"ଏକାଦଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୬ କ ଧାଡ଼ି: ୬ କ ଧାଡ଼ି:
# ଉନ୍ନୀଳନୀ: ଯେଉଁ ଏକାଦଶୀର ୬୦ ଦଣ୍ଡରୁ ଅଧିକ ପର ଦିବସକୁ ଥାଏ ୤
# ଉନ୍ନୀଳନୀ: ଯେଉଁ ଏକାଦଶୀର ୬୦ ଦଣ୍ଡରୁ ଅଧିକ ପର ଦିବସକୁ ଥାଏ ୤
# ବ୍ୟଞ୍ଜଳୀ: ଯେଉଁ ଏକାଦଶୀ ୬୦ଦଣ୍ଡରୁ କମି ପର ଦିନକୁ ଥାଏ ୤
# ବ୍ୟଞ୍ଜଳୀ: ଯେଉଁ ଏକାଦଶୀ ୬୦ଦଣ୍ଡରୁ କମି ପର ଦିନକୁ ଥାଏ ୤
# ତ୍ରିସ୍ପୃଶା: ସୂର୍ଯ୍ୟ ଉଦୟ କାଳରେ ଏକାଦଶୀ, ତତ୍‌ପରେ ଦ୍ବାଦଶୀ ଓ ଅନ୍ତେ ତ୍ରୟୌଦଶୀ
# ତ୍ରିସ୍ପୃଶା: ସୂର୍ଯ୍ୟ ଉଦୟ କାଳରେ ଏକାଦଶୀ, ତତ୍‌ପରେ ଦ୍ଵାଦଶୀ ଓ ଅନ୍ତେ ତ୍ରୟୋଦଶୀ
# ପକ୍ଷବର୍ଦ୍ଧିନୀ: ଯେଉଁ ଏକାଦଶୀର ପରବର୍ତ୍ତୀ ପୂର୍ଣ୍ଣିମା ବା ଅମାବାସ୍ୟା ୬୦ ଦଣ୍ଡରୁ ଅଧିକ ଥାଏ ୤
# ପକ୍ଷବର୍ଦ୍ଧିନୀ: ଯେଉଁ ଏକାଦଶୀର ପରବର୍ତ୍ତୀ ପୂର୍ଣ୍ଣିମା ବା ଅମାବାସ୍ୟା ୬୦ ଦଣ୍ଡରୁ ଅଧିକ ଥାଏ ୤
# ଜୟା: ଯେବେ ଶୁକ୍ଳ ଦ୍ବାଦଶୀରେ ପୁନର୍ବସୁ ନକ୍ଷତ୍ର ପଡ଼େ ୤
# ଜୟା: ଯେବେ ଶୁକ୍ଳ ଦ୍ବାଦଶୀରେ ପୁନର୍ବସୁ ନକ୍ଷତ୍ର ପଡ଼େ ୤
୨୮ କ ଧାଡ଼ି: ୨୮ କ ଧାଡ଼ି:
* ଆଶ୍ଵିନ କୃଷ୍ଣ ଏକାଦଶୀ: ଇନ୍ଦିରା ଏକାଦଶୀ
* ଆଶ୍ଵିନ କୃଷ୍ଣ ଏକାଦଶୀ: ଇନ୍ଦିରା ଏକାଦଶୀ
* ଆଶ୍ଵିନ ଶୁକ୍ଳ ଏକାଦଶୀ: ପାପାଙ୍କୁଶା ଏକାଦଶୀ
* ଆଶ୍ଵିନ ଶୁକ୍ଳ ଏକାଦଶୀ: ପାପାଙ୍କୁଶା ଏକାଦଶୀ
* କାର୍ତ୍ତିକ କୃଷ୍ଣ ଏକାଦଶୀ: ରମା ଏକାଦଶୀ
* [[କାର୍ତ୍ତିକ]] କୃଷ୍ଣ ଏକାଦଶୀ: ରମା ଏକାଦଶୀ
* କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼): ଦେବୋତ୍‌ଥାପନ ଏକାଦଶୀ
* [[କାର୍ତ୍ତିକ]] ଶୁକ୍ଳ ଏକାଦଶୀ (ବଡ଼): ଦେବୋତ୍‌ଥାପନ ଏକାଦଶୀ
: [[ଶ୍ରୀମନ୍ଦିର]]ରେ [[ରାଧାଦାମୋଦର ବେଶ]] ଶେଷ୤ ଚତୁର୍ମାସ୍ୟା ବ୍ରତ ସମାପନ୤
: [[ଶ୍ରୀମନ୍ଦିର]]ରେ [[ରାଧାଦାମୋଦର ବେଶ]] ଶେଷ୤ ଚତୁର୍ମାସ୍ୟା ବ୍ରତ ସମାପନ୤
* ମାର୍ଗଶୀର କୃଷ୍ଣ ଏକାଦଶୀ: ଉତ୍ପନ୍ନା ଏକାଦଶୀ
* ମାର୍ଗଶୀର କୃଷ୍ଣ ଏକାଦଶୀ: ଉତ୍ପନ୍ନା ଏକାଦଶୀ

୨୩:୧୪, ୯ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଏକାଦଶୀ

ଚନ୍ଦ୍ରପକ୍ଷର ଏକାଦଶ ଦିବସ - ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି ୤ କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣା ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳା ଏକାଦଶୀ କୁହାଯାଇଥାଏ ୤

କୃଷ୍ଣଶୁକ୍ଳପକ୍ଷର ଏକାଦଶୀ ତିଥିକୁ ହରିବାସର କୁହାଯାଏ ୤ ବର୍ଷକର ୨୪ଟି ଏକାଦଶୀ ମଧ୍ୟରୁ ୪ଟିକୁ ବଡ଼ଏକାଦଶୀ କୁହାଯାଏ ୤ ହରିଭକ୍ତିବିଳାସ ଗ୍ରନ୍ଥ ମତରେ ଏକାଦଶୀ ଆଠ ପ୍ରକାର

  1. ଉନ୍ନୀଳନୀ: ଯେଉଁ ଏକାଦଶୀର ୬୦ ଦଣ୍ଡରୁ ଅଧିକ ପର ଦିବସକୁ ଥାଏ ୤
  2. ବ୍ୟଞ୍ଜଳୀ: ଯେଉଁ ଏକାଦଶୀ ୬୦ଦଣ୍ଡରୁ କମି ପର ଦିନକୁ ଥାଏ ୤
  3. ତ୍ରିସ୍ପୃଶା: ସୂର୍ଯ୍ୟ ଉଦୟ କାଳରେ ଏକାଦଶୀ, ତତ୍‌ପରେ ଦ୍ଵାଦଶୀ ଓ ଅନ୍ତେ ତ୍ରୟୋଦଶୀ ୤
  4. ପକ୍ଷବର୍ଦ୍ଧିନୀ: ଯେଉଁ ଏକାଦଶୀର ପରବର୍ତ୍ତୀ ପୂର୍ଣ୍ଣିମା ବା ଅମାବାସ୍ୟା ୬୦ ଦଣ୍ଡରୁ ଅଧିକ ଥାଏ ୤
  5. ଜୟା: ଯେବେ ଶୁକ୍ଳ ଦ୍ବାଦଶୀରେ ପୁନର୍ବସୁ ନକ୍ଷତ୍ର ପଡ଼େ ୤
  6. ବିଜୟା: ଯେବେ ଶୁକ୍ଳ ଦ୍ବାଦଶୀରେ ଶ୍ରବଣାନକ୍ଷତ୍ରଯୁକ୍ତ ହୁଏ ୤
  7. ଜୟନ୍ତୀ: ଯେବେ ଶୁକ୍ଳ ଦ୍ବାଦଶୀରେ ରୋହିଣୀ ନକ୍ଷତ୍ର ପଡ଼େ ୤
  8. ପାପନାଶନୀ: ଯେବେ ଶୁକ୍ଳ ଦ୍ବାଦଶୀରେ ପୁଷ୍ୟ ନକ୍ଷତ୍ର ପଡ଼େ ୤

ଗୁରୁବାର ଏକାଦଶୀ ପଡ଼ିଲେ ଲକ୍ଷ୍ମୀନାରାୟଣ ବ୍ରତ ଓ ରବିବାର ଏକାଦଶୀ ହେଲେ ରବିନାରାୟଣ ବ୍ରତ କରାଯାଏ ୤

  • ବୈଶାଖ କୃଷ୍ଣ ଏକାଦଶୀ: ବରୁଥିନୀ ଏକାଦଶୀ
  • ବୈଶାଖ ଶୁକ୍ଳ ଏକାଦଶୀ: ମୋହିନୀ ଏକାଦଶୀ
  • ଜ୍ୟେଷ୍ଠ କୃଷ୍ଣ ଏକାଦଶୀ: ଜଳକ୍ରୀଡା ଏକାଦଶୀ
  • ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ: ଦେବବିବାହ,ନିର୍ଜ୍ଜଳା ବା ପଦ୍ମା ଏକାଦଶୀ ୤
  • ଆଷାଢ଼ କୃଷ୍ଣ ଏକାଦଶୀ: ଖଳିଲାଗି ଏକାଦଶୀ, ଅଣସର ଏକାଦଶୀ
  • ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ (ବଡ଼): ବାହୁଡ଼ା, ହରିଶୟନ ଏକାଦଶୀ ୤
  • ଶ୍ରାବଣ କୃଷ୍ଣ ଏକାଦଶୀ: କାମିକା ଏକାଦଶୀ ବା ଅନ୍ନଦାନ ଏକାଦଶୀ ବା ଗାନ୍ଧାରୀ ଏକାଦଶୀ ୤
  • ଶ୍ରାବଣ ଶୁକ୍ଳପକ୍ଷ ଏକାଦଶୀ:ପୁତ୍ରଦା ଏକାଦଶୀ
  • ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ: କାଳୀୟଦଳନ ଏକାଦଶୀ
  • ଭାଦ୍ରବ ଶୁକ୍ଳ ଏକାଦଶୀ (ବଡ଼): ପାର୍ଶ୍ଵପରିବର୍ତ୍ତନ ଏକାଦଶୀ
ଶୟନ ଏକାଦଶୀର ପରବର୍ତ୍ତୀ ବଡ଼ ଏକାଦଶୀ ୤ ଏ ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ପୁରାଣମାନଙ୍କରେ ଲେଖାଅଛି ୤
  • ଆଶ୍ଵିନ କୃଷ୍ଣ ଏକାଦଶୀ: ଇନ୍ଦିରା ଏକାଦଶୀ
  • ଆଶ୍ଵିନ ଶୁକ୍ଳ ଏକାଦଶୀ: ପାପାଙ୍କୁଶା ଏକାଦଶୀ
  • କାର୍ତ୍ତିକ କୃଷ୍ଣ ଏକାଦଶୀ: ରମା ଏକାଦଶୀ
  • କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼): ଦେବୋତ୍‌ଥାପନ ଏକାଦଶୀ
ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଶେଷ୤ ଚତୁର୍ମାସ୍ୟା ବ୍ରତ ସମାପନ୤
  • ମାର୍ଗଶୀର କୃଷ୍ଣ ଏକାଦଶୀ: ଉତ୍ପନ୍ନା ଏକାଦଶୀ
  • ମାର୍ଗଶୀର ଶୁକ୍ଳ ଏକାଦଶୀ: ମୋକ୍ଷଦା ଏକାଦଶୀ
  • ପୌଷ କୃଷ୍ଣ ଏକାଦଶୀ: ସଫଳା ଏକାଦଶୀ
  • ପୌଷ ଶୁକ୍ଳ ଏକାଦଶୀ: ପୁତ୍ରଦା ଏକାଦଶୀ
  • ମାଘ କୃଷ୍ଣ ଏକାଦଶୀ: ଷଟ୍‌ତିଳା ଏକାଦଶୀ
  • ମାଘ ଶୁକ୍ଳ ଏକାଦଶୀ (ବଡ଼): ଭୈମୀ ଏକାଦଶୀ ୤
  • ଫାଲ୍‌ଗୁନ କୃଷ୍ଣ ଏକାଦଶୀ: ପଙ୍କୋଦ୍ଧାର ଏକାଦଶୀ
  • ଫାଲ୍‌ଗୁନ ଶୁକ୍ଳ ଏକାଦଶୀ: ପାପନାଶିନୀ ଏକାଦଶୀ
  • ଚୈତ୍ର କୃଷ୍ଣ ଏକାଦଶୀ: ପାପମୋଚନୀ ଏକାଦଶୀ
  • ଚୈତ୍ର ଶୁକ୍ଳ ଏକାଦଶୀ: କାମଦା ଏକାଦଶୀ