"ଫୁସଫୁସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୯ କ ଧାଡ଼ି: ୧୯ କ ଧାଡ଼ି:
}}
}}


'''ଫୁସଫୁସ''' [[ଶ୍ୱାସକ୍ରିୟା]] ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । [[ପ୍ଲୁରା]] ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । [[ଟ୍ରାକିଆ]] ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ [[ବ୍ରୋଙ୍କସ]] ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ [[ବ୍ରୋଙ୍କିଓଲ]] ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ <ref>{{cite book |author=Notter, Robert H. |title=Lung surfactants: basic science and clinical applications |publisher=Marcel Dekker |location=New York, N.Y |year=2000 |pages=120 |isbn=0-8247-0401-0 |oclc= |url=http://books.google.com/books?id=pAuiWvNHwZcC&pg=PA120&lpg=PA120&dq=area+tennis+court+alveoli|accessdate=2008-10-11}}</ref> । <br>
'''ଫୁସଫୁସ''' [[ଶ୍ୱାସକ୍ରିୟା]] ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସLeft lung
Diagram of the respiratory system
Anatomy of lungs
Front view of heart and lungs
Transverse section of thorax, showing relations of pulmonary artery
The position and relation of the esophagus in the cervical region and in the posterior mediastinum, seen from behind
The thymus of a full-time fetus, exposed in situ
Mediastinal surface of left lung.
right lung । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । [[ପ୍ଲୁରା]] ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । [[ଟ୍ରାକିଆ]] ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ [[ବ୍ରୋଙ୍କସ]] ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ [[ବ୍ରୋଙ୍କିଓଲ]] ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ <ref>{{cite book |author=Notter, Robert H. |title=Lung surfactants: basic science and clinical applications |publisher=Marcel Dekker |location=New York, N.Y |year=2000 |pages=120 |isbn=0-8247-0401-0 |oclc= |url=http://books.google.com/books?id=pAuiWvNHwZcC&pg=PA120&lpg=PA120&dq=area+tennis+court+alveoli|accessdate=2008-10-11}}</ref> । <br>
[[File:Alveolus2.PNG|200px|thumb|Gas exchange in humans - between a capillary and an alveolus]]
[[File:Alveolus2.PNG|200px|thumb|Gas exchange in humans - between a capillary and an alveolus]]
ଶ୍ୱାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ [[ଅମ୍ଳଜାନ]] ଗ୍ରହଣ କରେ ଓ [[ଅଙ୍ଗାରକାମ୍ଳ]] ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ [[ରକ୍ତ]]ର [[ପ୍ଲାଜମା]]ରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି [[କାର୍ବୋନିକ ଆନହାଇଡ୍ରେଜ ଏନଯାଇମ]]ଦ୍ୱାରା [[ବାଇକାର୍ବୋନେଟ]] [[ଆୟୋନ]] ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ <ref name="Raymond&Swenson2000">{{Cite journal| authors=Raymond H & Swenson E| title=The distribution and physiological significance of carbonic anhydrase in vertebrate gas exchange organs| journal=[[Respiration physiology]]| volume=121| year=2000| pages=1–12}}</ref> ।
ଶ୍ୱାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ [[ଅମ୍ଳଜାନ]] ଗ୍ରହଣ କରେ ଓ [[ଅଙ୍ଗାରକାମ୍ଳ]] ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ [[ରକ୍ତ]]ର [[ପ୍ଲାଜମା]]ରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି [[କାର୍ବୋନିକ ଆନହାଇଡ୍ରେଜ ଏନଯାଇମ]]ଦ୍ୱାରା [[ବାଇକାର୍ବୋନେଟ]] [[ଆୟୋନ]] ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ <ref name="Raymond&Swenson2000">{{Cite journal| authors=Raymond H & Swenson E| title=The distribution and physiological significance of carbonic anhydrase in vertebrate gas exchange organs| journal=[[Respiration physiology]]| volume=121| year=2000| pages=1–12}}</ref> ।
୩୦ କ ଧାଡ଼ି: ୩୮ କ ଧାଡ଼ି:
{{ଆଧାର}}
{{ଆଧାର}}


== ଅଧିକ ଚିତ୍ର ==
== Extra fig. ==
<gallery>
<gallery class="10th and 12th and bsc ">
ଫାଇଲ:Human left lung.jpg|Left lung
Image:Thorax section 1.jpg|Human lungs
ଫାଇଲ:Respiratory system complete no labels.svg|Diagram of the respiratory system
Image:Human left lung.jpg|Left lung
ଫାଇଲ:Lungs anatomy.png|Anatomy of lungs
Image:Respiratory system complete no labels.svg|Diagram of the respiratory system
Image:Lungs anatomy.png|Anatomy of lungs
ଫାଇଲ:Gray490.png|Front view of heart and lungs
ଫାଇଲ:Gray503.png|Transverse section of thorax, showing relations of pulmonary artery
Image:Gray490.png|Front view of heart and lungs
ଫାଇଲ:Gray1032.png|The position and relation of the esophagus in the cervical region and in the posterior mediastinum, seen from behind
Image:Gray503.png|Transverse section of thorax, showing relations of pulmonary artery
ଫାଇଲ:Gray1178.png|The thymus of a full-time fetus, exposed in situ
Image:Gray1032.png|The position and relation of the esophagus in the cervical region and in the posterior mediastinum, seen from behind
ଫାଇଲ:Gray973.png|[[Mediastinal surface of lung|Mediastinal surface]] of left lung.
Image:Gray1178.png|The thymus of a full-time fetus, exposed in situ
ଫାଇଲ:Slide9gggg.JPG|right lung
Image:Gray973.png | [[Mediastinal surface of lung|Mediastinal surface]] of left lung.
File:Slide9gggg.JPG|right lung
</gallery>
</gallery>



୧୦:୫୮, ୧୧ ଜୁଲାଇ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ଏହି ବିଷୟଟି ମାନବ ଫୁସଫୁସ ବିଷୟରେ ଲେଖାଯାଇଛି ।

ଫୁସଫୁସ
Detailed diagram of the lungs
ଲାଟିନ ଭାଷାରେ pulmo
Gray's subject #240 1093-1096
ବିଭାଗ Respiratory system
MeSH Lung

ଫୁସଫୁସ ଶ୍ୱାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସLeft lung Diagram of the respiratory system Anatomy of lungs Front view of heart and lungs Transverse section of thorax, showing relations of pulmonary artery The position and relation of the esophagus in the cervical region and in the posterior mediastinum, seen from behind The thymus of a full-time fetus, exposed in situ Mediastinal surface of left lung. right lung । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । ପ୍ଲୁରା ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । ଟ୍ରାକିଆ ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ ବ୍ରୋଙ୍କସ ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ ବ୍ରୋଙ୍କିଓଲ ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ [୧]

Gas exchange in humans - between a capillary and an alveolus

ଶ୍ୱାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମଦ୍ୱାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ [୨]

  • CO2 + H2O → H2CO3
  • H2CO3 → H+ + HCO
    3

ଆଲଭିଓଲାଇହିଁ ଶ୍ୱାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ [୩] । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତିଦ୍ୱାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।

ବ୍ରୋଙ୍କସ, ବ୍ରୋଙ୍କିଆଲ ବୃକ୍ଷ, ଏବଂ ଫୁସଫୁସ

ଆଧାର

  1. Notter, Robert H. (2000). Lung surfactants: basic science and clinical applications. New York, N.Y: Marcel Dekker. p. 120. ISBN 0-8247-0401-0. Retrieved 2008-10-11.
  2. "The distribution and physiological significance of carbonic anhydrase in vertebrate gas exchange organs". Respiration physiology. 121: 1–12. 2000. {{cite journal}}: Cite uses deprecated parameter |authors= (help)
  3. "Gas Exchange in humans". Retrieved 19 March 2013.

Extra fig.