"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
ଟିକେ r2.7.1) (Robot: Adding es:Distrito de Subarnapur |
||
୨୨୪ କ ଧାଡ଼ି: | ୨୨୪ କ ଧାଡ଼ି: | ||
[[de:Sonapur (Distrikt)]] |
[[de:Sonapur (Distrikt)]] |
||
[[en:Subarnapur district]] |
[[en:Subarnapur district]] |
||
[[es:Distrito de Subarnapur]] |
|||
[[gu:સોનપુર જિલ્લો]] |
[[gu:સોનપુર જિલ્લો]] |
||
[[hi:सोनपुर जिला]] |
[[hi:सोनपुर जिला]] |
୧୬:୫୪, ୨୬ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ସୁବର୍ଣ୍ଣପୁର ଜିଲ୍ଲା | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକସଭା | ବଲାଙ୍ଗୀର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନସଭା | ୨ଟି ଆସନ
|
Area | |
• ଜିଲ୍ଲା | 2284.4 km2 (882�0 sq mi) |
Population (୨୦୧୧) | |
• ଜିଲ୍ଲା | ୬୫୨୧୦୭ |
• Density | 279/km2 (720/sq mi) |
• Urban | ୪୯୯୩୨ |
• Rural | ୬୦୨୧୭୫ |
• ୬ ବର୍ଷରୁ କମ ଶିଶୁ | ୭୬୫୩୬ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୭ xxx |
ତାର (ଏସ୍.ଟି.ଡ଼ି) | ୦୬x |
ଯାନବାହାନ ପଞ୍ଚୀକରଣ | OR-31 |
ଜିଲ୍ଲାପାଳ | ଗଗନ ବିହାରୀ ସ୍ଵାଇଁ |
Website | Official website |
ସୋନପୁର ଜିଲ୍ଲା ବା ସୁବର୍ଣ୍ଣପୁର ଜିଲ୍ଲା, ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୋନପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ଷୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡ଼ୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
ଭୂଗୋଳ
ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]
ଅବସ୍ଥିତି
ମୁଖ୍ୟ ନଦୀ
- ମହାନଦୀ
- ଅଙ୍ଗ
- ତେଲ
- ଶୁକତେଲ
ଜନସଂଖ୍ୟା
୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି [୩] |
- ପୁରୁଷ: ୩,୩୨,୮୯୭
- ମହିଳା: ୩,୧୯,୨୧୦
- ଛ ବର୍ଷରୁ କମ: ୭୬,୫୩୬
- ପଢୁଆ ହାର: ୭୪.୪୨%
- ପୁରୁଷ: ୭୮.୪୧%
- ମହିଳା: ୮୪.୭୮%
ପ୍ରଶାସନିକ ବିଭାଗ
- ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର |
- ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
- ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
- ଗ୍ରାମ ପଞ୍ଚାୟତ: ୯୬
- ଗ୍ରାମ: ୯୫୯
ପର୍ଯ୍ୟଟନ ସ୍ଥଳ
- ଲଙ୍କେଶ୍ଵରୀ ମନ୍ଦିର
- ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
- ସୁବର୍ଣ୍ଣମେରୁ ମନ୍ଦିର
- ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
- ମହିମା ପୀଠ, ଖଲିଆପାଲି
- ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
- ମେତକାଣୀ ମନ୍ଦିର, ଉଲୁଣ୍ଡା
- ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଏ
- କୋଟ ସମଲାଏ ସୋନପୁର ଜିଲାର କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
- ପାପକ୍ଷୟ ଘାଟ, ବିନକା
- କପିଳେଶ୍ଵର ମନ୍ଦିର, ଚରଡ଼ା
- ନବଗ୍ରହ କୁଣ୍ଡ
- ଦିଗଶୀରାର ଅଙ୍ଗନଦୀ
ଆହୁରି ଦେଖନ୍ତୁ
- ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।
ଗ୍ୟାଲେରି
ଆଧାର
ଦ୍ରଷ୍ଟବ୍ୟ
- Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in Man in India, Vol.74, No.4, December 1994, pp. 413–427.
- Pasayat, C. (1998), Tribe, Caste and Folkculture, Jaipur/New Delhi: Rawat Publications.
- Pasayat, C. (2003), Glimpses of Tribal and Folkculture, New Delhi: Anmol Pub. Pvt. Ltd.