"ଉଇଲିୟମ ହାର୍ଭେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ 2409:4062:4E84:C3EF:0:0:5F88:F206 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanabotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫ କ ଧାଡ଼ି: ୫ କ ଧାଡ଼ି:
[[ଶ୍ରେଣୀ:୧୫୭୮ ଜନ୍ମ]]
[[ଶ୍ରେଣୀ:୧୫୭୮ ଜନ୍ମ]]
[[ଶ୍ରେଣୀ:୧୬୫୭ ମୃତ୍ୟୁ]]
[[ଶ୍ରେଣୀ:୧୬୫୭ ମୃତ୍ୟୁ]]
{{ଅଧାଗଢା}}
{{ଅଧାଗଢା} ଭାଇନା ମୁ କିଛି ଜାଣିନି ହେଲା 🤣

୧୧:୪୩, ୨୬ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଉଇଲିୟମ୍ ହାର୍ବେ ଜଣେ ଜଣାଶୁଣା ଡ଼ାକ୍ତର ଥିଲେ ଏବଂ ଶରୀର ବିଜ୍ଞାନ ତାଙ୍କର ପ୍ରିୟ ବିଷୟ ଥିଲା । ଆମ ଶରୀରରେ ରକ୍ତପ୍ରବାହ ହୁଏ ବୋଲି ପ୍ରଥମେ ସେ ମତଦେଇଥିଲେ ଏବଂ ଏ ବାବଦରେ ଗବେଷଣା ମଧ୍ୟ କରିଥିଲେ । ତାଙ୍କର ଗବେଷଣାକୁ ସେ ସମୟର ରୁଢ଼ିବାଦୀ ସମାଜ ସହଜରେ ଗ୍ରହଣ କରିପାରିନଥିଲା । ତାଙ୍କୁ ପାଗଳ,ନାସ୍ତିକ ଏବଂ ମୂର୍ଖ ଡାକ୍ତର କହି ପ୍ରଚାର କରାଯାଉଥିଲା । ଖ୍ରୀଷ୍ଟିଆନ ଧର୍ମ ସମର୍ଥକ ତାଙ୍କ ବିରୋଧୀ ହୋଯାଇଥିଲେ କିନ୍ତୁ ହାର୍ବେ ଥିଲେ ସ୍ଥିତପ୍ରଜ୍ଞ । ଶେଷରେ ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଇଁଲଣ୍ଡରେ ଏକ ଡ଼ାକ୍ତରଖାନା ନିର୍ମାଣ ହୋଇଥିଲା ଏବଂ ୪ ବର୍ଷପରେ ତାଙ୍କ ଥିଓରୀକୁ ରୁଢ଼ିବାଦୀ ସମାଜଦ୍ୱାରା ଗ୍ରହଣ କରାଯାଇଥିଲା ।

ଆଧାର

{{ଅଧାଗଢା} ଭାଇନା ମୁ କିଛି ଜାଣିନି ହେଲା 🤣