"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; cosmetic changes
୬୦ କ ଧାଡ଼ି: ୬୦ କ ଧାଡ଼ି:
[[ବିଭାଗ:ପ୍ରଶାସକ]]
[[ବିଭାଗ:ପ୍ରଶାସକ]]
[[ବିଭାଗ:୧୯୩୭ ଜନ୍ମ]]
[[ବିଭାଗ:୧୯୩୭ ଜନ୍ମ]]
[[ବିଭାଗ:ଜ୍ଞାନପୀଠ ପୁରସ୍କାର ବିଜେତା]]


[[en:Sitakant Mahapatra]]
[[en:Sitakant Mahapatra]]

୧୨:୦୭, ୨୯ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସୀତାକାନ୍ତ ମହାପାତ୍ର
Born (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬)
Occupation(s)କବି, ସାହିତ୍ୟ ସମାଲୋଚକ, ପ୍ରଶାସକ
Notable workଶବର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆଇଂରାଜୀ ଭାଷାର ଜଣେ ଜଣାଶୁଣା କବିସାହିତ୍ୟ ସମାଲୋଚକ[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡିଆ

ସାହିତ୍ୟ ସର୍ଜନା

କବିତା

  • ଅଷ୍ଟପଦୀ (୧୯୬୩)
  • ଶବର ଆକାଶ (୧୯୭୧)
  • ଆର ଦୃଶ୍ୟ (୧୯୮୧)
  • ଶ୍ରେଷ୍ଠ କବିତା (୧୯୯୪)

ପ୍ରବନ୍ଧ

  • ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)

ଭ୍ରମଣକାହାଣୀ

  • ଅନେକ ଶରତ (୧୯୮୧)

ତାଳପତ୍ର ଉପରେ

  • ଉଷାବିଳାସ

ଇଂରାଜୀ

  • The ruined Temple and other poems, 1996 (କବିତା, ଅନୁବାଦ)
  • Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)

ପଦ ଓ ସମ୍ମାନ

ପଦ

ସମ୍ମାନ

  • ଜ୍ଞାନପୀଠ ସମ୍ମାନ (୧୯୯୩)
  • ସାରଳା ପୁରସ୍କାର (୧୯୮୫)
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧)
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୮୪)
  • କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
  • ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)

ଦ୍ରଷ୍ଟବ୍ୟ

  1. "Deceptive simplicity". The Hindu. Dec 01, 2002. {{cite news}}: Check date values in: |date= (help)
  2. "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996. {{cite web}}: Unknown parameter |coauthors= ignored (|author= suggested) (help)

ବାହାର ଲିଙ୍କ