"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; cosmetic changes
୬୬ କ ଧାଡ଼ି: ୬୬ କ ଧାଡ଼ି:
[[ବିଭାଗ:ଓଲିଉଡ଼]]
[[ବିଭାଗ:ଓଲିଉଡ଼]]
[[ବିଭାଗ:ଓଡ଼ିଆ ସିନେମା ଜଗତ]]
[[ବିଭାଗ:ଓଡ଼ିଆ ସିନେମା ଜଗତ]]
[[ବିଭାଗ:ଓଡ଼ିଆ ସିନେମା]]
[[ବିଭାଗ:ଓଡ଼ିଆ ସିନେ ଅଭିନେତା]]
[[ବିଭାଗ:ଓଡ଼ିଆ ସିନେ ଅଭିନେତା]]
[[ବିଭାଗ:ଓଡ଼ିଶାର ଲୋକ]]
[[ବିଭାଗ:ଓଡ଼ିଶାର ଲୋକ]]

୦୬:୫୫, ୧୯ ଅଗଷ୍ଟ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସିଦ୍ଧାନ୍ତ ମହାପାତ୍ର
Born୧୯୬୬
Nationalityଭାରତୀୟ
Occupationସିନେମା ଅଭିନେତା
Years active୧୯୯୩-ଏବେଯାଏଁ
Known forଓଡ଼ିଆ ସିନେମା ଅଭିନେତା
Spouseମାମା ମିଶ୍ର


ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସିଦ୍ଧାନ୍ତ ମହାପାତ୍ର ବାଲୁଗାଁ, ଓଡ଼ିଶା ଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, ଗଞ୍ଜାମ ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, କେନ୍ଦୁଝର ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ନୂଆଦିଲ୍ଲୀ ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ୤

ସିନେମା ଜୀବନ

୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ସିନେମା


ରାଜନୈତିକ ଜୀବନ

ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ୤ ଓଡ଼ିଶାର ବ୍ରହ୍ମପୁର ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି ୤

ପୁରସ୍କାର

ଦ୍ରଷ୍ଟବ୍ୟ

ବାହାର ଲିଙ୍କ