"ଭୁବନେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°16′N 85°50′E / 20.27°N 85.84°E / 20.27; 85.84
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding ko:부바네스와르
୬୦ କ ଧାଡ଼ି: ୬୦ କ ଧାଡ଼ି:
[[ବିଭାଗ:ସହର]]
[[ବିଭାଗ:ସହର]]
[[ବିଭାଗ:ଖୋରଧା]]
[[ବିଭାଗ:ଖୋରଧା]]
[[ଶ୍ରେଣୀ:ଓଡ଼ିଶାର ସହର ଓ ନଗର]]


[[bg:Бхубанешвар]]
[[bg:Бхубанешвар]]

୨୦:୪୧, ୧୦ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଭୁବନେଶ୍ୱର
ମନ୍ଦିର ମାଳିନୀ ନଗର
—  ରାଜଧାନୀ  —
ଲିଙ୍ଗରାଜ ମନ୍ଦିର, ଭୁବନେଶ୍ଵର
ଲିଙ୍ଗରାଜ ମନ୍ଦିର, ଭୁବନେଶ୍ଵର
ଭୁବନେଶ୍ୱର
ଭୁବନେଶ୍ୱରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°16′N 85°50′E / 20.27°N 85.84°E / 20.27; 85.84
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଖୋର୍ଦ୍ଧା
ମେୟର ଅନନ୍ତ ନାରାୟଣ ଜେନା
ଲୋକସଂଖ୍ୟା

ଘନତା
ମହାନଗର

୯୦୪,୨୨୫[୧] (48) (2010)

4,900/km2 (12,691/sq mi)
୧୯,୦୦,୦୦୦ (୨,୦୦୮)

ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

[convert: invalid number]

45 metres (148 ft)

କୋଡ଼

ଭୁବନେଶ୍ୱର Audio file "ଭୁବନେଶ୍ୱର.ogg" not found ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି, ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିର ମାନଙ୍କ ମଧ୍ୟରେ ଲିଙ୍ଗରାଜ, ରାଜରାଣୀ, ମୁକ୍ତେଶ୍ଵର ଆଦି ଦେଶ ବିଦେଶରେ ପରିଚିତ । ପୂର୍ବ ଭାରତରେ ପୁରୀ, କୋଣାର୍କଭୁବନେଶ୍ୱରକୁ ସ୍ଵର୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କ ଦ୍ବାରା ବିଶେଷ ଆଦୃତ ହୋଇଅଛି ।

ଭୁବନେଶ୍ୱର ୨୦୦୦ ବର୍ଷ ଆଗରୁ ଚେଦି ବଂଶ ଦ୍ବାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ |

୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା| ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି |

ଦ୍ରଷ୍ଟବ୍ୟ

  1. "India: largest cities and towns and statistics of their population". World Gazetteer. Retrieved 10 ମାର୍ଚ୍ଚ 2010.

ବାହାର ଲିଙ୍କ