"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ଅଭିନୀତ ସିନେମା |
ଟିକେ removed Category:ଓଡ଼ିଆ ସିନେ ଅଭିନେତା using HotCat |
||
୬୯ କ ଧାଡ଼ି: | ୬୯ କ ଧାଡ଼ି: | ||
[[ବିଭାଗ:ଭାରତୀୟ ସିନେ ଅଭିନେତା]] |
[[ବିଭାଗ:ଭାରତୀୟ ସିନେ ଅଭିନେତା]] |
||
[[ବିଭାଗ:ଓଲିଉଡ଼]] |
[[ବିଭାଗ:ଓଲିଉଡ଼]] |
||
[[ବିଭାଗ:ଓଡ଼ିଆ ସିନେ ଅଭିନେତା]] |
|||
[[ବିଭାଗ:ଜୀବନ୍ତ ମଣିଷ]] |
[[ବିଭାଗ:ଜୀବନ୍ତ ମଣିଷ]] |
||
[[ବିଭାଗ:ଓଡ଼ିଶାର ଲୋକ]] |
[[ବିଭାଗ:ଓଡ଼ିଶାର ଲୋକ]] |
୦୭:୫୪, ୧୫ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଶରତ ପୂଜାରୀ | |
---|---|
ଜନ୍ମ | ଶରତ ପୂଜାରୀ ୮ ଅଗଷ୍ଟ ୧୯୩୪
(୭୭ ବର୍ଷ) |
ବୃତ୍ତି | ଅଭିନେତା (ଓଡ଼ିଆ) |
ସକ୍ରିୟ ବର୍ଷ | ୬୦ ଦଶକ-ଏବେଯାଏଁ |
ଶରତ ପୂଜାରୀ ଜଣେ ଖ୍ୟାତନାମା ଓଡ଼ିଆ ସିନେ ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ ଓଡ଼ିଶାର ନୟାଗଡ଼ ଜିଲାରେ ହୋଇଥିଲା ।
ସେ ୬୦ ଦଶକର ଆରମ୍ଭରୁ ଏବେ ଯାଏଁ ଓଡ଼ିଆ ସିନେମା ଜଗତରେ ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିସାରିଛନ୍ତି ।
ଶିକ୍ଷା ଓ ପ୍ରାରମ୍ଭିକ ଜୀବନ
ତାଙ୍କର ବାଳଶିକ୍ଷା ଓଡ଼ିଶାର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ ।[୧]
ଅଭିନୀତ ସିନେମା
ସିନେମା ନାଆଁ | ଚରିତ୍ର | ଭୂମିକା | ବର୍ଷ |
---|---|---|---|
ମାଟିର ମଣିଷ | ବରଜୁ | ଅଭିନେତା | ୧୯୬୬ |
କା | ଅଭିନେତା | ୧୯୬୬ | |
ଅରୁନ୍ଧତୀ | ମନୋଜ | ଅଭିନେତା | ୧୯୬୭ |
ତଅପୋଇ | ନିର୍ଦ୍ଦେଶକ | ୧୯୭୮ | |
ଅଶାନ୍ତ ଗ୍ରହ | ଶରତ | ଅଭିନେତା-ନିର୍ଦ୍ଦେଶକ | ୧୯୮୨ |
ଅସ୍ତରଙ୍ଗ | ନିର୍ଦ୍ଦେଶକ | ୧୯୮୨ | |
ଅନ୍ଧ ଦିଗନ୍ତ | ଅଭିନେତା | ୧୯୮୮ | |
ଭୂଖା | ଅଭିନେତା | ୧୯୮୯ | |
ଦୃଷ୍ଟି | ଅଭିନେତା | ୧୯୯୦ | |
ଅରଣ୍ୟ ରୋଦନ | ଅଭିନେତା | ୧୯୯୨ | |
ଆରଣ୍ୟକ | ରାଜା ସାହେବ | ଅଭିନେତା | ୧୯୯୪ |
ଶେଷ ଦୃଷ୍ଟି | କେଦାର ବାବୁ | ଅଭିନେତା | ୧୯୯୭ |
ଶୂନ୍ୟସ୍ୱରୂପ | ଅଭିନେତା | ୧୯୯୭ |
ଦ୍ରଷ୍ଟବ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଶରତ ପୂଜାରୀ