"ପିତୃ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ added reference
୨ କ ଧାଡ଼ି: ୨ କ ଧାଡ଼ି:
ପିତା ତଥା ପିତୃତ୍ଵ ବନ୍ଧନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ '''ପିତୃ ଦିବସ''' ପାଳିତ ହୋଇ ଆସୁଅଛି । ୟୁରୋପର କ୍ୟାଥୋଲିକ୍ ଦେଶମାନଙ୍କରେ ଏହାକୁ ମହାପୁରୁଷ ଜୋସେଫଙ୍କ ଦିବସ ଭାବେ ମାର୍ଚ୍ଚ ୧୯ ରେ ପାଳନ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ, ସୋନୋରା ସ୍ମାର୍ଟ ଡୋଡଙ୍କ<ref>{{cite magazine |last=Gilbert |first=Daniel |author-link=Daniel Gilbert (psychologist) |date=June 11, 2006 |url=http://content.time.com/time/subscriber/article/0,33009,1202940,00.html |title=Does Fatherhood Make You Happy? |work=[[Time (magazine)|Time]]}}</ref><ref>{{cite web |url=http://melrosemirror.media.mit.edu/servlet/pluto?state=303034706167653030375765625061676530303269643030353138303431 |title=Father's Day |publisher=Melrosemirror.media.mit.edu |access-date=June 18, 2012 |url-status=dead |archive-url=https://web.archive.org/web/20110806231338/http://melrosemirror.media.mit.edu/servlet/pluto?state=303034706167653030375765625061676530303269643030353138303431 |archive-date=August 6, 2011 }}</ref><ref>{{Cite web|url=http://www.spokaneknoxpc.org/documents/SonoraSmartDodd_Biography.pdf|title=Sonora Louise Smart Dodd|date=February 19, 2010|publisher=Spokane Regional Convention & Visitor Bureau|access-date=August 22, 2016|archive-date=August 12, 2016|archive-url=https://web.archive.org/web/20160812053653/http://spokaneknoxpc.org/documents/SonoraSmartDodd_Biography.pdf|url-status=dead}}</ref> ଦ୍ଵାରା ପିତୃ ଦିବସ ପ୍ରତିଷ୍ଠା କରାଯାଇଥିଲା ଏବଂ ୧୯୧୦ ମସିହାରେ ପ୍ରଥମ ଥର ପାଇଁ [[ଜୁନ]] ତୃତୀୟ ରବିବାରରେ ପାଳନ କରାଯାଇଥିଲା । ପୃଥିବୀର ବିଭିନ୍ନ ଦେଶରେ ପିତାଙ୍କ ସମ୍ମାନରେ ନିଜସ୍ୱ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରନ୍ତି ।

== ଭାରତ ସଂଦର୍ଭରେ ==

ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା ଜୁନ୍ ତୃତୀୟ ରବିବାର ଦିନ ପାଳନ କରାଯାଏ । ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ । ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟିଦିନ ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା । ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା ।<ref name="The Times of India">{{cite web |title=The origin story of Father’s Day - Times of India |url=https://timesofindia.indiatimes.com/life-style/relationships/parenting/The-origin-story-of-Fathers-Day/articleshow/36547725.cms |website=The Times of India |accessdate=18 February 2022 |language=en}}</ref> ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ସାର୍ଟ, ସୁନା ହାର, କଫି ମଗ୍ କିମ୍ବା ବହି ପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରାଯାଏ ।
== ଆଧାର ==
== ଆଧାର ==
{{Reflist}}
{{Reflist}}

୧୭:୪୭, ୧୮ ଫେବୃଆରୀ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ପିତା ତଥା ପିତୃତ୍ଵ ବନ୍ଧନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପିତୃ ଦିବସ ପାଳିତ ହୋଇ ଆସୁଅଛି । ୟୁରୋପର କ୍ୟାଥୋଲିକ୍ ଦେଶମାନଙ୍କରେ ଏହାକୁ ମହାପୁରୁଷ ଜୋସେଫଙ୍କ ଦିବସ ଭାବେ ମାର୍ଚ୍ଚ ୧୯ ରେ ପାଳନ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ, ସୋନୋରା ସ୍ମାର୍ଟ ଡୋଡଙ୍କ[୧][୨][୩] ଦ୍ଵାରା ପିତୃ ଦିବସ ପ୍ରତିଷ୍ଠା କରାଯାଇଥିଲା ଏବଂ ୧୯୧୦ ମସିହାରେ ପ୍ରଥମ ଥର ପାଇଁ ଜୁନ ତୃତୀୟ ରବିବାରରେ ପାଳନ କରାଯାଇଥିଲା । ପୃଥିବୀର ବିଭିନ୍ନ ଦେଶରେ ପିତାଙ୍କ ସମ୍ମାନରେ ନିଜସ୍ୱ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରନ୍ତି ।

ଭାରତ ସଂଦର୍ଭରେ

ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା ଜୁନ୍ ତୃତୀୟ ରବିବାର ଦିନ ପାଳନ କରାଯାଏ । ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ । ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟିଦିନ ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା । ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା ।[୪] ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ସାର୍ଟ, ସୁନା ହାର, କଫି ମଗ୍ କିମ୍ବା ବହି ପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରାଯାଏ ।

ଆଧାର

  1. Gilbert, Daniel (June 11, 2006). "Does Fatherhood Make You Happy?". Time.
  2. "Father's Day". Melrosemirror.media.mit.edu. Archived from the original on August 6, 2011. Retrieved June 18, 2012.
  3. "Sonora Louise Smart Dodd" (PDF). Spokane Regional Convention & Visitor Bureau. February 19, 2010. Archived from the original (PDF) on August 12, 2016. Retrieved August 22, 2016.
  4. "The origin story of Father's Day - Times of India". The Times of India (in ଇଂରାଜୀ). Retrieved 18 February 2022.