"ପିତୃ ଦିବସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘର.3ରୁ ପିତୃ ଦିବସକୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି ହେଲା |
Hpsatapathy (ଆଲୋଚନା | ଅବଦାନ) ଟିକେ ଲିଙ୍କ ତିଆରି |
||
୩ କ ଧାଡ଼ି: | ୩ କ ଧାଡ଼ି: | ||
== ଭାରତ ସଂଦର୍ଭରେ == |
== ଭାରତ ସଂଦର୍ଭରେ == |
||
ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା |
ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା [[ଜୁନ]] ତୃତୀୟ ରବିବାର ଦିନ ପାଳନ କରାଯାଏ । ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ । ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟିଦିନ ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା । ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା ।<ref name="The Times of India">{{cite web |title=The origin story of Father’s Day - Times of India |url=https://timesofindia.indiatimes.com/life-style/relationships/parenting/The-origin-story-of-Fathers-Day/articleshow/36547725.cms |website=The Times of India |accessdate=18 February 2022 |language=en}}</ref> ଏହି ଦିବସରେ ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ସାର୍ଟ, ସୁନା ହାର, କଫି ମଗ୍ କିମ୍ବା ବହି ପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରିଥାନ୍ତି । |
||
== ଆଧାର == |
== ଆଧାର == |
୧୭:୫୨, ୧୮ ଫେବୃଆରୀ ୨୦୨୨ ଅନୁସାରେ କରାଯାଇଥିବା ବଦଳ
ପିତା ତଥା ପିତୃତ୍ଵ ବନ୍ଧନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପିତୃ ଦିବସ ପାଳିତ ହୋଇ ଆସୁଅଛି । ୟୁରୋପର କ୍ୟାଥୋଲିକ୍ ଦେଶମାନଙ୍କରେ ଏହାକୁ ମହାପୁରୁଷ ଜୋସେଫଙ୍କ ଦିବସ ଭାବେ ମାର୍ଚ୍ଚ ୧୯ ରେ ପାଳନ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ, ସୋନୋରା ସ୍ମାର୍ଟ ଡୋଡଙ୍କ[୧][୨][୩] ଦ୍ଵାରା ପିତୃ ଦିବସ ପ୍ରତିଷ୍ଠା କରାଯାଇଥିଲା ଏବଂ ୧୯୧୦ ମସିହାରେ ପ୍ରଥମ ଥର ପାଇଁ ଜୁନ ତୃତୀୟ ରବିବାରରେ ପାଳନ କରାଯାଇଥିଲା । ପୃଥିବୀର ବିଭିନ୍ନ ଦେଶରେ ପିତାଙ୍କ ସମ୍ମାନରେ ନିଜସ୍ୱ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରନ୍ତି ।
ଭାରତ ସଂଦର୍ଭରେ
ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା ଜୁନ ତୃତୀୟ ରବିବାର ଦିନ ପାଳନ କରାଯାଏ । ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ । ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟିଦିନ ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା । ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା ।[୪] ଏହି ଦିବସରେ ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ସାର୍ଟ, ସୁନା ହାର, କଫି ମଗ୍ କିମ୍ବା ବହି ପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରିଥାନ୍ତି ।
ଆଧାର
- ↑ Gilbert, Daniel (June 11, 2006). "Does Fatherhood Make You Happy?". Time.
- ↑ "Father's Day". Melrosemirror.media.mit.edu. Archived from the original on August 6, 2011. Retrieved June 18, 2012.
- ↑ "Sonora Louise Smart Dodd" (PDF). Spokane Regional Convention & Visitor Bureau. February 19, 2010. Archived from the original (PDF) on August 12, 2016. Retrieved August 22, 2016.
- ↑ "The origin story of Father's Day - Times of India". The Times of India (in ଇଂରାଜୀ). Retrieved 18 February 2022.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |