"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୧୦୨ କ ଧାଡ଼ି: ୧୦୨ କ ଧାଡ଼ି:


[[ଶ୍ରେଣୀ:୧୯୬୩ ଜନ୍ମ]]
[[ଶ୍ରେଣୀ:୧୯୬୩ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:୨୦୨୨ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦୁଝର ଜିଲ୍ଲାର ଲୋକ]]
[[ଶ୍ରେଣୀ:କେନ୍ଦୁଝର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]

୧୪:୩୫, ୨୪ ଜୁନ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ରାଇମୋହନ ପରିଡ଼ା
ଜନ୍ମ(1963-07-10)୧୦ ଜୁଲାଇ ୧୯୬୩
ମୃତ୍ୟୁ୨୪ ଜୁନ ୨୦୨୨(2022-06-24) (ବୟସ ୫୮)
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୪- ଏପର୍ଯ୍ୟନ୍ତ
ବୈବାହିକ-ସାଥୀରଞ୍ଜିତା
ପିତାମାତାତ୍ରୈଲୋକନାଥ ପରିଡ଼ା
ତିଳୋତ୍ତମା ପରିଡ଼ା
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ରାଇମୋହନ ପରିଡ଼ା (୧୦ ଜୁଲାଇ ୧୯୬୩ - ୨୪ ଜୁନ ୨୦୨୨)[୧] ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ।[୨] 'ସାଗର' ଚଳଚ୍ଚିତ୍ରଦ୍ୱାରା ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ।[୩][୪] ୧୯୯୧-୯୨ରେ ସେ ପ୍ରଥମେ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ ।[୫]

କଥାଚିତ୍ରରେ ଭୂମିକା

ଅଭିନେତା ଭାବରେ

ସମ୍ମାନ ଓ ପୁରସ୍କାର

ମୃତ୍ୟୁ

ରାଇମୋହନ ୨୦୨୨ ମସିହାର ଜୁନ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ ।[୮] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

ଆଧାର

  1. ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
  2. Orissa reference: glimpses of Orissa. TechnoCAD Systems. 2001.
  3. "ଓଲିଉଡ୍‌କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.{{cite news}}: CS1 maint: unrecognized language (link)
  4. "ରାଇମୋହନଙ୍କ ଫିପଟି ଫିପଟି ପ୍ରୋଗ୍ରାମ". ନଜର୍ (ନିତିଦିନ). Retrieved 11 September 2016.
  5. "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 24 August 2018. Retrieved 24 August 2018.
  6. http://www.orissadiary.com/CurrentNews.asp?id=30737
  7. http://www.hindu.com/2010/01/23/stories/2010012354460200.htm
  8. "ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 24 June 2022. Archived from the original on 24 June 2022. Retrieved 24 June 2022.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟ