"ଜଗନ୍ନାଥଙ୍କ ବେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ →‎ବାହାର ଲିଙ୍କ: clean up, replaced: ହିନ୍ଦୁ ଧରମ → ହିନ୍ଦୁ ଧର୍ମ using AWB
୪୮ କ ଧାଡ଼ି: ୪୮ କ ଧାଡ଼ି:
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧରମ]]
[[ଶ୍ରେଣୀ:ଜଗନ୍ନାଥ ଧର୍ମ]]
[[ଶ୍ରେଣୀ:ଜଗନ୍ନାଥ ଧର୍ମ]]

୧୮:୫୧, ୧୭ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥ ମହାପ୍ରଭୁଙ୍କର ବିଭିନ୍ନ ପ୍ରକାର ବେଶ ହେଲା:

  1. ନବଯୌବନ ବେଶ
  2. ବାଚେରୀ ବେଶ
  3. ରାଧାଦାମୋଦର ବେଶ: ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ୤
  4. ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ: କାର୍ତ୍ତିକ ଶୁକ୍ଳ ଏକାଦଶୀ
  5. ବାଙ୍କଚୂଡ଼ା ବେଶ ବା ବାମନ ବେଶ: କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ
  6. ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ
  7. ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ: କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ
  8. ରାଜରାଜେଶ୍ଵର ବେଶ ବା ସୁନା ବେଶ: କାର୍ତ୍ତିକ ପୂର୍ଣ୍ଣିମା
  9. ନାଗାର୍ଜୁନ ବେଶ
  10. ବଳିବାମନ ବେଶ
  11. ଗିରି ଗୋବର୍ଦ୍ଧନ ବେଶ
  12. କୃଷ୍ଣ ବଳରାମ ବେଶ
  13. ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଏ ୤ ଠାକୁରମାନଙ୍କ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଏହି ବେଶ କରାଯାଇଥାଏ ୤
  14. କାଳୀୟଦଳନ ବେଶ
  15. ପଦ୍ମମୁଖ ବେଶ
  16. ଝୁଲଣ ବେଶ
  17. ଗଜ ଉଦ୍ଧାରଣ ବେଶ
  18. ନିତ୍ୟ ଧୂପ ବେଶ
  19. ନିତ୍ୟ ତଡ଼ପ ଉତ୍ତରା ବେଶ
  20. ଘୋଡ଼ାଲାଗି ବେଶ
  21. ପୁଷ୍ୟାଭିଷେକ ବେଶ
  22. ମକରଚୌରାସୀ ବେଶ
  23. ବଡ଼ଶୃଙ୍ଗାର ବେଶ
  24. ଶ୍ରାଦ୍ଧ ବେଶ
  25. ଶ୍ରୀରଘୁନାଥ ବେଶ
  26. ଦୋଳପୂର୍ଣ୍ଣିମା ବେଶ
  27. ନବାଙ୍କ ବେଶ
  28. ବଣଭୋଜି ବେଶ
  29. ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଳ ଏକାଦଶୀ
  30. ଟାହ୍ୟାଲାଗି ବେଶ
  31. ଗଣପତି ବେଶ
  32. ସେନାପଟାଲାଗି ବେଶ
  33. ଚନ୍ଦନଲାଗି ବେଶ

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ