"ମାର୍ଗଶିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେNo edit summary
୨ କ ଧାଡ଼ି: ୨ କ ଧାଡ଼ି:
{{ଛୋଟ|Maargasheersha}}
{{ଛୋଟ|Maargasheersha}}


ମୃଗଶୀରା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡ଼ୁଥିବା [[ମାସ|ଚାନ୍ଦ୍ରମାସକୁ]] '''ମାର୍ଗଶିର''' ବା '''ମଗୁଶିର''' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[କାର୍ତ୍ତିକ]] ଓ ପରବର୍ତ୍ତୀ ମାସ [[ପୌଷ]] । ମାର୍ଗଶିର ଓ ଏହାର ପୂର୍ବବର୍ତ୍ତୀ ମାସ ହେମନ୍ତ ଋତୁ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଅଷ୍ଟମ ଚାନ୍ଦ୍ରମାନ ମାସ।
'''ମାର୍ଗଶିର''' ବା '''ମଗୁଶିର''' ଏକ ଚାନ୍ଦ୍ରମାସବିଶେଷ । ଏହା ମୃଗଶୀରା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡ଼େ । ଏହାର ପୂର୍ବବର୍ତ୍ତୀ ମାସ [[କାର୍ତ୍ତିକ]] ଓ ପରବର୍ତ୍ତୀ ମାସ [[ପୌଷ]] । ମାର୍ଗଶିର ଓ ଏହାର ପରବର୍ତ୍ତୀ ମାସ ପୌଷ ହେମନ୍ତ ଋତୁ ।


== ପର୍ବପର୍ବାଣି ==
== ପର୍ବପର୍ବାଣି ==
୧୦ କ ଧାଡ଼ି: ୧୦ କ ଧାଡ଼ି:
* ଶୁକ୍ଳ [[ଦ୍ୱାଦଶୀ]]: [[ବ୍ୟଞ୍ଜନ ଦ୍ୱାଦଶୀ]]
* ଶୁକ୍ଳ [[ଦ୍ୱାଦଶୀ]]: [[ବ୍ୟଞ୍ଜନ ଦ୍ୱାଦଶୀ]]
* [[ପୂର୍ଣ୍ଣିମା]]: [[ପଣ୍ଡୁ ଓଷା]]
* [[ପୂର୍ଣ୍ଣିମା]]: [[ପଣ୍ଡୁ ଓଷା]]
* [[ସଂକ୍ରାନ୍ତି]]: [[ଧନୁ ସଂକ୍ରାନ୍ତି]]


== ଆଧାର ==
== ଆଧାର ==

୧୯:୨୭, ୯ ମଇ ୨୦୨୨ ଅନୁସାରେ କରାଯାଇଥିବା ବଦଳ


ମାର୍ଗଶିର ବା ମଗୁଶିର ଏକ ଚାନ୍ଦ୍ରମାସବିଶେଷ । ଏହା ମୃଗଶୀରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼େ । ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ଓ ପରବର୍ତ୍ତୀ ମାସ ପୌଷ । ମାର୍ଗଶିର ଓ ଏହାର ପରବର୍ତ୍ତୀ ମାସ ପୌଷ ହେମନ୍ତ ଋତୁ ।

ପର୍ବପର୍ବାଣି

ଆଧାର