"ଅମାବାସ୍ୟା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ନୂତନ: ଅମାବାସ୍ୟା |
(କିଛି ବଦଳିନାହିଁ)
|
୧୬:୦୨, ୨୭ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଅମାବାସ୍ୟା
କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ |
- ଜ୍ୟେଷ୍ଠ ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା
- ଆଷାଢ଼ ଅମାବାସ୍ୟା: ବିଜାୟା ଅମାବାସ୍ୟା
- ଶ୍ରାବଣ ଅମାବାସ୍ୟା: ଚିତାଲାଗି (ଚିତଉ) ଅମାବାସ୍ୟା
- ଭାଦ୍ରବ ଅମାବାସ୍ୟା: ସପ୍ତପୁରୀ (ସାତପୁରି) ଅମାବାସ୍ୟା
- ଆଶ୍ବିନ ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି) ଅମାବାସ୍ୟା
- କାର୍ତ୍ତିକ ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା
- ମାର୍ଗଶିର ଅମାବାସ୍ୟା: ଅମାବାସ୍ୟା
- ପୌଷ ଅମାବାସ୍ୟା: ବଉଳ (ବକୁଳ) ଅମାବାସ୍ୟା : ବରାହ ଜନ୍ମ
- ମାଘ ଅମାବାସ୍ୟା: ତ୍ରିବେଣୀ ଅମାବାସ୍ୟା
- ଫାଲ୍ଗୁନ ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା
- ଚୈତ୍ର ଅମାବାସ୍ୟା: ନିମକୋଳି ଅମାବାସ୍ୟା