"ଧଉଳି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Robot: Interwiki standardization; cosmetic changes |
ଟିକେNo edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
[[ଫାଇଲ:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]] |
[[ଫାଇଲ:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]] |
||
'''ଧଉଳି''' ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''ଭୁବନେଶ୍ୱର'' ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ |
'''ଧଉଳି''' ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''[[ଭୁବନେଶ୍ୱର]]'' ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ [[ଓଡ଼ିଆ ଭାଷା]]ରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା । |
||
==ଇତିହାସ== |
==ଇତିହାସ== |
||
ଏଠାରେ ଥିବା ୬କ ଶିଳାଲେଖର [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା |
ଏଠାରେ ଥିବା ୬କ ଶିଳାଲେଖର [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା [[ଓଡ଼ିଶା]]ର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । |
||
<ref>http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ |
<ref>http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ |
||
। ସେ |
। ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇପବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ |
||
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref> |
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref> |
||
। ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା । |
। ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା । |
||
[[ଓଡ଼ିଶା]]ରେ ଥିବା ବାକି ବୌଦ୍ଧ କୀର୍ତ୍ତି: |
|||
# |
# [[ବୌଦ୍ଧ ଜିଲ୍ଲା]]ରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି । |
||
# ଖଣ୍ଡଗିରି, [[ଭୁବନେଶ୍ୱର]] |
# [[ଖଣ୍ଡଗିରି]], [[ଭୁବନେଶ୍ୱର]] |
||
# ଉଦୟଗିରି, ଭୁବନେଶ୍ୱର |
# [[ଉଦୟଗିରି]], [[ଭୁବନେଶ୍ୱର]] |
||
# |
# [[ରତ୍ନଗିରି]], [[ଯାଜପୁର ଜିଲ୍ଲା|ଯାଜପୁର]] |
||
# ଲଳିତଗିରି, ଯାଜପୁର |
# [[ଲଳିତଗିରି]], [[ଯାଜପୁର ଜିଲ୍ଲା|ଯାଜପୁର]] |
||
# ଜଉଗଡ, |
# [[ଜଉଗଡ]], [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]ରେ ଥିବା ଅଶୋକଙ୍କ ଶିଳାଲେଖ |
||
== |
==ବୌଦ୍ଧ ଧର୍ମ ଶ୍ରେଣୀବିଭାଗ== |
||
* ଥେରବାଦ |
* ଥେରବାଦ |
||
* ମହାଯାନ |
* ମହାଯାନ |
||
୩୦ କ ଧାଡ଼ି: | ୩୦ କ ଧାଡ଼ି: | ||
http://www.dhauli.net/ ଧଉଳି, ଓଡ଼ିଶା |
http://www.dhauli.net/ ଧଉଳି, ଓଡ଼ିଶା |
||
[[ |
[[ଶ୍ରେଣୀ:ଧର୍ମ]] |
||
[[ |
[[ଶ୍ରେଣୀ:ବୌଦ୍ଧ ଧର୍ମ]] |
||
[[ |
[[ଶ୍ରେଣୀ:ଓଡ଼ିଶାର ବୌଦ୍ଧ ବିହାର]] |
||
[[ |
[[ଶ୍ରେଣୀ:ଓଡ଼ିଶା ଇତିହାସ]] |
||
[[ |
[[ଶ୍ରେଣୀ:ବୌଦ୍ଧ ପର୍ଯ୍ୟଟନ ସ୍ଥଳ]] |
||
[[ |
[[ଶ୍ରେଣୀ:ଓଡ଼ିଶାର ଐତିହ୍ୟସ୍ଥଳ]] |
||
[[en:Dhauli]] |
[[en:Dhauli]] |
୦୯:୫୮, ୨୧ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଧଉଳି ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
ଇତିହାସ
ଏଠାରେ ଥିବା ୬କ ଶିଳାଲେଖର ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । [୧]କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ । ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇପବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ [୨] । ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
ଓଡ଼ିଶାରେ ଥିବା ବାକି ବୌଦ୍ଧ କୀର୍ତ୍ତି:
- ବୌଦ୍ଧ ଜିଲ୍ଲାରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
- ଖଣ୍ଡଗିରି, ଭୁବନେଶ୍ୱର
- ଉଦୟଗିରି, ଭୁବନେଶ୍ୱର
- ରତ୍ନଗିରି, ଯାଜପୁର
- ଲଳିତଗିରି, ଯାଜପୁର
- ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
ବୌଦ୍ଧ ଧର୍ମ ଶ୍ରେଣୀବିଭାଗ
- ଥେରବାଦ
- ମହାଯାନ
- ବଜ୍ରଯାନ
- ସହଜଯାନ
ଦ୍ରଷ୍ଟବ୍ୟ
ବାହାର ଲିଙ୍କ
http://www.dhauli.net/ ଧଉଳି, ଓଡ଼ିଶା