"ପଞ୍ଚଲିଙ୍ଗେଶ୍ୱର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଟିକେNo edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{prettyurl|panchalingeswar_temple}} |
{{prettyurl|panchalingeswar_temple}} |
||
{{About|{{PAGENAME}}||ପଞ୍ଚଲିଙ୍ଗେଶ୍ଵର}} |
|||
{{Infobox Mandir |
{{Infobox Mandir |
||
|name = ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର |
|name = ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର |
୨୨:୨୮, ୧୪ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ବାଲେଶ୍ଵର |
Location | |
ସ୍ଥାନ | ପଞ୍ଚଲିଙ୍ଗେଶ୍ଵର |
Country | ଭାରତ |
ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ଵର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ଵରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାଆଁ ଅନୁସାରେ ଏହି ଜାଗାର ନାଆଁ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।[୧]
ଗମନାଗମନ
ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ଵର ଠାରୁ ୩୦ କିମି ଓ ବାରିପଦା ଠାରୁ ୮୫ କିମି ଦୂରତାରେ ରହିଅଛି। ଏହି ଦୁଇ ସହର ଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।