"ହାଇଡ୍ରୋମର୍ଫୋନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Fix refrence
ଟିକେ Regular Character Changes
୭୧ କ ଧାଡ଼ି: ୭୧ କ ଧାଡ଼ି:
}} 
}} 


'''ହାଇଡ୍ରୋମର୍ଫୋନ''' '''(ନାମ''' '''ଡିହାଇଡ୍ରୋମରଫିନନ, ବିକ୍ରୟ ନାମ''' ଡି'''ଲାଉଡିଡ୍)''' ହୋଇଥିଲା, ଏକ ଅଫିମ ଜାତୀୟ ଔଷଧ ଯାହା ମଧ୍ୟମରୁ ପ୍ରବଳ ଧରଣର [[ଯନ୍ତ୍ରଣା|ଯନ୍ତ୍ରଣାର]] ଚିକିତ୍ସା ପାଇଁ ବ୍ୟବହୃତ ହୁଏ | <ref name="AHFS2019">{{cite web |title=Hydromorphone Hydrochloride Monograph for Professionals |url=https://www.drugs.com/monograph/hydromorphone-hydrochloride.html |website=Drugs.com |publisher=American Society of Health-System Pharmacists |accessdate=15 April 2019 |language=en}}</ref> ଦୀର୍ଘକାଳୀନ [[କର୍କଟ ରୋଗ|କର୍କଟ]] ଯନ୍ତ୍ରଣା ପାଇଁ ଏହ ବ୍ୟବହାର କରିବାକୁ ସୁପାରିଶ କରାଯାଏ | <ref name="BNF76">{{Cite book|title=British national formulary: BNF 76|date=2018|publisher=Pharmaceutical Press|isbn=9780857113382|edition=76|pages=24, 456}}</ref> ଏହା ପାଟି ରେ ଦିଆଯାଏ କିମ୍ବା ମାଂସପେଶୀ, ଚର୍ମ ତଳେ ବା ଶିରାଭ୍ୟନ୍ତରରେ ଇଞ୍ଜେକ୍ସନ ଆକାରରେ ବ୍ୟବହୃତ ହୋଇପାରେ | <ref name="AHFS2019" /> ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | <ref name="AHFS2019" />
'''ହାଇଡ୍ରୋମର୍ଫୋନ''' '''(ନାମ''' '''ଡିହାଇଡ୍ରୋମରଫିନନ, ବିକ୍ରୟ ନାମ''' ଡି'''ଲାଉଡିଡ୍)''' ହୋଇଥିଲା, ଏକ ଅଫିମ ଜାତୀୟ ଔଷଧ ଯାହା ମଧ୍ୟମରୁ ପ୍ରବଳ ଧରଣର [[ଯନ୍ତ୍ରଣା|ଯନ୍ତ୍ରଣାର]] ଚିକିତ୍ସା ପାଇଁ ବ୍ୟବହୃତ ହୁଏ | <ref name="AHFS2019">{{cite web |title=Hydromorphone Hydrochloride Monograph for Professionals |url=https://www.drugs.com/monograph/hydromorphone-hydrochloride.html |website=Drugs.com |publisher=American Society of Health-System Pharmacists |accessdate=15 April 2019 |language=en}}</ref> ଦୀର୍ଘକାଳୀନ [[କର୍କଟ ରୋଗ|କର୍କଟ]] ଯନ୍ତ୍ରଣା ପାଇଁ ଏହ ବ୍ୟବହାର କରିବାକୁ ସୁପାରିଶ କରାଯାଏ | <ref name="BNF76">{{Cite book|title=British national formulary: BNF 76|date=2018|publisher=Pharmaceutical Press|isbn=9780857113382|edition=76|pages=24, 456}}</ref> ଏହା ପାଟିରେ ଦିଆଯାଏ କିମ୍ବା ମାଂସପେଶୀ, ଚର୍ମ ତଳେ ବା ଶିରାଭ୍ୟନ୍ତରରେ ଇଞ୍ଜେକ୍ସନ ଆକାରରେ ବ୍ୟବହୃତ ହୋଇପାରେ | <ref name="AHFS2019" /> ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | <ref name="AHFS2019" />


ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, [[ଅଇ]], ଗଲୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ | <ref name="AHFS2019" /> ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, ଶ୍ୱାସକ୍ରିୟା କମିଯିବା ଏବଂ [[ସେରୋଟୋନିନ ସିଣ୍ଡ୍ରୋମ|ସେରୋଟୋନିନ୍ ସିଣ୍ଡ୍ରୋମ]] ହୋଇପାରେ । <ref name="AHFS2019" /> ଏହାର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଅଏଡ ପ୍ରତ୍ୟାହାର ହୋଇପାରେ | <ref name="AHFS2019" /> [[ଗର୍ଭାବସ୍ଥା|ଗର୍ଭାବସ୍ଥାରେ]] କିମ୍ବା [[ସ୍ତନ୍ୟପାନ]] ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | <ref name="Preg2019">{{Cite web|url=https://www.drugs.com/pregnancy/hydromorphone.html|title=Hydromorphone Use During Pregnancy|website=Drugs.com|language=en|access-date=15 April 2019}}</ref> ମୁଖ୍ୟତଃ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ଓପିଅଏଡ ରିସେପ୍ଟରଗୁଡ଼ିକ ସକ୍ରିୟ କରି ହାଇଡ୍ରୋମୋର୍ଫୋନ କାମ କରେ ବୋଲି ବିଶ୍ୱାସ କରାଯାଏ | <ref name="AHFS2019" /> ପାଟିରେ ଦିଆଯାଉଥିବା ଦୁଇ ମିଗ୍ରା ହାଇଡ୍ରୋମୋର୍ଫୋନ୍ ପ୍ରାୟ ୧୦ ମିଗ୍ରା [[ମର୍ଫିନ]] ସ‌ହିତ ସମାନ । <ref name="autogen1">{{cite book|title=British national formulary: BNF 76|date=2018|publisher=Pharmaceutical Press|isbn=9780857113382|pages=24, 456|edition=76}}</ref>
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, [[ଅଇ]], ଗଲୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ | <ref name="AHFS2019" /> ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, ଶ୍ୱାସକ୍ରିୟା କମିଯିବା ଏବଂ [[ସେରୋଟୋନିନ ସିଣ୍ଡ୍ରୋମ|ସେରୋଟୋନିନ୍ ସିଣ୍ଡ୍ରୋମ]] ହୋଇପାରେ । <ref name="AHFS2019" /> ଏହାର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଅଏଡ ପ୍ରତ୍ୟାହାର ହୋଇପାରେ | <ref name="AHFS2019" /> [[ଗର୍ଭାବସ୍ଥା|ଗର୍ଭାବସ୍ଥାରେ]] କିମ୍ବା [[ସ୍ତନ୍ୟପାନ]] ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | <ref name="Preg2019">{{Cite web|url=https://www.drugs.com/pregnancy/hydromorphone.html|title=Hydromorphone Use During Pregnancy|website=Drugs.com|language=en|access-date=15 April 2019}}</ref> ମୁଖ୍ୟତଃ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ଓପିଅଏଡ ରିସେପ୍ଟରଗୁଡ଼ିକ ସକ୍ରିୟ କରି ହାଇଡ୍ରୋମୋର୍ଫୋନ କାମ କରେ ବୋଲି ବିଶ୍ୱାସ କରାଯାଏ | <ref name="AHFS2019" /> ପାଟିରେ ଦିଆଯାଉଥିବା ଦୁଇ ମିଗ୍ରା ହାଇଡ୍ରୋମୋର୍ଫୋନ୍ ପ୍ରାୟ ୧୦ ମିଗ୍ରା [[ମର୍ଫିନ]] ସ‌ହିତ ସମାନ । <ref name="autogen1">{{cite book|title=British national formulary: BNF 76|date=2018|publisher=Pharmaceutical Press|isbn=9780857113382|pages=24, 456|edition=76}}</ref>


'''ହାଇଡ୍ରୋମର୍ଫୋନ ପେଟେଣ୍ଟ ହୋଇଥିଲା ୧୯୨୩ ମସିହାରେ ।''' <ref name="Fis2006">{{Cite book|url=https://books.google.ca/books?id=FjKfqkaKkAAC&pg=PA526|title=Analogue-based Drug Discovery|last=Fischer|first=Jnos|last2=Ganellin|first2=C. Robin|date=2006|publisher=John Wiley & Sons|isbn=9783527607495|page=526|language=en}}</ref> ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | <ref name="AHFS2019" /> ଯୁକ୍ତରାଜ୍ୟରେ ଦୁଇ ମିଗ୍ରା ବଟିକା ପାଇଁ ୨୦୧୯ ସୁଦ୍ଧା ଏନଏଚଏସ £୦.୩୨ ଖର୍ଚ୍ଚ କରେ ।<ref name="autogen1" /> ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୦୭ ଡଲାର ଅଟେ । <ref name="NADAC2019">{{Cite web|url=https://data.medicaid.gov/Drug-Pricing-and-Payment/NADAC-as-of-2019-02-27/s7c9-pfa6|title=NADAC as of 2019-02-27|website=Centers for Medicare and Medicaid Services|language=en|access-date=3 March 2019}}</ref> ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୦୫ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। <ref name="ref">{{Cite web|url=https://clincalc.com/DrugStats/Top300Drugs.aspx|title=The Top 300 of 2020|website=ClinCalc|access-date=11 April 2020}}</ref> <ref name="ref1">{{Cite web|url=https://clincalc.com/DrugStats/Drugs/HydromorphoneHydrochloride|title=Hydromorphone Hydrochloride - Drug Usage Statistics|website=ClinCalc|access-date=11 April 2020}}</ref> ହାଇଡ୍ରୋମୋର୍ଫୋନ୍ ମୋର୍ଫାଇନ୍ ରୁ ତିଆରି ହୋଇଥାଏ | <ref>{{Cite book|url=https://books.google.ca/books?id=Jjc7KYWZdOYC&pg=PA25|title=Synthesis of Essential Drugs|last=Vardanyan|first=Ruben|last2=Hruby|first2=Victor|date=2006|publisher=Elsevier|isbn=9780080462127|page=25|language=en}}</ref>
'''ହାଇଡ୍ରୋମର୍ଫୋନ ପେଟେଣ୍ଟ ହୋଇଥିଲା ୧୯୨୩ ମସିହାରେ ।''' <ref name="Fis2006">{{Cite book|url=https://books.google.ca/books?id=FjKfqkaKkAAC&pg=PA526|title=Analogue-based Drug Discovery|last=Fischer|first=Jnos|last2=Ganellin|first2=C. Robin|date=2006|publisher=John Wiley & Sons|isbn=9783527607495|page=526|language=en}}</ref> ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | <ref name="AHFS2019" /> ଯୁକ୍ତରାଜ୍ୟରେ ଦୁଇ ମିଗ୍ରା ବଟିକା ପାଇଁ ୨୦୧୯ ସୁଦ୍ଧା ଏନଏଚଏସ £୦.୩୨ ଖର୍ଚ୍ଚ କରେ ।<ref name="autogen1" /> ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୦୭ ଡଲାର ଅଟେ । <ref name="NADAC2019">{{Cite web|url=https://data.medicaid.gov/Drug-Pricing-and-Payment/NADAC-as-of-2019-02-27/s7c9-pfa6|title=NADAC as of 2019-02-27|website=Centers for Medicare and Medicaid Services|language=en|access-date=3 March 2019}}</ref> ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୦୫ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। <ref name="ref">{{Cite web|url=https://clincalc.com/DrugStats/Top300Drugs.aspx|title=The Top 300 of 2020|website=ClinCalc|access-date=11 April 2020}}</ref> <ref name="ref1">{{Cite web|url=https://clincalc.com/DrugStats/Drugs/HydromorphoneHydrochloride|title=Hydromorphone Hydrochloride - Drug Usage Statistics|website=ClinCalc|access-date=11 April 2020}}</ref> ହାଇଡ୍ରୋମୋର୍ଫୋନ୍ ମୋର୍ଫାଇନ୍ରୁ ତିଆରି ହୋଇଥାଏ | <ref>{{Cite book|url=https://books.google.ca/books?id=Jjc7KYWZdOYC&pg=PA25|title=Synthesis of Essential Drugs|last=Vardanyan|first=Ruben|last2=Hruby|first2=Victor|date=2006|publisher=Elsevier|isbn=9780080462127|page=25|language=en}}</ref>


 
 

୧୬:୨୭, ୧୮ ଡିସେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

 

ହାଇଡ୍ରୋମର୍ଫୋନ
Structural formula of hydromorphone
Space-filling model of hydromorphone
Clinical data
Trade namesDilaudid, Hydromorph Contin, Palladone, others
SynonymsDihydromorphinone
AHFS/Drugs.commonograph
MedlinePlusa682013
data
Pregnancy
category
Dependence
liability
High[୧]
Routes of
administration
By mouth, intramuscular, intravenous, subcutaneous
ATC code
Legal status
Legal status
Pharmacokinetic data
BioavailabilityBy mouth: 30–35%, Intranasal: 52–58%,[୩] IV/IM: 100%
Protein binding20%
MetabolismLiver
Onset of action15 to 30 min[୪]
Elimination half-life2–3 hours[୫]
Duration of action4 to 5 hrs[୪]
ExcretionKidney
Identifiers
  • 4,5-α-Epoxy-3-hydroxy-17-methyl morphinan-6-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.713 Edit this at Wikidata
Chemical and physical data
FormulaC17H19NO3
Molar mass୨୮୫.୩୪ g·mol−1
3D model (JSmol)
Solubility in waterHCl salt: 333 mg/mL (20 °C)
  • O=C4[C@@H]5Oc1c2c(ccc1O)C[C@H]3N(CC[C@]25[C@H]3CC4)C
  • InChI=1S/C17H19NO3/c1-18-7-6-17-10-3-5-13(20)16(17)21-15-12(19)4-2-9(14(15)17)8-11(10)18/h2,4,10-11,16,19H,3,5-8H2,1H3/t10-,11+,16-,17-/m0/s1 checkY
  • Key:WVLOADHCBXTIJK-YNHQPCIGSA-N checkY
  (verify)

 

ହାଇଡ୍ରୋମର୍ଫୋନ (ନାମ ଡିହାଇଡ୍ରୋମରଫିନନ, ବିକ୍ରୟ ନାମ ଡିଲାଉଡିଡ୍) ହୋଇଥିଲା, ଏକ ଅଫିମ ଜାତୀୟ ଔଷଧ ଯାହା ମଧ୍ୟମରୁ ପ୍ରବଳ ଧରଣର ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୪] ଦୀର୍ଘକାଳୀନ କର୍କଟ ଯନ୍ତ୍ରଣା ପାଇଁ ଏହ ବ୍ୟବହାର କରିବାକୁ ସୁପାରିଶ କରାଯାଏ | [୬] ଏହା ପାଟିରେ ଦିଆଯାଏ କିମ୍ବା ମାଂସପେଶୀ, ଚର୍ମ ତଳେ ବା ଶିରାଭ୍ୟନ୍ତରରେ ଇଞ୍ଜେକ୍ସନ ଆକାରରେ ବ୍ୟବହୃତ ହୋଇପାରେ | [୪] ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, ଅଇ, ଗଲୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ | [୪] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, ଶ୍ୱାସକ୍ରିୟା କମିଯିବା ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ । [୪] ଏହାର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଅଏଡ ପ୍ରତ୍ୟାହାର ହୋଇପାରେ | [୪] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | [୭] ମୁଖ୍ୟତଃ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ଓପିଅଏଡ ରିସେପ୍ଟରଗୁଡ଼ିକ ସକ୍ରିୟ କରି ହାଇଡ୍ରୋମୋର୍ଫୋନ କାମ କରେ ବୋଲି ବିଶ୍ୱାସ କରାଯାଏ | [୪] ପାଟିରେ ଦିଆଯାଉଥିବା ଦୁଇ ମିଗ୍ରା ହାଇଡ୍ରୋମୋର୍ଫୋନ୍ ପ୍ରାୟ ୧୦ ମିଗ୍ରା ମର୍ଫିନ ସ‌ହିତ ସମାନ । [୮]

ହାଇଡ୍ରୋମର୍ଫୋନ ପେଟେଣ୍ଟ ହୋଇଥିଲା ୧୯୨୩ ମସିହାରେ । [୯] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [୪] ଯୁକ୍ତରାଜ୍ୟରେ ଦୁଇ ମିଗ୍ରା ବଟିକା ପାଇଁ ୨୦୧୯ ସୁଦ୍ଧା ଏନଏଚଏସ £୦.୩୨ ଖର୍ଚ୍ଚ କରେ ।[୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୦୭ ଡଲାର ଅଟେ । [୧୦] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୦୫ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୧୧] [୧୨] ହାଇଡ୍ରୋମୋର୍ଫୋନ୍ ମୋର୍ଫାଇନ୍ରୁ ତିଆରି ହୋଇଥାଏ | [୧୩]

 

ଆଧାର

  1. Bonewit-West, Kathy; Hunt, Sue A.; Applegate, Edith (2012). Today's Medical Assistant: Clinical and Administrative Procedures (in ଇଂରାଜୀ). Elsevier Health Sciences. p. 571. ISBN 9781455701506.
  2. ୨.୦ ୨.୧ "Hydromorphone Use During Pregnancy". Drugs.com. 19 November 2019. Retrieved 16 May 2020.
  3. Coda BA, Rudy AC, Archer SM, Wermeling DP (July 2003). "Pharmacokinetics and bioavailability of single-dose intranasal hydromorphone hydrochloride in healthy volunteers". Anesth. Analg. 97 (1): 117–23, table of contents. CiteSeerX 10.1.1.551.6509. doi:10.1213/01.ANE.0000066311.40978.4F. PMID 12818953. S2CID 22694749.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ "Hydromorphone Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 15 April 2019.
  5. Vallner JJ, Stewart JT, Kotzan JA, Kirsten EB, Honigberg IL (April 1981). "Pharmacokinetics and bioavailability of hydromorphone following intravenous and oral administration to human subjects". J Clin Pharmacol. 21 (4): 152–6. doi:10.1002/j.1552-4604.1981.tb05693.x. PMID 6165742. S2CID 29864565.
  6. British national formulary: BNF 76 (76 ed.). Pharmaceutical Press. 2018. pp. 24, 456. ISBN 9780857113382.
  7. "Hydromorphone Use During Pregnancy". Drugs.com (in ଇଂରାଜୀ). Retrieved 15 April 2019.
  8. ୮.୦ ୮.୧ British national formulary: BNF 76 (76 ed.). Pharmaceutical Press. 2018. pp. 24, 456. ISBN 9780857113382.
  9. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 526. ISBN 9783527607495.
  10. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Retrieved 3 March 2019.
  11. "The Top 300 of 2020". ClinCalc. Retrieved 11 April 2020.
  12. "Hydromorphone Hydrochloride - Drug Usage Statistics". ClinCalc. Retrieved 11 April 2020.
  13. Vardanyan, Ruben; Hruby, Victor (2006). Synthesis of Essential Drugs (in ଇଂରାଜୀ). Elsevier. p. 25. ISBN 9780080462127.