"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ →ଓଡ଼ିଆ କଥାଚିତ୍ର ଜଗତ |
|||
୪୭ କ ଧାଡ଼ି: | ୪୭ କ ଧାଡ଼ି: | ||
=== ଓଡ଼ିଆ କଥାଚିତ୍ର ଜଗତ === |
=== ଓଡ଼ିଆ କଥାଚିତ୍ର ଜଗତ === |
||
ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]]<nowiki/>ରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା [[ପକା କମ୍ବଳ ପୋତ ଛତା]]<nowiki/>ରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ [[ସାଗର (୧୯୮୯ର ସିନେମା)|ସାଗର]] ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ ।<ref>{{cite news |title=ସ୍ୱପ୍ନ ସତ ହେଲା |url=https://samajaepaper.in/epaperimages/25062022/25062022-md-ct-14/25620223311735.jpg |accessdate=25 June 2022 |work=ସମାଜ |date=25 June 2022 |archiveurl=https://web.archive.org/web/20220625084307/https://samajaepaper.in/epaperimages/25062022/25062022-md-ct-14/25620223311735.jpg |archivedate=25 June 2022 |language=ଓଡ଼ିଆ|url-status=live}}</ref> ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।<ref name="ଅବସାନ" / |
ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]]<nowiki/>ରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା [[ପକା କମ୍ବଳ ପୋତ ଛତା]]<nowiki/>ରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ [[ସାଗର (୧୯୮୯ର ସିନେମା)|ସାଗର]] ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ ।<ref>{{cite news |title=ସ୍ୱପ୍ନ ସତ ହେଲା |url=https://samajaepaper.in/epaperimages/25062022/25062022-md-ct-14/25620223311735.jpg |accessdate=25 June 2022 |work=ସମାଜ |date=25 June 2022 |archiveurl=https://web.archive.org/web/20220625084307/https://samajaepaper.in/epaperimages/25062022/25062022-md-ct-14/25620223311735.jpg |archivedate=25 June 2022 |language=ଓଡ଼ିଆ|url-status=live}}</ref> ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।<ref name="ଅବସାନ" /> |
||
୧୯୯୧ ମସିହାରେ ମୁକ୍ତିଲାଭ କରିଥିବା [[କୋଟିଏ ମଣିଷ ଗୋଟିଏ ଜଗା]] ବ୍ୟତୀତ ତାଙ୍କ ଅଭିନୀତ ବାକି କଥାଚିତ୍ରଗୁଡ଼ିକ ସେତେଟା ସଫଳତା ପାଇନଥିଲା । ୧୯୯୨-୯୩ ମସିହାରେ [[ଭୀଷ୍ମ ପ୍ରତିଜ୍ଞା]], [[ପଥର ଖସୁଚି ବଡ଼ ଦେଉଳୁ]], [[ଉଦଣ୍ଡୀ ସୀତା]], [[ନାଗ ପଞ୍ଚମୀ (ଓଡ଼ିଆ କଥାଚିତ୍ର)|ନାଗ ପଞ୍ଚମୀ]]<nowiki/>ରେ ତାଙ୍କ ଅଭିନୟକୁ ଅନେକ ପ୍ରସଂଶା ମିଳିବା ସହିତ ସେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭାବରେ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>{{cite news|url=https://sambadepaper.com/epaperimages/25062022/25062022-md-hr-6/184939.jpg|title=ପରିଚୟ ଦେଲା ୧୯୯୩|date=25 June 2022|work=ସମ୍ବାଦ|accessdate=25 June 2022|archiveurl=http://web.archive.org/web/20220625092905/https://sambadepaper.com/epaperimages/25062022/25062022-md-hr-6/184939.jpg|archivedate=25 June 2022|page=୬|language=ଓଡ଼ିଆ|url-status=live}}</ref> |
|||
୨୦୨୨ ମସିହାର ଜୁନ ୧୨ ତାରିଖରେ ଜୀବିତ ଥିବାବେଳେ ମୁକ୍ତିଲାଭ କରିଥିଲା ତାଙ୍କ ଶେଷ ଓଡ଼ିଆ କଥାଚିତ୍ର [[ବିଶ୍ୱନାଥ (ଓଡ଼ିଆ କଥାଚିତ୍ର)|ବିଶ୍ୱନାଥ]] ।<ref>{{cite news |title='ସାଗର'ରୁ କ୍ୟାରିୟର୍ ଆରମ୍ଭ |url=https://sambadepaper.com/epaperimages/25062022/25062022-md-hr-6/184939.jpg |accessdate=25 June 2022 |work=ସମ୍ବାଦ |date=25 June 2022 |archiveurl=http://web.archive.org/web/20220625092905/https://sambadepaper.com/epaperimages/25062022/25062022-md-hr-6/184939.jpg |archivedate=25 June 2022 |page=୬ |language=ଓଡ଼ିଆ |url-status=live}}</ref> |
|||
=== ବଙ୍ଗଳା କଥାଚିତ୍ର ଜଗତ === |
=== ବଙ୍ଗଳା କଥାଚିତ୍ର ଜଗତ === |
||
୨୭୭ କ ଧାଡ଼ି: | ୨୮୧ କ ଧାଡ଼ି: | ||
| |
| |
||
|- |
|- |
||
|ନାଗ ପଞ୍ଚମୀ |
|[[ନାଗ ପଞ୍ଚମୀ (ଓଡ଼ିଆ କଥାଚିତ୍ର)|ନାଗ ପଞ୍ଚମୀ]] |
||
|ରାଇ |
|ରାଇ |
||
| |
| |
୧୫:୦୯, ୨୫ ଜୁନ ୨୦୨୨ ଅନୁସାରେ କରାଯାଇଥିବା ବଦଳ
ରାଇମୋହନ ପରିଡ଼ା | |
---|---|
ଜନ୍ମ | ଉଦୟପୁର, କେନ୍ଦୁଝର ଜିଲ୍ଲା | ୧୦ ଜୁଲାଇ ୧୯୬୩
ମୃତ୍ୟୁ | ୨୪ ଜୁନ ୨୦୨୨ | (ବୟସ ୫୮)
ମୃତ୍ୟୁର କାରଣ | ଆତ୍ମହତ୍ୟା |
ଅନ୍ୟ ନାମ | ସିଦ୍ଧୁ[୧] |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୮୪- ୨୦୨୨ |
ବୈବାହିକ-ସାଥୀ | ରଞ୍ଜିତା ପରିଡ଼ା |
ପିତାମାତା | ତ୍ରୈଲୋକନାଥ ପରିଡ଼ା ତିଳୋତ୍ତମା ପରିଡ଼ା |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ରାଇମୋହନ ପରିଡ଼ା (୧୦ ଜୁଲାଇ ୧୯୬୩[୨] - ୨୪ ଜୁନ ୨୦୨୨) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।[୩] ୧୯୮୪ ମସିହାରେ ଗଙ୍ଗ ଶିଉଳି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪] ସେ ଯାତ୍ରା ଜଗତର ଅନେକ ନାଟକର ନିର୍ଦ୍ଦେଶନା ଦେବା ସହିତ କିଛି ଯାତ୍ରାପାର୍ଟିରେ ଅଭିନୟ ମଧ୍ୟ କରିଥିଲେ । ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।[୫]
ଜନ୍ମ, ପରିବାର ଓ ଶିକ୍ଷା
ରାଇମୋହନ ୧୯୬୩ ମସିହାର ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତୈଲୋକନାଥ ପରିଡ଼ା ଓ ମାତା ତିଳୋତ୍ତମା ପରିଡ଼ାଙ୍କର ପାଞ୍ଚ ସନ୍ତାନ ମଧ୍ୟରୁ ଏକମାତ୍ର ପୁତ୍ର ଥିଲେ ସେ । କରଞ୍ଜିଆ ମହାବିଦ୍ୟାଳୟରୁ ପାଠପଢ଼ା ଶେଷ କରି ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ସ୍ନାତକ ଡୀଗ୍ରୀ ହାସଲ କରିଥିଲେ ।[୪]
ଅଭିନୟ ଜୀବନ
ରାଇମୋହନ ହାଇସ୍କୁଲରେ ପଢ଼ିବାବେଳେ କଳା ପାହାଡ଼ ନାଟକରେ ମୁକୁନ୍ଦଦେବ ଚରିତ୍ରରେ ଅଭିନୟ କରିଥିଲେ । ପରେ କରଞ୍ଜିଆ ମହାବିଦ୍ୟାଳୟରେ ପଢ଼ିବାବେଳେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଗାଁ କ୍ଲବ୍ରେ ତାଙ୍କ ଅଭିନୀତ ଏକ ନାଟକ ଦେଖି ତାଙ୍କ ବାପା ତାଙ୍କର ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ।[୬]
ସଙ୍ଗୀତ ମହାନବିଦ୍ୟାଳୟରେ ପଢ଼ିବା ସମୟରେ ସେ ରାଧା ପଣ୍ଡାଙ୍କ ନିର୍ଦ୍ଦେଶିତ ନାଟକ କୃଷ୍ଣାରେ ଭୀମ ଭୂମିକାରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଶତାବ୍ଦୀର କଳାକାର, ଅନ୍ୱେଷଣ, ନାଟ୍ୟ ଚେତନା, ସବୁଜ ନାଟ୍ୟ ସଂସ୍ଥା ଆଦି ନାଟକ ଦଳ ସହ କାର୍ଯ୍ୟ କରିଥିଲେ ।[୭]
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।[୮]
ଓଡ଼ିଆ କଥାଚିତ୍ର ଜଗତ
ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ଗଙ୍ଗ ଶିଉଳିରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ପକା କମ୍ବଳ ପୋତ ଛତାରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ ସାଗର ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ ।[୯] ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪]
୧୯୯୧ ମସିହାରେ ମୁକ୍ତିଲାଭ କରିଥିବା କୋଟିଏ ମଣିଷ ଗୋଟିଏ ଜଗା ବ୍ୟତୀତ ତାଙ୍କ ଅଭିନୀତ ବାକି କଥାଚିତ୍ରଗୁଡ଼ିକ ସେତେଟା ସଫଳତା ପାଇନଥିଲା । ୧୯୯୨-୯୩ ମସିହାରେ ଭୀଷ୍ମ ପ୍ରତିଜ୍ଞା, ପଥର ଖସୁଚି ବଡ଼ ଦେଉଳୁ, ଉଦଣ୍ଡୀ ସୀତା, ନାଗ ପଞ୍ଚମୀରେ ତାଙ୍କ ଅଭିନୟକୁ ଅନେକ ପ୍ରସଂଶା ମିଳିବା ସହିତ ସେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭାବରେ ଲୋକପ୍ରିୟତା ଅର୍ଜନ କରିଥିଲେ ।[୧୦]
୨୦୨୨ ମସିହାର ଜୁନ ୧୨ ତାରିଖରେ ଜୀବିତ ଥିବାବେଳେ ମୁକ୍ତିଲାଭ କରିଥିଲା ତାଙ୍କ ଶେଷ ଓଡ଼ିଆ କଥାଚିତ୍ର ବିଶ୍ୱନାଥ ।[୧୧]
ବଙ୍ଗଳା କଥାଚିତ୍ର ଜଗତ
ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ରାଇମୋହନ ବଙ୍ଗଳା କଥାଚିତ୍ର ଜଗତରେ ଜଗତରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମକରି ବଙ୍ଗଳା କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୫ଟି ବଙ୍ଗଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୨]
ଯାତ୍ରା ଜଗତ
ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧-୯୨ ମସିହାରେ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ସହ ତାରିଣୀ ଗଣନାଟ୍ୟ ପାଇଁ ଚିନ୍ମୟ ଦାସଙ୍କ ରଚିତ ନାଟକ ଭଙ୍ଗା ଆଇନାର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା ।[୧୩]
ପରବର୍ତ୍ତୀ ସମୟରେ ସେ କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ, ଗୌରୀ ଗଣନାଟ୍ୟ ଆଦିର ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଯାତ୍ରାରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଥିଲେ ।[୧୪]
ଦୂରଦର୍ଶନ
ରାଇମୋହନ ଦୂରଦର୍ଶନରେ ଅନେକ ଧାରାବାହିକରେ ଅଭିନୟ କରିଥିଲେ । ମଞ୍ଜରୀ ଟିଭିରେ ପ୍ରସାରିତ ଧାରାବାହିକ ସିଂହଦ୍ୱାର ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୧୫]
ଅଭିନୀତ ଓଡ଼ିଆ କଥାଚିତ୍ର
ବ୍ୟକ୍ତିଗତ ଜୀବନ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ସମୟରେ ତାଙ୍କ ତଳ ଶ୍ରେଣୀର ଛାତ୍ରୀ ରଞ୍ଜିତାଙ୍କୁ ପ୍ରେମ କରିଥିଲେ[୧୬] ଏବଂ ୧୯୯୨ ମସିହାରେ ସେ ତାଙ୍କୁ ବିବାହ କରିଥିଲେ ।[୧୭] ଏହି ଦମ୍ପତିଙ୍କର ଶେଫାଳି ଓ ଉଦିତା ନାମରେ ଦୁଇ ଝିଅ ଅଛନ୍ତି ।[୪]
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୯୯୮ (ସ୍ୱତନ୍ତ୍ର ଜୁରୀ ସମ୍ମାନ)[୧୮]
- ଅଭିନନ୍ଦିକା ପୁରସ୍କାର - ୨୦୧୦[୧୯]
ମୃତ୍ୟୁ
ରାଇମୋହନ ୨୦୨୨ ମସିହାର ଜୁନ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ ।[୨୦] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
ଆଧାର
- ↑ "'ସିଦ୍ଧୁ ଡାକ ଆଉ ଶୁଣିବାକୁ ମିଳିବନି'". ସମ୍ବାଦ. 25 June 2022. p. ୬. Archived from the original on 25 June 2022. Retrieved 25 June 2022.
- ↑ ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ ୪.୦ ୪.୧ ୪.୨ ୪.୩ "ଅବୁଝା ଅବସାନ: ଶେଷ ସଂଳାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ Das, Haraprasad (24 June 2022). "Ollywood actor Raimohan Parida passes away; Suicide suspected". Pragativadi (in English). Bhubaneswar. Archived from the original on 24 June 2022. Retrieved 24 June 2022.
{{cite news}}
: CS1 maint: unrecognized language (link) - ↑ "ମୁକୁନ୍ଦଦେବ ଚରିତ୍ରରୁ ଆରମ୍ଭ". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
- ↑ "ସଂଘର୍ଷରୁ ସଫଳତା". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
- ↑ "ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ସ୍ୱପ୍ନ ସତ ହେଲା". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
- ↑ "ପରିଚୟ ଦେଲା ୧୯୯୩". ସମ୍ବାଦ. 25 June 2022. p. ୬. Archived from the original on 25 June 2022. Retrieved 25 June 2022.
- ↑ "'ସାଗର'ରୁ କ୍ୟାରିୟର୍ ଆରମ୍ଭ". ସମ୍ବାଦ. 25 June 2022. p. ୬. Archived from the original on 25 June 2022. Retrieved 25 June 2022.
- ↑ "ଅବୁଝା ଅବସାନ: ଓଡ଼ିଆରୁ ବଙ୍ଗଳା ଚଳଚ୍ଚିତ୍ର". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 24 August 2018. Retrieved 24 August 2018.
- ↑ "ଅବୁଝା ଅବସାନ: ଯାତ୍ରାରେ ଛାଡ଼ିଥିଲେ ଛାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ଅବୁଝା ଅବସାନ: ନାଟ୍ୟ ନିର୍ଦ୍ଦେଶନାରୁ ଅଭିନୟ ଯାତ୍ରା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ତାଙ୍କ ବିନା ମୁଁ ଅଧୁରା". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
- ↑ "ଅବୁଝା ଅବସାନ: ଖଳନାୟକଙ୍କ ପ୍ରେମ କାହାଣୀ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ http://www.orissadiary.com/CurrentNews.asp?id=30737
- ↑ http://www.hindu.com/2010/01/23/stories/2010012354460200.htm
- ↑ "ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 24 June 2022. Archived from the original on 24 June 2022. Retrieved 24 June 2022.
{{cite news}}
: CS1 maint: unrecognized language (link)
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ରାଇମୋହନ ପରିଡ଼ା