ତ୍ବ ଏବଂ ବସ୍ତୁତ୍ବ୍ ଶକ୍ତି ସମୀକରଣ E = mc2 ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନ୍‌ଷ୍ଟାଇନ୍ ଆପେକ୍ଷିକତା ର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି।

୧୯୪୮ ର ଛବି

ବାଲ୍ୟକାଳ ଓ ଶିକ୍ଷା

ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ।