"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ କାମ କରୁନଥିବା ଆଧାର ଦୁଇଟି ବାହାର କରାଗଲା
୩୪ କ ଧାଡ଼ି: ୩୪ କ ଧାଡ଼ି:
}}
}}


'''ରାଇମୋହନ ପରିଡ଼ା''' (୧୦ ଜୁଲାଇ ୧୯୬୩<ref>{{cite news|url=http://www.dharitri.com/epaper/070514/p11.htm|title=ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ|last=ବେହେରା|first=ସୁକେଶ|newspaper=ଧରିତ୍ରୀ|accessdate=11 September 2016}}</ref> - ୨୪ ଜୁନ ୨୦୨୨) [[ଓଡ଼ିଶା]]ରେ ଜନ୍ମଗ୍ରହଣ କରିଥିବା [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ୧୯୮୪ ମସିହାରେ [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]] ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।<ref name="ଅବସାନ" /><ref>{{cite news |title=ଓଲିଉଡ୍‌କୁ ରାଇଙ୍କ ଲେଉଟାଣି |url=http://www.dharitri.com/main/news/26404 |accessdate=14 January 2019 |work=Dharitri.com |archiveurl=http://www.webcitation.org/75QOlIj0j |archivedate=14 January 2019 |location=Odisha |language=Odia}}</ref><ref>{{cite news|title=ରାଇମୋହନଙ୍କ ଫିପଟି ଫିପଟି ପ୍ରୋଗ୍ରାମ|url=http://odishanewsnitidin.com/index.php?ID=20&PubId=3&schedule=2016-09-11&PageId=10996&PageNum=8|accessdate=11 September 2016|newspaper=ନଜର୍ (ନିତିଦିନ)}}</ref> ୧୯୯୧-୯୨ରେ ସେ ପ୍ରଥମେ [[ଅଶ୍ରୁମୋଚନ ମହାନ୍ତି]]ଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ ।<ref name="ରାଇମୋହ">{{cite news |title=ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା |url=https://odisha.live/2018/07/03/jollywood-jatra-actor-raimohan-still-going-strong/ |accessdate=24 August 2018 |work=OdishaLIVE |date=3 July 2018 |archiveurl=http://www.webcitation.org/71uoG2JwK |archivedate=24 August 2018|url-status=live}}</ref> ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।<ref>{{cite news |last1=Das |first1=Haraprasad |title=Ollywood actor Raimohan Parida passes away; Suicide suspected |url=https://pragativadi.com/ollywood-actor-raimohan-parida-passes-away-suicide-suspected/ |accessdate=24 June 2022 |work=Pragativadi |date=24 June 2022 |archiveurl=https://web.archive.org/web/20220624090858/https://pragativadi.com/ollywood-actor-raimohan-parida-passes-away-suicide-suspected/#:~:text=Bhubaneswar%3A%20In%20a%20tragic%20incident,He%20was%2058. |archivedate=24 June 2022 |location=Bhubaneswar |language=English |url-status=live}}</ref>
'''ରାଇମୋହନ ପରିଡ଼ା''' (୧୦ ଜୁଲାଇ ୧୯୬୩<ref>{{cite news|url=http://www.dharitri.com/epaper/070514/p11.htm|title=ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ|last=ବେହେରା|first=ସୁକେଶ|newspaper=ଧରିତ୍ରୀ|accessdate=11 September 2016}}</ref> - ୨୪ ଜୁନ ୨୦୨୨) [[ଓଡ଼ିଶା]]ରେ ଜନ୍ମଗ୍ରହଣ କରିଥିବା [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ୧୯୮୪ ମସିହାରେ [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]] ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।<ref name="ଅବସାନ" /> ୧୯୯୧-୯୨ରେ ସେ ପ୍ରଥମେ [[ଅଶ୍ରୁମୋଚନ ମହାନ୍ତି]]ଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ ।<ref name="ରାଇମୋହ">{{cite news |title=ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା |url=https://odisha.live/2018/07/03/jollywood-jatra-actor-raimohan-still-going-strong/ |accessdate=24 August 2018 |work=OdishaLIVE |date=3 July 2018 |archiveurl=http://www.webcitation.org/71uoG2JwK |archivedate=24 August 2018|url-status=live}}</ref> ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।<ref>{{cite news |last1=Das |first1=Haraprasad |title=Ollywood actor Raimohan Parida passes away; Suicide suspected |url=https://pragativadi.com/ollywood-actor-raimohan-parida-passes-away-suicide-suspected/ |accessdate=24 June 2022 |work=Pragativadi |date=24 June 2022 |archiveurl=https://web.archive.org/web/20220624090858/https://pragativadi.com/ollywood-actor-raimohan-parida-passes-away-suicide-suspected/#:~:text=Bhubaneswar%3A%20In%20a%20tragic%20incident,He%20was%2058. |archivedate=24 June 2022 |location=Bhubaneswar |language=English |url-status=live}}</ref>


== ଜନ୍ମ, ପରିବାର ଓ ଶିକ୍ଷା ==
== ଜନ୍ମ, ପରିବାର ଓ ଶିକ୍ଷା ==

୧୦:୪୬, ୨୫ ଜୁନ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ରାଇମୋହନ ପରିଡ଼ା
ଜନ୍ମ(1963-07-10)୧୦ ଜୁଲାଇ ୧୯୬୩
ମୃତ୍ୟୁ୨୪ ଜୁନ ୨୦୨୨(2022-06-24) (ବୟସ ୫୮)
ମୃତ୍ୟୁର କାରଣଆତ୍ମହତ୍ୟା
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୪- ୨୦୨୨
ବୈବାହିକ-ସାଥୀରଞ୍ଜିତା ପରିଡ଼ା
ପିତାମାତାତ୍ରୈଲୋକନାଥ ପରିଡ଼ା
ତିଳୋତ୍ତମା ପରିଡ଼ା
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ରାଇମୋହନ ପରିଡ଼ା (୧୦ ଜୁଲାଇ ୧୯୬୩[୧] - ୨୪ ଜୁନ ୨୦୨୨) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।[୨] ୧୯୮୪ ମସିହାରେ ଗଙ୍ଗ ଶିଉଳି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ୧୯୯୧-୯୨ରେ ସେ ପ୍ରଥମେ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ ।[୪] ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।[୫]

ଜନ୍ମ, ପରିବାର ଓ ଶିକ୍ଷା

ରାଇମୋହନ ୧୯୬୩ ମସିହାର ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତୈଲୋକନାଥ ପରିଡ଼ା ଓ ମାତା ତିଳୋତ୍ତମା ପରିଡ଼ାଙ୍କର ପାଞ୍ଚ ସନ୍ତାନ ମଧ୍ୟରୁ ଏକମାତ୍ର ପୁତ୍ର ଥିଲେ ସେ । କରଞ୍ଜିଆ ମହାବିଦ୍ୟାଳୟରୁ ପାଠପଢ଼ା ଶେଷ କରି ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ସ୍ନାତକ ଡୀଗ୍ରୀ ହାସଲ କରିଥିଲେ ।[୩]

ଅଭିନୟ ଜୀବନ

ଅଭିନେତା ଭାବରେ

ବ୍ୟକ୍ତିଗତ ଜୀବନ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ସମୟରେ ତାଙ୍କ ତଳ ଶ୍ରେଣୀର ଛାତ୍ରୀ ରଞ୍ଜିତାଙ୍କୁ ପ୍ରେମ କରିଥିଲେ ଏବଂ ୧୯୯୨ ମସିହାରେ ସେ ତାଙ୍କୁ ବିବାହ କରିଥିଲେ ।[୬] ଏହି ଦମ୍ପତିଙ୍କର ଶେଫାଳି ଓ ଉଦିତା ନାମରେ ଦୁଇ ଝିଅ ଅଛନ୍ତି ।[୩]

ସମ୍ମାନ ଓ ପୁରସ୍କାର

ମୃତ୍ୟୁ

ରାଇମୋହନ ୨୦୨୨ ମସିହାର ଜୁନ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ ।[୯] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

ଆଧାର

  1. ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
  2. Orissa reference: glimpses of Orissa. TechnoCAD Systems. 2001.
  3. ୩.୦ ୩.୧ ୩.୨ "ଅବୁଝା ଅବସାନ: ଶେଷ ସଂଳାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  4. "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 24 August 2018. Retrieved 24 August 2018.
  5. Das, Haraprasad (24 June 2022). "Ollywood actor Raimohan Parida passes away; Suicide suspected". Pragativadi (in English). Bhubaneswar. Archived from the original on 24 June 2022. Retrieved 24 June 2022.{{cite news}}: CS1 maint: unrecognized language (link)
  6. "ଅବୁଝା ଅବସାନ: ଖଳନାୟକଙ୍କ ପ୍ରେମ କାହାଣୀ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  7. http://www.orissadiary.com/CurrentNews.asp?id=30737
  8. http://www.hindu.com/2010/01/23/stories/2010012354460200.htm
  9. "ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 24 June 2022. Archived from the original on 24 June 2022. Retrieved 24 June 2022.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟ