"ପଞ୍ଚକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
ଟିକେNo edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
[[କାର୍ତ୍ତିକ]] [[ମାସ]]ର ଶେଷ ପାଞ୍ଚଦିନ ([[କାର୍ତ୍ତିକ]] ଶୁକ୍ଳ [[ଏକାଦଶୀ]] ଠାରୁ [[ପୂର୍ଣ୍ଣିମା]] ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ଏହା ମହା ପଞ୍ଚକ ବା ବକପଞ୍ଚକ ବା ଭୀଷ୍ମପଞ୍ଚକ ଭାବେ ମଧ୍ୟ ଜଣାଶୁଣା ଏହି ଅବସରରେ [[ଶ୍ରୀମନ୍ଦିର]]ରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ |
[[କାର୍ତ୍ତିକ]] [[ମାସ]]ର ଶେଷ ପାଞ୍ଚଦିନ ([[କାର୍ତ୍ତିକ]] ଶୁକ୍ଳ [[ଏକାଦଶୀ]] ଠାରୁ [[ପୂର୍ଣ୍ଣିମା]] ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ଏହା ମହା ପଞ୍ଚକ ବା ବକପଞ୍ଚକ ବା ଭୀଷ୍ମପଞ୍ଚକ ଭାବେ ମଧ୍ୟ ଜଣାଶୁଣା ଏହି ପାଞ୍ଚଦିନ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି ଏହି ଅବସରରେ [[ଶ୍ରୀମନ୍ଦିର]]ରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ |
||
* |
* [[ଏକାଦଶୀ]]ରେ: [[ଲକ୍ଷ୍ମୀନାରାୟଣ ବେଶ]] ବା [[ଠିଆକିଆ ବେଶ]] |
||
* |
* [[ଦ୍ଵାଦଶୀ]]ରେ: [[ବାଙ୍କଚୁଡ଼ା ବେଶ]] ବା [[ବାମନ ବେଶ]] |
||
* |
* [[ତ୍ରୟୋଦଶୀ]]ରେ: [[ତ୍ରିବିକ୍ରମ ବେଶ]] ବା [[ଆଡ଼କିଆ ବେଶ]] |
||
* |
* [[ଚତୁର୍ଦ୍ଦଶୀ]]ରେ: [[ଲକ୍ଷ୍ମୀନୃସିଂହ ବେଶ]] ବା [[ଡାଳିକିଆ ବେଶ]] |
||
* |
* [[ପୂର୍ଣ୍ଣମୀ]]ରେ: [[ରାଜରାଜେଶ୍ଵର ବେଶ]] ବା [[ସୁନାବେଶ]] |
||
* |
* ମଳ[[ତିଥି]]ରେ: [[ନାଗାର୍ଜୁନ ବେଶ]] |
||
ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି |

ମହାପ୍ରଭୁଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ [[ଶ୍ରୀମନ୍ଦିର]]ରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ [[କାର୍ତ୍ତିକ]] ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ଗତ ୧୬.୧୧.୧୯୯୪ ତାରିଖ [[କାର୍ତ୍ତିକ]] ମଳ [[ତ୍ରୟୋଦଶୀ]] [[ବୁଧବାର]] ଦିନ ଦିନ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା <ref>[[ସମାଜ (ଖବରକାଗଜ)|ସମାଜ]], ୮ନଭେମ୍ବର ୨୦୧୧, ପୃଷ୍ଠା-୬</ref> |

୧୭:୨୦, ୧୧ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ଏହା ମହା ପଞ୍ଚକ ବା ବକପଞ୍ଚକ ବା ଭୀଷ୍ମପଞ୍ଚକ ଭାବେ ମଧ୍ୟ ଜଣାଶୁଣା ଏହି ପାଞ୍ଚଦିନ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି ଏହି ଅବସରରେ ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ
- ଏକାଦଶୀରେ: ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
- ଦ୍ଵାଦଶୀରେ: ବାଙ୍କଚୁଡ଼ା ବେଶ ବା ବାମନ ବେଶ
- ତ୍ରୟୋଦଶୀରେ: ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
- ଚତୁର୍ଦ୍ଦଶୀରେ: ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
- ପୂର୍ଣ୍ଣମୀରେ: ରାଜରାଜେଶ୍ଵର ବେଶ ବା ସୁନାବେଶ
- ମଳତିଥିରେ: ନାଗାର୍ଜୁନ ବେଶ
ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି ମହାପ୍ରଭୁଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ଗତ ୧୬.୧୧.୧୯୯୪ ତାରିଖ କାର୍ତ୍ତିକ ମଳ ତ୍ରୟୋଦଶୀ ବୁଧବାର ଦିନ ଦିନ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା [୧]