"ପଞ୍ଚକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୪ କ ଧାଡ଼ି: ୪ କ ଧାଡ଼ି:
* [[ତ୍ରୟୋଦଶୀ]]ରେ: [[ତ୍ରିବିକ୍ରମ ବେଶ]] ବା [[ଆଡ଼କିଆ ବେଶ]]
* [[ତ୍ରୟୋଦଶୀ]]ରେ: [[ତ୍ରିବିକ୍ରମ ବେଶ]] ବା [[ଆଡ଼କିଆ ବେଶ]]
* [[ଚତୁର୍ଦ୍ଦଶୀ]]ରେ: [[ଲକ୍ଷ୍ମୀନୃସିଂହ ବେଶ]] ବା [[ଡାଳିକିଆ ବେଶ]]
* [[ଚତୁର୍ଦ୍ଦଶୀ]]ରେ: [[ଲକ୍ଷ୍ମୀନୃସିଂହ ବେଶ]] ବା [[ଡାଳିକିଆ ବେଶ]]
* [[ପୂର୍ଣ୍ଣମୀ]]ରେ: [[ରାଜରାଜେଶ୍ଵର ବେଶ]] ବା [[ସୁନାବେଶ]]
* [[ପୂର୍ଣ୍ଣିମା|ପୂର୍ଣ୍ଣମୀ]]ରେ: [[ରାଜରାଜେଶ୍ଵର ବେଶ]] ବା [[ସୁନାବେଶ]]
* ମଳ[[ତିଥି]]ରେ: [[ନାଗାର୍ଜୁନ ବେଶ]]
* ମଳ[[ତିଥି]]ରେ: [[ନାଗାର୍ଜୁନ ବେଶ]]
ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ ୤ ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ ୤ ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି ୤

୧୩:୦୦, ୧୨ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ୤ ଏହା ମହା ପଞ୍ଚକ ବା ବକପଞ୍ଚକ ବା ଭୀଷ୍ମପଞ୍ଚକ ଭାବେ ମଧ୍ୟ ଜଣାଶୁଣା ୤ ଏହି ପାଞ୍ଚଦିନ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି ୤ ଏହି ଅବସରରେ ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ୤

ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ ୤ ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ ୤ ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି ୤ ମହାପ୍ରଭୁଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ୤ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ୤ ଗତ ୧୬.୧୧.୧୯୯୪ ତାରିଖ କାର୍ତ୍ତିକ ମଳ ତ୍ରୟୋଦଶୀ ବୁଧବାର ଦିନ ଦିନ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ୤ [୧]

ଆଧାର

  1. ସମାଜ, ୮ନଭେମ୍ବର ୨୦୧୧, ପୃଷ୍ଠା-୬