"ମସ୍ତିଷ୍କ ଇଡିମା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Created by translating the page "User:Mr. Ibrahem/Cerebral edema" |
Mr. Ibrahem (ଆଲୋଚନା | ଅବଦାନ) Fix refrence |
||
୨ କ ଧାଡ଼ି: | ୨ କ ଧାଡ଼ି: | ||
| name = {{PAGENAME}} |
| name = {{PAGENAME}} |
||
| causes = [[Stroke|Stroke]], [[traumatic brain injury]], [[Subdural hematoma|subdural]], [[subarachnoid bleed|subarachnoid]], [[Epidural hematoma|epidural]], or [[Intracerebral hemorrhage|intracerebral bleeding]], [[hydrocephalus]], [[Brain tumor|brain cancer]], brain infections, [[hypertensive encephalopathy|severe high blood pressure]], [[High-altitude cerebral edema|high altitude]], [[hepatitis|liver inflammation]], [[carbon monoxide poisoning]], [[Hyponatremia|low blood sodium]]<ref name=Stat2020>{{cite journal |last1=Nehring |first1=SM |last2=Tadi |first2=P |last3=Tenny |first3=S |title=Cerebral Edema |date=January 2020 |pmid=30725957}}</ref><ref name=Lei2018>{{Citation|last=Leinonen|first=Ville|title=Raised intracranial pressure and brain edema|date=2018|journal=Handbook of Clinical Neurology|volume=145|pages=25–37|publisher=Elsevier|language=en|doi=10.1016/b978-0-12-802395-2.00004-3|isbn=978-0-12-802395-2|last2=Vanninen|first2=Ritva|last3=Rauramaa|first3=Tuomas|pmid=28987174}}</ref> |
| causes = [[Stroke|Stroke]], [[traumatic brain injury]], [[Subdural hematoma|subdural]], [[subarachnoid bleed|subarachnoid]], [[Epidural hematoma|epidural]], or [[Intracerebral hemorrhage|intracerebral bleeding]], [[hydrocephalus]], [[Brain tumor|brain cancer]], brain infections, [[hypertensive encephalopathy|severe high blood pressure]], [[High-altitude cerebral edema|high altitude]], [[hepatitis|liver inflammation]], [[carbon monoxide poisoning]], [[Hyponatremia|low blood sodium]]<ref name=Stat2020>{{cite journal |last1=Nehring |first1=SM |last2=Tadi |first2=P |last3=Tenny |first3=S |title=Cerebral Edema |date=January 2020 |pmid=30725957}}</ref><ref name=Lei2018>{{Citation|last=Leinonen|first=Ville|title=Raised intracranial pressure and brain edema|date=2018|journal=Handbook of Clinical Neurology|volume=145|pages=25–37|publisher=Elsevier|language=en|doi=10.1016/b978-0-12-802395-2.00004-3|isbn=978-0-12-802395-2|last2=Vanninen|first2=Ritva|last3=Rauramaa|first3=Tuomas|pmid=28987174}}</ref> |
||
| frequency = Relatively common<ref name=Stat2020 |
| frequency = Relatively common<ref name=Stat2020 /> |
||
| prognosis = |
| prognosis = |
||
| medication = |
| medication = |
||
| treatment = Proper positioning, [[hyperventilation|increasing the breathing rate]], [[osmotic therapy]], [[diuretics]], or [[corticosteroids]], surgery<ref name=Stat2020 |
| treatment = Proper positioning, [[hyperventilation|increasing the breathing rate]], [[osmotic therapy]], [[diuretics]], or [[corticosteroids]], surgery<ref name=Stat2020 /> |
||
| prevention = |
| prevention = |
||
| differential = |
| differential = |
||
| diagnosis = Based on symptoms, [[physical examination|examination]], [[medical imaging]]<ref name=Ras2007>{{cite journal|vauthors=Raslan A, Bhardwaj A|year=2007|title=Medical management of cerebral edema|journal=Neurosurgical Focus|volume=22|issue=5|pages=E12|doi=10.3171/foc.2007.22.5.13|pmid=17613230|doi-access=free}}</ref> |
| diagnosis = Based on symptoms, [[physical examination|examination]], [[medical imaging]]<ref name=Ras2007>{{cite journal|vauthors=Raslan A, Bhardwaj A|year=2007|title=Medical management of cerebral edema|journal=Neurosurgical Focus|volume=22|issue=5|pages=E12|doi=10.3171/foc.2007.22.5.13|pmid=17613230|doi-access=free}}</ref> |
||
| risks = |
| risks = |
||
| types = Vasogenic, cellular, osmotic, interstitial<ref name=Stat2020 |
| types = Vasogenic, cellular, osmotic, interstitial<ref name=Stat2020 /> |
||
| synonym = Brain edema,<ref name=Lei2018 /> cerebral oedema, brain swelling |
|||
| synonym = Brain edema,<ref name=Lei2018>{{Citation|last=Leinonen|first=Ville|title=Raised intracranial pressure and brain edema|date=2018|journal=Handbook of Clinical Neurology|volume=145|pages=25–37|publisher=Elsevier|language=en|doi=10.1016/b978-0-12-802395-2.00004-3|isbn=978-0-12-802395-2|last2=Vanninen|first2=Ritva|last3=Rauramaa|first3=Tuomas|pmid=28987174}}</ref> cerebral oedema, brain swelling |
|||
| duration = |
| duration = |
||
| onset = |
| onset = |
||
| symptoms = [[Headache]]s, vomiting, sleepiness, trouble seeing, [[decreased level of consciousness]]<ref name=Lei2018 |
| symptoms = [[Headache]]s, vomiting, sleepiness, trouble seeing, [[decreased level of consciousness]]<ref name=Lei2018 /> |
||
| specialty = [[Neurology]], [[neurosurgery]] |
| specialty = [[Neurology]], [[neurosurgery]] |
||
| pronounce = |
| pronounce = |
||
୨୨ କ ଧାଡ଼ି: | ୨୨ କ ଧାଡ଼ି: | ||
| deaths = |
| deaths = |
||
}} |
}} |
||
'''ମସ୍ତିଷ୍କ ଇଡିମା ମସ୍ତିଷ୍କ ଫୁଲାକୁ''' କୁହାଯାଏ | <ref name= |
'''ମସ୍ତିଷ୍କ ଇଡିମା ମସ୍ତିଷ୍କ ଫୁଲାକୁ''' କୁହାଯାଏ | <ref name=Stat2020 /> ଏହାର ଲକ୍ଷଣ ମଧ୍ୟରେ [[ମୁଣ୍ଡ ବିନ୍ଧା|ମୁଣ୍ଡବିନ୍ଧା]], [[ବାନ୍ତି]], ନିଦ୍ରାଳୁ, ଦେଖିବାରେ ଅସୁବିଧା ଏବଂ କମ୍ ଚେତନା ସ୍ତର ହୋଇପାରେ ।<ref name=Lei2018 /> ମସ୍ତିଷ୍କ ହାର୍ନିଆ ହେବାକୁ ଯାଉଥିଲେ ଅନିୟମିତ ଶ୍ୱାସକ୍ରିୟା ହୁଏ ।<ref name=Lei2018 /> ରୋଗ ଜଟିଳ ହେଲେ ବାତ ଏବଂ ସ୍ଥାୟୀ ମସ୍ତିଷ୍କ ଆଘାତ ହୋଇପାରେ | <ref name=Stat2020 /> |
||
ଏହାର କାରଣମାନଙ୍କ ମଧ୍ୟରେ [[ଷ୍ଟ୍ରୋକ]], ଆଘାତ ଜନିତ ମସ୍ତିଷ୍କ କ୍ଷତି, ସବଡୁରାଲ, ସବଆରାକନଏଡ, ଏପିଡୁରାଲ ବା ମସ୍ତିଷ୍କ ଅଭ୍ୟନ୍ତର ରକ୍ତସ୍ରାବ,[[ହାଇଡ୍ରୋସେଫାଲସ|ହାଇଡ୍ରୋସେଫାଲସ୍]], [[ମସ୍ତିଷ୍କ ଅର୍ବୁଦ]], ମସ୍ତିଷ୍କ ସଂକ୍ରମଣ, ଗମ୍ଭୀର ଉଚ୍ଚ ରକ୍ତଚାପ, ଅତ୍ୟଧିକ ଉଚ୍ଚତା, [[ହେପାଟାଇଟିସ|ଯକୃତ ପ୍ରଦାହ]], [[କାର୍ବନ ମୋନୋକ୍ସାଇଡ ବିଷକ୍ରିୟା|କାର୍ବନ ମନୋକ୍ସାଇଡ୍ ବିଷାକ୍ତତା]] ଏବଂ [[ଅଳ୍ପ ସୋଡ଼ିଅମ ରକ୍ତତା|ଅଳ୍ପ ସୋଡିୟମ୍ ରକ୍ତତା]] ଇତ୍ୟାଦି ଉଲ୍ଲେଖନୀୟ | <ref name= |
ଏହାର କାରଣମାନଙ୍କ ମଧ୍ୟରେ [[ଷ୍ଟ୍ରୋକ]], ଆଘାତ ଜନିତ ମସ୍ତିଷ୍କ କ୍ଷତି, ସବଡୁରାଲ, ସବଆରାକନଏଡ, ଏପିଡୁରାଲ ବା ମସ୍ତିଷ୍କ ଅଭ୍ୟନ୍ତର ରକ୍ତସ୍ରାବ,[[ହାଇଡ୍ରୋସେଫାଲସ|ହାଇଡ୍ରୋସେଫାଲସ୍]], [[ମସ୍ତିଷ୍କ ଅର୍ବୁଦ]], ମସ୍ତିଷ୍କ ସଂକ୍ରମଣ, ଗମ୍ଭୀର ଉଚ୍ଚ ରକ୍ତଚାପ, ଅତ୍ୟଧିକ ଉଚ୍ଚତା, [[ହେପାଟାଇଟିସ|ଯକୃତ ପ୍ରଦାହ]], [[କାର୍ବନ ମୋନୋକ୍ସାଇଡ ବିଷକ୍ରିୟା|କାର୍ବନ ମନୋକ୍ସାଇଡ୍ ବିଷାକ୍ତତା]] ଏବଂ [[ଅଳ୍ପ ସୋଡ଼ିଅମ ରକ୍ତତା|ଅଳ୍ପ ସୋଡିୟମ୍ ରକ୍ତତା]] ଇତ୍ୟାଦି ଉଲ୍ଲେଖନୀୟ | <ref name=Stat2020 /> <ref name=Lei2018 /> ଲକ୍ଷଣ, ପରୀକ୍ଷା ଓ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ । <ref name=Ras2007 /> ଆଇସିପି ମନିଟର ବ୍ୟବହାର କରି ରୋଗର ଗମ୍ଭୀରତା ନିର୍ଣ୍ଣୟ କରାଯାଇପାରେ | <ref name=Stat2020 /> |
||
ଚିକିତ୍ସା ମୁଖ୍ୟତଃ ଏହାର ମୂଳ କାରଣ ଉପରେ ନିର୍ଭର କରେ | <ref name= |
ଚିକିତ୍ସା ମୁଖ୍ୟତଃ ଏହାର ମୂଳ କାରଣ ଉପରେ ନିର୍ଭର କରେ | <ref name=Stat2020 /> ସାଧାରଣ ଚିକିତ୍ସାରେ ଅସମୋଟିକ ଥେରାପି, ଶ୍ୱସକ୍ରିୟା ଅଧିକ କରିବା, ସଠିକ୍ ସ୍ଥିତି ବଜାୟ ରଖିବା, ଡାଇୟୁରେଟିକ ବା କର୍ଟିକୋଷ୍ଟିରଏଡ ଦିଆଯାଇପାରେ । <ref name=Stat2020 /> ଗୁରୁତର ଅବସ୍ଥାରେ ଡିକମ୍ପ୍ରେସିଭ କ୍ରାନିଏକ୍ଟୋମି ଅସ୍ତ୍ରୋପଚାର କରାଯାଇପାରେ | <ref name=Ras2007 /> ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ ଏବଂ ଏହାର ମୂଳ କାରଣ ଉପରେ ନିର୍ଭର କରେ | <ref name=Stat2020 /> ରୋଗୀ ଚେତାଶୂନ୍ୟ ଥିଲେ ଫଳାଫଳ ବାରମ୍ବାର ମନ୍ଦ ରହେ | <ref name=Stat2020 /> |
||
ମସ୍ତିଷ୍କ ଇଡିମା ଏକ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | <ref name= |
ମସ୍ତିଷ୍କ ଇଡିମା ଏକ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | <ref name=Stat2020 /> ସଠିକ୍ ଆବୃତ୍ତି ଅସ୍ପଷ୍ଟ କାରଣ ଏହାର ଉପସ୍ଥିତି ସର୍ବଦା ସ୍ପଷ୍ଟ ହୋଇନପାରେ | <ref name=Ras2007 /> ଉଦାହରଣ ସ୍ୱରୂପ, ପ୍ରାୟ ଏକ ତୃତୀୟାଂଶ ଲୋକ ଇସକେମିକ୍ ଷ୍ଟ୍ରୋକର ଏକ ମାସ ମଧ୍ୟରେ ମସ୍ତିଷ୍କ ଇଡିମା ବିକଶିତ କରନ୍ତି ଏବଂ ଏହା ସାବାରାକ୍ନଏଡ୍ ରକ୍ତସ୍ରାବ ପରେ ପ୍ରାୟ ୨୦% କ୍ଷେତ୍ରରେ ଘଟିଥାଏ | <ref name="Wu2018">{{Cite journal|last=Wu|first=Simiao|last2=Yuan|first2=Ruozhen|last3=Wang|first3=Yanan|last4=Wei|first4=Chenchen|last5=Zhang|first5=Shihong|last6=Yang|first6=Xiaoyan|last7=Wu|first7=Bo|last8=Liu|first8=Ming|date=December 2018|title=Early Prediction of Malignant Brain Edema After Ischemic Stroke|journal=Stroke|volume=49|issue=12|pages=2918–2927|doi=10.1161/STROKEAHA.118.022001|issn=1524-4628|pmid=30571414}}</ref> <ref>{{Cite book|url=https://www.google.ca/books/edition/Stroke_E_Book/z1q4GBrink4C?hl=en&gbpv=1&dq=%22Cerebral+edema%22+first+described&pg=PA606|title=Stroke E-Book: Pathophysiology, Diagnosis, and Management|last=Mohr|first=J. P.|last2=Wolf|first2=Philip A.|last3=Moskowitz|first3=Michael A.|last4=Mayberg|first4=Marc R.|last5=Kummer|first5=Rudiger Von|date=2011|publisher=Elsevier Health Sciences|isbn=978-1-4377-3780-6|page=PA606|language=en}}</ref> ମସ୍ତିଷ୍କ ଇଡିମାର ଚିକିତ୍ସା ୯୦୦ ମସିହାରୁ ହାଲି ଆବ୍ବାସ ନାମକ ଜଣେ ପର୍ସିଆ ଚିକିତ୍ସକ ବର୍ଣ୍ଣନା କରୋଛନ୍ତି । <ref>{{Cite book|url=https://www.google.ca/books/edition/Principles_of_Neurological_Surgery_E_Boo/GTdDDwAAQBAJ?hl=en&gbpv=1&dq=%22brain+swelling%22+Avicenna&pg=PA8|title=Principles of Neurological Surgery E-Book: Expert Consult - Online|last=Ellenbogen|first=Richard G.|last2=Sekhar|first2=Laligam N.|last3=Kitchen|first3=Neil|date=2017|publisher=Elsevier Health Sciences|isbn=978-0-323-46127-6|page=8|language=en}}</ref> |
||
୩୪ କ ଧାଡ଼ି: | ୩୪ କ ଧାଡ଼ି: | ||
<references /> |
<references /> |
||
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
||
[[Category:Translated from MDWiki]] |
୦୬:୩୧, ୨୧ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ
ମସ୍ତିଷ୍କ ଇଡିମା | |
---|---|
Brain edema,[୧] cerebral oedema, brain swelling | |
ବିଭାଗ | Neurology, neurosurgery |
ଲକ୍ଷଣ | Headaches, vomiting, sleepiness, trouble seeing, decreased level of consciousness[୧] |
କାରଣ | Stroke, traumatic brain injury, subdural, subarachnoid, epidural, or intracerebral bleeding, hydrocephalus, brain cancer, brain infections, severe high blood pressure, high altitude, liver inflammation, carbon monoxide poisoning, low blood sodium[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, examination, medical imaging[୩] |
ଚିକିତ୍ସା | Proper positioning, increasing the breathing rate, osmotic therapy, diuretics, or corticosteroids, surgery[୨] |
ପୁନଃପୌନିକ | Relatively common[୨] |
ମସ୍ତିଷ୍କ ଇଡିମା ମସ୍ତିଷ୍କ ଫୁଲାକୁ କୁହାଯାଏ | [୨] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ବାନ୍ତି, ନିଦ୍ରାଳୁ, ଦେଖିବାରେ ଅସୁବିଧା ଏବଂ କମ୍ ଚେତନା ସ୍ତର ହୋଇପାରେ ।[୧] ମସ୍ତିଷ୍କ ହାର୍ନିଆ ହେବାକୁ ଯାଉଥିଲେ ଅନିୟମିତ ଶ୍ୱାସକ୍ରିୟା ହୁଏ ।[୧] ରୋଗ ଜଟିଳ ହେଲେ ବାତ ଏବଂ ସ୍ଥାୟୀ ମସ୍ତିଷ୍କ ଆଘାତ ହୋଇପାରେ | [୨]
ଏହାର କାରଣମାନଙ୍କ ମଧ୍ୟରେ ଷ୍ଟ୍ରୋକ, ଆଘାତ ଜନିତ ମସ୍ତିଷ୍କ କ୍ଷତି, ସବଡୁରାଲ, ସବଆରାକନଏଡ, ଏପିଡୁରାଲ ବା ମସ୍ତିଷ୍କ ଅଭ୍ୟନ୍ତର ରକ୍ତସ୍ରାବ,ହାଇଡ୍ରୋସେଫାଲସ୍, ମସ୍ତିଷ୍କ ଅର୍ବୁଦ, ମସ୍ତିଷ୍କ ସଂକ୍ରମଣ, ଗମ୍ଭୀର ଉଚ୍ଚ ରକ୍ତଚାପ, ଅତ୍ୟଧିକ ଉଚ୍ଚତା, ଯକୃତ ପ୍ରଦାହ, କାର୍ବନ ମନୋକ୍ସାଇଡ୍ ବିଷାକ୍ତତା ଏବଂ ଅଳ୍ପ ସୋଡିୟମ୍ ରକ୍ତତା ଇତ୍ୟାଦି ଉଲ୍ଲେଖନୀୟ | [୨] [୧] ଲକ୍ଷଣ, ପରୀକ୍ଷା ଓ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ । [୩] ଆଇସିପି ମନିଟର ବ୍ୟବହାର କରି ରୋଗର ଗମ୍ଭୀରତା ନିର୍ଣ୍ଣୟ କରାଯାଇପାରେ | [୨]
ଚିକିତ୍ସା ମୁଖ୍ୟତଃ ଏହାର ମୂଳ କାରଣ ଉପରେ ନିର୍ଭର କରେ | [୨] ସାଧାରଣ ଚିକିତ୍ସାରେ ଅସମୋଟିକ ଥେରାପି, ଶ୍ୱସକ୍ରିୟା ଅଧିକ କରିବା, ସଠିକ୍ ସ୍ଥିତି ବଜାୟ ରଖିବା, ଡାଇୟୁରେଟିକ ବା କର୍ଟିକୋଷ୍ଟିରଏଡ ଦିଆଯାଇପାରେ । [୨] ଗୁରୁତର ଅବସ୍ଥାରେ ଡିକମ୍ପ୍ରେସିଭ କ୍ରାନିଏକ୍ଟୋମି ଅସ୍ତ୍ରୋପଚାର କରାଯାଇପାରେ | [୩] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ ଏବଂ ଏହାର ମୂଳ କାରଣ ଉପରେ ନିର୍ଭର କରେ | [୨] ରୋଗୀ ଚେତାଶୂନ୍ୟ ଥିଲେ ଫଳାଫଳ ବାରମ୍ବାର ମନ୍ଦ ରହେ | [୨]
ମସ୍ତିଷ୍କ ଇଡିମା ଏକ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [୨] ସଠିକ୍ ଆବୃତ୍ତି ଅସ୍ପଷ୍ଟ କାରଣ ଏହାର ଉପସ୍ଥିତି ସର୍ବଦା ସ୍ପଷ୍ଟ ହୋଇନପାରେ | [୩] ଉଦାହରଣ ସ୍ୱରୂପ, ପ୍ରାୟ ଏକ ତୃତୀୟାଂଶ ଲୋକ ଇସକେମିକ୍ ଷ୍ଟ୍ରୋକର ଏକ ମାସ ମଧ୍ୟରେ ମସ୍ତିଷ୍କ ଇଡିମା ବିକଶିତ କରନ୍ତି ଏବଂ ଏହା ସାବାରାକ୍ନଏଡ୍ ରକ୍ତସ୍ରାବ ପରେ ପ୍ରାୟ ୨୦% କ୍ଷେତ୍ରରେ ଘଟିଥାଏ | [୪] [୫] ମସ୍ତିଷ୍କ ଇଡିମାର ଚିକିତ୍ସା ୯୦୦ ମସିହାରୁ ହାଲି ଆବ୍ବାସ ନାମକ ଜଣେ ପର୍ସିଆ ଚିକିତ୍ସକ ବର୍ଣ୍ଣନା କରୋଛନ୍ତି । [୬]
ଆଧାର
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Leinonen, Ville; Vanninen, Ritva; Rauramaa, Tuomas (2018), "Raised intracranial pressure and brain edema", Handbook of Clinical Neurology (in ଇଂରାଜୀ), Elsevier, 145: 25–37, doi:10.1016/b978-0-12-802395-2.00004-3, ISBN 978-0-12-802395-2, PMID 28987174
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Nehring, SM; Tadi, P; Tenny, S (January 2020). "Cerebral Edema". PMID 30725957.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ Raslan A, Bhardwaj A (2007). "Medical management of cerebral edema". Neurosurgical Focus. 22 (5): E12. doi:10.3171/foc.2007.22.5.13. PMID 17613230.
- ↑ Wu, Simiao; Yuan, Ruozhen; Wang, Yanan; Wei, Chenchen; Zhang, Shihong; Yang, Xiaoyan; Wu, Bo; Liu, Ming (December 2018). "Early Prediction of Malignant Brain Edema After Ischemic Stroke". Stroke. 49 (12): 2918–2927. doi:10.1161/STROKEAHA.118.022001. ISSN 1524-4628. PMID 30571414.
- ↑ Mohr, J. P.; Wolf, Philip A.; Moskowitz, Michael A.; Mayberg, Marc R.; Kummer, Rudiger Von (2011). Stroke E-Book: Pathophysiology, Diagnosis, and Management (in ଇଂରାଜୀ). Elsevier Health Sciences. p. PA606. ISBN 978-1-4377-3780-6.
- ↑ Ellenbogen, Richard G.; Sekhar, Laligam N.; Kitchen, Neil (2017). Principles of Neurological Surgery E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 8. ISBN 978-0-323-46127-6.