"ମହାତ୍ମା ଗାନ୍ଧୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding mzn:ماهاتما گاندی
ଟିକେ r2.7.2) (Robot: Adding km:មហាត្មះគន្ធី
୯୨ କ ଧାଡ଼ି: ୯୨ କ ଧାଡ଼ି:
[[kbd:Махатма Ганди]]
[[kbd:Махатма Ганди]]
[[kk:Махатма Ганди]]
[[kk:Махатма Ганди]]
[[km:មហាត្មះគន្ធី]]
[[kn:ಮಹಾತ್ಮ ಗಾಂಧಿ]]
[[kn:ಮಹಾತ್ಮ ಗಾಂಧಿ]]
[[ko:모한다스 카람찬드 간디]]
[[ko:모한다스 카람찬드 간디]]

୧୮:୦୪, ୧୮ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ମହାତ୍ମା ଗାନ୍ଧୀ
ଜନ୍ମ(1869-10-02)୨ ଅକ୍ଟୋବର ୧୮୬୯
ମୃତ୍ୟୁ୩୦ ଜାନୁଆରୀ ୧୯୪୮(1948-01-30) (ବୟସ ୭୮)
ମୃତ୍ୟୁର କାରଣ୩ଟି ଗୁଳିମାଡ଼ରେ ଦେହଛାଡ଼ିଥିଲେ
ରାଜ ଘାଟ, ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ଅନ୍ୟ ନାମମହାତ୍ମା ଗାନ୍ଧି, ବାପୁ
ଶିକ୍ଷାଓକିଲାତି
ଶିକ୍ଷାନୁଷ୍ଠାନଇଉନିଭରସିଟି କଲେଜ, ଲଣ୍ଡନ, ଲଣ୍ଡନ ଇଉନିଭରସିଟି
ପ୍ରସିଦ୍ଧିଭାରତିୟ ସ୍ଵାଧିନତା ଆନ୍ଦୋଳନର ମହାନ ନେତା
ବୈବାହିକ-ସାଥୀକସତୁରବା ଗାନ୍ଧି
ସନ୍ତାନହରିଲାଲ ଗାନ୍ଧି
ମନୀଲାଲ ଗାନ୍ଧି
ରାମଦାସ ଗାନ୍ଧି
ଦେବଦାସ ଗାନ୍ଧି
ପିତାମାତା(s)ପୁତିବାଇ ଗାନ୍ଧି (ମା)
କରମଚାନ୍ଦ ଗାନ୍ଧି (ବାପା)
ଦସ୍ତଖତ


ମୋହନଦାସ କରମଚାନ୍ଦ ଗାନ୍ଧି (୨ ଅକଟୋବର ୧୮୬୯ - ୩୦ ଜାନୁଆରି ୧୯୪୮) ଭାରତିୟ ସ୍ଵାଧିନତା ଆନ୍ଦୋଳନର ଜଣେ ମହାନ ନେତା । ଅହିଁସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜି ବୋଲି ଆଦରରେ କୁହାଯାଏ ।