"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:

==ଅମାବାସ୍ୟା==
==ଅମାବାସ୍ୟା==
କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ୤ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ |
କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ୤ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ |

* [[ବୈଶାଖ]] ଅମବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ବୈଶାଖ]] ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା ୤
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା ୤
* [[ଆଷାଢ଼]] ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା ୤
* [[ଆଷାଢ଼]] ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା ୤
୧୧ କ ଧାଡ଼ି: ୧୦ କ ଧାଡ଼ି:
* [[କାର୍ତ୍ତିକ]] ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ପିପେଇ ଅମାବାସ୍ୟା ।
* [[କାର୍ତ୍ତିକ]] ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ପିପେଇ ଅମାବାସ୍ୟା ।
:ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ୤ ”

* ମାର୍ଗଶିର ଅମାବାସ୍ୟା: ମହୋଦଧି ଅମାବାସ୍ୟା ୤
* [[ମାର୍ଗଶୀର]] ଅମାବାସ୍ୟା: ମହୋଦଧି ଅମାବାସ୍ୟା ୤
* ପୌଷ ଅମାବାସ୍ୟା: ବଉଳ (ବକୁଳ) ଅମାବାସ୍ୟା : ବରାହ ଜନ୍ମ ୤
* [[ପୌଷ]] ଅମାବାସ୍ୟା: ବଉଳ (ବକୁଳ) ଅମାବାସ୍ୟା : ବରାହ ଜନ୍ମ ୤
* [[ମାଘ]] ଅମାବାସ୍ୟା: ତ୍ରିବେଣୀ(ବିରଜା,ମୌନୀ) ଅମାବାସ୍ୟା ୤
* [[ମାଘ]] ଅମାବାସ୍ୟା: ତ୍ରିବେଣୀ(ବିରଜା,ମୌନୀ) ଅମାବାସ୍ୟା ୤
* ଫାଲ୍‌ଗୁନ ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ୤
* [[ଫାଲ୍‌ଗୁନ]] ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ୤
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ୤
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ୤

୨୨ କ ଧାଡ଼ି: ୨୧ କ ଧାଡ଼ି:
[[ଶ୍ରେଣୀ:ପକ୍ଷ]]
[[ଶ୍ରେଣୀ:ପକ୍ଷ]]

<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Amavasya]]
[[en:Amavasya]]
[[es:Amavasha]]
[[es:Amavasha]]

୨୧:୧୦, ୧୫ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଅମାବାସ୍ୟା

କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ୤ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ |

  • ବୈଶାଖ ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
  • ଜ୍ୟୈଷ୍ଠ ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା ୤
  • ଆଷାଢ଼ ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା ୤
  • ଶ୍ରାବଣ ଅମାବାସ୍ୟା: ଚିତାଲାଗି (ଚିତଉ) ଅମାବାସ୍ୟା ୤
  • ଭାଦ୍ରବ ଅମାବାସ୍ୟା: ସପ୍ତପୁରୀ (ସାତପୁରୀ) ଅମାବାସ୍ୟା ୤
  • ଆଶ୍ୱିନ ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି,ସର୍ବପିତୃ ) ଅମାବାସ୍ୟା ୤
  • କାର୍ତ୍ତିକ ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ପିପେଇ ଅମାବାସ୍ୟା ।
ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ୤ ”
  • ମାର୍ଗଶୀର ଅମାବାସ୍ୟା: ମହୋଦଧି ଅମାବାସ୍ୟା ୤
  • ପୌଷ ଅମାବାସ୍ୟା: ବଉଳ (ବକୁଳ) ଅମାବାସ୍ୟା : ବରାହ ଜନ୍ମ ୤
  • ମାଘ ଅମାବାସ୍ୟା: ତ୍ରିବେଣୀ(ବିରଜା,ମୌନୀ) ଅମାବାସ୍ୟା ୤
  • ଫାଲ୍‌ଗୁନ ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ୤
  • ଚୈତ୍ର ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ୤