"ଚିନ୍ତାମଣି ବେହେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ "ଢ" ତଳେ ବିନ୍ଦୁ ବହୁପ୍ରଚଳିତ ବନାନ (via JWB)
ଟିକେ ବନାନ ସଂଶୋଧନ (via JWB)
୨୦ କ ଧାଡ଼ି: ୨୦ କ ଧାଡ଼ି:


== ଜୀବନୀ ==
== ଜୀବନୀ ==
ଚିନ୍ତାମଣି, ୧୯୨୭ମସିହାରେ [[ବାଲେଶ୍ୱର ଜିଲ୍ଲା]]ର [[ଉଦଳା]] ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବି ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ [[ରେଭେନ୍ସା ମହାବିଦ୍ୟାଳୟ]]ରେ ପାଠ ପଢ଼ିବା ପାଇଁ [[କଟକ]] ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି [[ବାଲେଶ୍ୱର]] ଚାଲି ଯାଇଥିଲେ ଓ ସେଠାର [[ଫକୀର ମୋହନ ବିଶ୍ୱବିଦ୍ୟାଳୟ|ଫକୀର ମୋହନ ମହାବିଦ୍ୟାଳୟରେ]] କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହେଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ [[ଓଡ଼ିଶା ସରକାର]]<nowiki/>ଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।
ଚିନ୍ତାମଣି, ୧୯୨୭ମସିହାରେ [[ବାଲେଶ୍ୱର ଜିଲ୍ଲା]]ର [[ଉଦଳା]] ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବି ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ [[ରେଭେନ୍ସା ମହାବିଦ୍ୟାଳୟ]]ରେ ପାଠ ପଢ଼ିବା ପାଇଁ [[କଟକ]] ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି [[ବାଲେଶ୍ୱର]] ଚାଲି ଯାଇଥିଲେ ଓ ସେଠାର [[ଫକୀର ମୋହନ ବିଶ୍ୱବିଦ୍ୟାଳୟ|ଫକୀର ମୋହନ ମହାବିଦ୍ୟାଳୟରେ]] କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହୋଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ [[ଓଡ଼ିଶା ସରକାର]]<nowiki/>ଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।
== ରଚନାବଳୀ ==
== ରଚନାବଳୀ ==
=== କବିତା ସଙ୍କଳନ ===
=== କବିତା ସଙ୍କଳନ ===

୨୨:୦୨, ୧୪ ଫେବୃଆରୀ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ଚିନ୍ତାମଣି ବେହେରା
ଜନ୍ମ(1927-11-07)୭ ନଭେମ୍ବର ୧୯୨୭
ଜମାଡିହ, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୭ ମାର୍ଚ୍ଚ ୨୦୦୫(2005-03-07) (ବୟସ ୭୭)
ଜାତୀୟତାଭାରତୀୟ

ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫)[୧] ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । [୨] ସେ ଶିଶୁଲେଖାର ସମ୍ପାଦନା[୩] କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।[୪]

ଜୀବନୀ

ଚିନ୍ତାମଣି, ୧୯୨୭ମସିହାରେ ବାଲେଶ୍ୱର ଜିଲ୍ଲାର ଉଦଳା ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବି ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ କଟକ ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି ବାଲେଶ୍ୱର ଚାଲି ଯାଇଥିଲେ ଓ ସେଠାର ଫକୀର ମୋହନ ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହୋଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।

ରଚନାବଳୀ

କବିତା ସଙ୍କଳନ

  • ଶ୍ୱେତପଦ୍ମ
  • ସ୍ୱସ୍ତିକା
  • ନୂତନ ସ୍ୱାକ୍ଷର
  • ହେ ବୈଦେହୀ ଭୁଲିଯାଅ
  • ନୀଳଲୋହିତ
  • ତୃତୀୟ ଚକ୍ଷୁ
  • ନିଜେ ନିଜର ସାକ୍ଷୀ
  • ଉଦୟାସ୍ତର କାବ୍ୟ

ସମାଲୋଚନା ଗ୍ରନ୍ଥ

  • କାବ୍ୟ ଓ କଳାକାର
  • ଆଧୁନିକତାର କ ଖ ଗ
  • ବିଦଗ୍ଧ ପାଠକ
  • କଳାଦୃଷ୍ଟି
  • ସାହିତ୍ୟ ଚିନ୍ତା
  • ଚିତ୍ର ଓ ଚରିତ୍ର
  • ଅନ୍ୟାନ୍ୟ ଆଲୋଚନା

ସମ୍ମାନ ଓ ପୁରସ୍କାର

  • ସାରଳା ସମ୍ମାନ, ୧୯୯୬[୫]
  • କବିଶେଖର ଚିନ୍ତାମଣି ମହାନ୍ତି ପୁରସ୍କାର, ୧୯୯୫
  • ବିଷୁବ ମିଳନ ପୁରସ୍କାର, ୧୯୯୦
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ତୃତୀୟ ଚକ୍ଷୁ ନିମନ୍ତେ) [୬]

ଆଧାର

  1. "CHINTAMANI BEHERA". orissadiary.com. Retrieved 24 November 2016.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦-୨୧
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 125–. ISBN 978-81-260-0873-5.
  4. "ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ମାନଙ୍କ ନାମ ତାଲିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.
  5. "Sarala Samman". Sarala Sahitya Sansad. Retrieved 24 November 2016.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.