"ଜଗନ୍ନାଥଙ୍କ ଧୂପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
{{Main|ଜଗନ୍ନାଥଙ୍କ ଦେବନୀତି}}
{{Main|ଜଗନ୍ନାଥଙ୍କ ଦେବନୀତି}}
'''ଜଗନ୍ନାଥଙ୍କ ଧୂପ''' [[ଜଗନ୍ନାଥ ମନ୍ଦିର]]ରେ ନୀତି ନିୟମ ଭିତରେ ଗୋଟିଏ ଯାହା [[ମାଦଳା ପାଞ୍ଜି]]ରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । [[ପୁରୀ]] [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ [[ଜଗନ୍ନାଥ]]ଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ | ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ୤
'''ଜଗନ୍ନାଥଙ୍କ ଧୂପ''' [[ଜଗନ୍ନାଥ ମନ୍ଦିର]]ରେ ନୀତି ନିୟମ ଭିତରେ ଗୋଟିଏ ଯାହା [[ମାଦଳା ପାଞ୍ଜି]]ରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । [[ପୁରୀ]] [[ଶ୍ରୀମନ୍ଦିର]]ରେ [[ଜଗନ୍ନାଥ]]ଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ | ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ୤
[[File:Luni khuruma chapana bhoga Odia mitha.jpg|thumb|[[ଲୁଣି ଖୁରୁମା]]]]
[[File:Luni khuruma chapana bhoga Odia mitha.jpg|thumb|[[ଲୁଣି ଖୁରୁମା]]]]
==ଧୂପ==
==ଧୂପ==
ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ବାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ ୤
ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ ୤

===ସକାଳ ଧୂପ (ପ୍ରଥମ ଧୂପ)===
===ସକାଳ ଧୂପ (ପ୍ରଥମ ଧୂପ)===
୫୯ କ ଧାଡ଼ି: ୫୯ କ ଧାଡ଼ି:
*ସାନ ଓଳି ମରିଚି ପାଣି: ୪ଓଳି
*ସାନ ଓଳି ମରିଚି ପାଣି: ୪ଓଳି
*ବଡ଼ ଓଳି ମରିଚି ପାଣି: ୪ଓଳି
*ବଡ଼ ଓଳି ମରିଚି ପାଣି: ୪ଓଳି
*ସାନ କଦମ୍ବ: ୫ ଓଳି
*ସାନ ମ୍ବ: ୫ ଓଳି
*[[ବଡ଼ ଖିରିସା]]: ୧ ଓଳି
*[[ବଡ଼ ଖିରିସା]]: ୧ ଓଳି
*[[ବଡ଼ ଖିରିସା|ଓଳି ବଡ଼ ଖିରିସା]]: ୪ଓଳି
*[[ବଡ଼ ଖିରିସା|ଓଳି ବଡ଼ ଖିରିସା]]: ୪ଓଳି
୮୮ କ ଧାଡ଼ି: ୮୮ କ ଧାଡ଼ି:
ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ୤
ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ୤
===ଗୋପାଳବଲ୍ଲଭ ଭୋଗ (ପ୍ରଥମ ଭୋଗ)===
===ଗୋପାଳବଲ୍ଲଭ ଭୋଗ (ପ୍ରଥମ ଭୋଗ)===
(ସକାଳ ୮.୩୦): ଦିନର ପ୍ରଥମ ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡି ରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି ୤ ଅନବସର ସମୟରେ ଏହା ଜୟ ବିଜୟ ଦ୍ବାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ୤ ଧନୁ ସଂକ୍ରାନ୍ତି ସମୟରେ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ ୤ ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ୤
(ସକାଳ ୮.୩୦): ଦିନର ପ୍ରଥମ ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡି ରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି ୤ ଅନବସର ସମୟରେ ଏହା ଜୟ ବିଜୟ ଦ୍ଵାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ୤ ଧନୁ ସଂକ୍ରାନ୍ତି ସମୟରେ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ ୤ ଦୋଳ ପୂର୍ଣ୍ଣିମା ଓ [[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନ ପୂର୍ଣ୍ଣିମା]] ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ୤
*[[ଖଇ#ପ୍ରକାର|ବଲ୍ଲଭ ଖଇ]]: ୪୪ ଓଳି,
*[[ଖଇ#ପ୍ରକାର|ବଲ୍ଲଭ ଖଇ]]: ୪୪ ଓଳି,
*ପାଚିଲା [[କଦଳି]]: ୭ଟି,
*ପାଚିଲା [[କଦଳୀ]]: ୭ଟି,
*[[ନଡ଼ିଆ ଖୁଡ଼ି]]: ୩ଶରା,
*[[ନଡ଼ିଆ ଖୁଡ଼ି]]: ୩ଶରା,
*[[କୋରା ]](ବଡ଼): ୨୯ ଟି,
*[[କୋରା ]](ବଡ଼): ୨୯ ଟି,
୯୬ କ ଧାଡ଼ି: ୯୬ କ ଧାଡ଼ି:

===ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)===
===ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)===
(ସକାଳ ୧୧.୦୦) : ''ବଡ଼ସଙ୍ଖୁଡ଼ି ଭୋଗ'' ବା ''ଛତ୍ର ଭୋଗ'' ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ୤
(ସକାଳ ୧୧.୦୦) : ''ବଡ଼ସଙ୍ଖୁଡ଼ି ଭୋଗ'' ବା ''ଛତ୍ର ଭୋଗ'' ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ୤

[[ଶ୍ରୀମନ୍ଦିର]] ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ୤ ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆର ମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ୤ ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ ୤

୧୧୦ କ ଧାଡ଼ି: ୧୧୦ କ ଧାଡ଼ି:
===ବଡ଼ସିଂହାର ଭୋଗ (ତୃତୀୟ ଭୋଗ)===
===ବଡ଼ସିଂହାର ଭୋଗ (ତୃତୀୟ ଭୋଗ)===
(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ୤
(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ୤
*[[ଖୁଆ]], [[ଲହୁଣି]], [[ନଡ଼ିଆ ପାତି]], [[ଖଇ]], [[ଦହି]], [[କଦଳି]]
*[[ଖୁଆ]], [[ଲହୁଣି]], [[ନଡ଼ିଆ ପାତି]], [[ଖଇ]], [[ଦହି]], [[କଦଳୀ]]
*[[ସୁଆର ପିଠା]]: ୧ଶରା
*[[ସୁଆର ପିଠା]]: ୧ଶରା
*[[ରୋସ ପାଇକ]]: ୧ଶରା
*[[ରୋସ ପାଇକ]]: ୧ଶରା
୧୧୭ କ ଧାଡ଼ି: ୧୧୭ କ ଧାଡ଼ି:
*[[ସରପୁଳି ପିଠା]]: ୫ଶରା
*[[ସରପୁଳି ପିଠା]]: ୫ଶରା
*[[ବିରି ବୁହା ପିଠା]]: ୧ଶରା
*[[ବିରି ବୁହା ପିଠା]]: ୧ଶରା
*ବଡ଼ [[କଦଳି]]: ୧୫
*ବଡ଼ [[କଦଳୀ]]: ୧୫
*କ୍ଷିରି/ପାୟସ: ୬ଓଳି
*କ୍ଷିରି/ପାୟସ: ୬ଓଳି

[ଓଳି= ଛୋଟ ମାଟି କୁଡ଼ୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ =ମାଲପୁଆ, ଓରିଆ= ଦେବତାଙ୍କ ଅନ୍ନ]
[ଓଳି= ଛୋଟ ମାଟି କୁଡ଼ୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ =ମାଲପୁଆ, ଓରିଆ= ଦେବତାଙ୍କ ଅନ୍ନ]
<!--==ବାଳଭୋଗ==
[[କାର୍ତ୍ତିକ]] ମାସରେ ବାଳଭୋଗ କରାଯାଏ ୤ କ୍ରମ ଅନୁସାରେ ଯେଉଁ ଧୂପ [[କାର୍ତ୍ତିକ]] ମାସରେ ହୁଏ ସେହି ଧୂପର ନାମ ହେଲା: ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ, ବାଳ ଭୋଗ, ଛତ୍ରଭୋଗ, ଦ୍ୱିପ୍ରହର ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଭୋଗ ୤-->

==ଅବକାଶ==
==ଅବକାଶ==
ଅବକାଶ: [[ପୁରୀ]] ଶ୍ରୀ[[ଜଗନ୍ନାଥ]] ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ୤
ଅବକାଶ: [[ପୁରୀ]] ଶ୍ରୀ[[ଜଗନ୍ନାଥ]] ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ୤
*ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)
*ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)
*ଦ୍ବିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ବିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ ୤
*ଦ୍ଵିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ଵିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ ୤
*ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ୤
*ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ୤
*ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ ୤
*ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ ୤
*ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ | ତାପରେ ରାତି-ପହଡ଼;
*ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ | ତାପରେ ରାତି-ପହଡ଼;

ଅବକାଶ ସମୟରେ କେବଳ ଶ୍ରୀ[[ଜଗନ୍ନାଥ]]ଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି [[ଜଗନ୍ନାଥ]]ଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ବାର ବନ୍ଦ ରହେ ୤
ଅବକାଶ ସମୟରେ କେବଳ ଶ୍ରୀ[[ଜଗନ୍ନାଥ]]ଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି [[ଜଗନ୍ନାଥ]]ଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ଵାର ବନ୍ଦ ରହେ ୤

==ପହଡ଼==
==ପହଡ଼==
ଦିନରେ ଦ୍ବିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ ୤ ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ୤
ଦିନରେ ଦ୍ଵିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ ୤ ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ୤

କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ବିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ୤
କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ଵିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ୤

==ସାହାଣ ମେଲା==
==ସାହାଣ ମେଲା==
ପ୍ରତ୍ୟେକ ଧୂପ ପରେ ଥରେ ଲେଖାଏଁ ସାହାଣ ମେଲା ହୁଏ; ଅର୍ଥାତ୍ ସେ ସମୟରେ ସାଧାରଣ ଯାତ୍ରୀମାନେ ଜଗନ୍ନାଥଙ୍କ ଛାମୁକୁ ଯାଇ ଅବାଧରେ ଦର୍ଶନ କରନ୍ତି ୤
ପ୍ରତ୍ୟେକ ଧୂପ ପରେ ଥରେ ଲେଖାଏଁ ସାହାଣ ମେଲା ହୁଏ; ଅର୍ଥାତ୍ ସେ ସମୟରେ ସାଧାରଣ ଯାତ୍ରୀମାନେ [[ଜଗନ୍ନାଥ]]ଙ୍କ ଛାମୁକୁ ଯାଇ ଅବାଧରେ ଦର୍ଶନ କରନ୍ତି ୤

==ପାକ==
==ପାକ==
୧୪୯ କ ଧାଡ଼ି: ୧୫୧ କ ଧାଡ଼ି:
==ଆହୁରି ଦେଖନ୍ତୁ==
==ଆହୁରି ଦେଖନ୍ତୁ==
*[[ଜଗନ୍ନାଥ|ଶ୍ରୀଜଗନ୍ନାଥ]]
*[[ଜଗନ୍ନାଥ|ଶ୍ରୀଜଗନ୍ନାଥ]]
*[[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]
*[[ଶ୍ରୀମନ୍ଦିର]]
*[[ଛପନ ଭୋଗ]]
*[[ଛପନ ଭୋଗ]]
*[[ଜଗନ୍ନାଥଙ୍କ ବେଶ]]
*[[ଜଗନ୍ନାଥଙ୍କ ବେଶ]]
*[[ଜଗନ୍ନାଥଙ୍କ ସେବକ]]
*[[ଜଗନ୍ନାଥଙ୍କ ସେବକ]]
*[[ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ‎‎]]
*[[ରଥଯାତ୍ରା]]
*[[ନବକଳେବର]]
*[[ନବକଳେବର]]
*[[ଅଣସର]]
*[[ଅଣସର]]

୨୦:୦୫, ୧୦ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଜଗନ୍ନାଥଙ୍କ ଧୂପ ଜଗନ୍ନାଥ ମନ୍ଦିରରେ ନୀତି ନିୟମ ଭିତରେ ଗୋଟିଏ ଯାହା ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ | ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ୤

ଲୁଣି ଖୁରୁମା

ଧୂପ

ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ ୤

ସକାଳ ଧୂପ (ପ୍ରଥମ ଧୂପ)

(ସକାଳ୧୦.୦୦): 'ରାଜଭୋଗ' କୁହାଯାଉଥିବା ଦିନର ଏହି ପ୍ରଥମ ରୋଷେଇ ପ୍ରସ୍ତୁତ ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ ୤

ମୁଠି ଗଜା

ମଧ୍ୟାହ୍ନ ଧୂପ ବା ଦିପହର ଧୂପ (ଦ୍ଵିତୀୟ ଧୂପ)

(ମଧ୍ୟାହ୍ନ ୧୨.୩୦ ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ ୤ ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ |

ଗୋପାଳ ବଲ୍ଲଭ ଭୋଗ ବାଜଗନ୍ନାଥ ବଲ୍ଲଭ ଭୋଗ

ସନ୍ଧ୍ୟା ଧୂପ (ତୃତୀୟ ଧୂପ)

(ସନ୍ଧ୍ୟା ୭.୦୦ ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ ୤ ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ୤

ଭୋଗ

ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ୤

ଗୋପାଳବଲ୍ଲଭ ଭୋଗ (ପ୍ରଥମ ଭୋଗ)

(ସକାଳ ୮.୩୦): ଦିନର ପ୍ରଥମ ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡି ରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି ୤ ଅନବସର ସମୟରେ ଏହା ଜୟ ବିଜୟ ଦ୍ଵାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ୤ ଧନୁ ସଂକ୍ରାନ୍ତି ସମୟରେ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ ୤ ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ୤

ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)

(ସକାଳ ୧୧.୦୦) : ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ୤

ଶ୍ରୀମନ୍ଦିର ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ୤ ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆର ମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ୤ ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ ୤

ବଡ଼ସିଂହାର ଭୋଗ (ତୃତୀୟ ଭୋଗ)

(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ୤

[ଓଳି= ଛୋଟ ମାଟି କୁଡ଼ୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ =ମାଲପୁଆ, ଓରିଆ= ଦେବତାଙ୍କ ଅନ୍ନ]

ଅବକାଶ

ଅବକାଶ: ପୁରୀ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ୤

  • ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)
  • ଦ୍ଵିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ଵିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ ୤
  • ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ୤
  • ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ ୤
  • ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ | ତାପରେ ରାତି-ପହଡ଼;

ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ଵାର ବନ୍ଦ ରହେ ୤

ପହଡ଼

ଦିନରେ ଦ୍ଵିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ ୤ ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ୤

କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ଵିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ୤

ସାହାଣ ମେଲା

ପ୍ରତ୍ୟେକ ଧୂପ ପରେ ଥରେ ଲେଖାଏଁ ସାହାଣ ମେଲା ହୁଏ; ଅର୍ଥାତ୍ ସେ ସମୟରେ ସାଧାରଣ ଯାତ୍ରୀମାନେ ଜଗନ୍ନାଥଙ୍କ ଛାମୁକୁ ଯାଇ ଅବାଧରେ ଦର୍ଶନ କରନ୍ତି ୤

ପାକ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୪ ପ୍ରକାର ପାକ ହୁଏ:

  • ଭୀମପାକ
  • ନଳପାକ
  • ସୌରୀ ପାକ
  • ଗୌରୀ ପାକ

ଆହୁରି ଦେଖନ୍ତୁ

ବାହାର ଲିଙ୍କ