"ବାହ୍ୟଯୋନୀ କର୍କଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଆଧାର ଦିଆଗଲା
ଟ୍ୟାଗ: 2017 source edit
Subas Chandra Rout (ଆଲୋଚନା) ଙ୍କ ଦେଇ କରାଯାଇଥିବା 439795 ସଙ୍କଳନଟି ପଛକୁ ଫେରାଇନିଆଗଲା
୨୩ କ ଧାଡ଼ି: ୨୩ କ ଧାଡ଼ି:
| deaths = 15,200 (2018)<ref name=IARC2018>{{cite web |title=Cancer today |url=http://gco.iarc.fr/today/online-analysis-table?v=2018&mode=cancer&mode_population=continents&population=900&populations=900&key=asr&sex=0&cancer=39&type=0&statistic=5&prevalence=0&population_group=0&ages_group%5B%5D=0&ages_group%5B%5D=17&nb_items=5&group_cancer=1&include_nmsc=1&include_nmsc_other=1 |website=IARC |access-date=30 May 2019 |language=en}}</ref>

}}
}}
'''ବାହ୍ୟଯୋନୀ କର୍କଟ''' ଏକ ହେଉଛି ମହିଳାଙ୍କର ବାହ୍ୟ ପ୍ରଜନନ ଅଙ୍ଗରେ ହେଉଥିବା [[କର୍କଟ ରୋଗ|କର୍କଟ ରୋଗର]] ନାମ ।<ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ଏହା ସାଧାରଣତଃ ବାହ୍ୟ ଯୋନୀର ଓଠକୁ ପ୍ରଭାବିତ କରିଥାଏ,<ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ଏବଂ କେତେକ ରୋଗ ଯୋନୀପଥ ଓଠ, କ୍ଲାଇଟୋସିସ କିମ୍ବା ଯୋନୀପଥରେ ଥିବା ଗ୍ରନ୍ଥିମାନଙ୍କୁ ଆକ୍ରମଣ କରିଥାଏ ।<ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ଏହାର ଲକ୍ଷଣ ମଧ୍ୟରେ ଗୋଟିଏ ଗୋଟାଳି, [[ଗଲୁ]], ଚର୍ମରେ ପରିବର୍ତ୍ତନ କିମ୍ବା ଯୋନୀରୁ ରକ୍ତସ୍ରାବ ହୁଏ | <ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref>
'''ଯୋନୀପଥ କର୍କଟ''' ଏକ ହେଉଛି ମହିଳାଙ୍କର ବାହ୍ୟ ପ୍ରଜନନ ଅଙ୍ଗରେ ହେଉଥିବା [[କର୍କଟ ରୋଗ|କର୍କଟ ରୋଗର]] ନାମ ।<ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ଏହା ସାଧାରଣତଃ ବାହ୍ୟ ଯୋନୀର ଓଠକୁ ପ୍ରଭାବିତ କରିଥାଏ,<ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ଏବଂ କେତେକ ରୋଗ ଯୋନୀପଥ ଓଠ, କ୍ଲାଇଟୋସିସ କିମ୍ବା ଯୋନୀପଥରେ ଥିବା ଗ୍ରନ୍ଥିମାନଙ୍କୁ ଆକ୍ରମଣ କରିଥାଏ ।<ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ଏହାର ଲକ୍ଷଣ ମଧ୍ୟରେ ଗୋଟିଏ ଗୋଟାଳି, [[ଗଲୁ]], ଚର୍ମରେ ପରିବର୍ତ୍ତନ କିମ୍ବା ଯୋନୀରୁ ରକ୍ତସ୍ରାବ ହୁଏ | <ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref>

ସଙ୍କଟଜନ‌କ କାରଣଗୁଡ଼ିକ ମଧ୍ୟରେ ଭଲଭାର ଇଣ୍ଟ୍ରାଏପିଥେଲିଆଲ ନିଓପ୍ଲାସିଆ, [[ପାପିଲୋମାଭୁତାଣୁ ସଂକ୍ରମଣ]] (ଏଚପିଭି ସଂକ୍ରମଣ), [[ଯୌନାଙ୍ଗ ଭାତୁଡ଼ି]], ଧୂମପାନ ଏବଂ ଅନେକ ଯୌନାଙ୍ଗ ସାଥି ଥିବା ଯୋଗୁ ଏହା ହୋଇପାରେ | <ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> <ref name="Sam2019">{{cite journal | vauthors = Sam A, George J, Mathew B | title = Less Common Gynecologic Malignancies: An Integrative Review | journal = Seminars in Oncology Nursing | volume = 35 | issue = 2 | pages = 175–181 | date = April 2019 | pmid = 30867101 | doi = 10.1016/j.soncn.2019.02.004 }}</ref> ଅଧିକାଂଶ ଯୌନାଙ୍ଗ କର୍କଟରେ ସ୍କ୍ୱାମସ ଜୀବକୋଷ କର୍କଟ ଥାଏ | <ref name="NCI2019Pro">{{cite web |title=Vulvar Cancer Treatment |url=https://www.cancer.gov/types/vulvar/hp/vulvar-treatment-pdq |website=National Cancer Institute |access-date=31 May 2019 |language=en |date=1 February 2019}}</ref> ଅନ୍ୟାନ୍ୟ କର୍କଟରେ ଆଡେନୋକାର୍ସିନୋମା, [[ମେଲାନୋମା|ମେଲାନୋମା,]] ଏବଂ [[ବାସାଲ ସେଲ କାର୍ସିନୋମା]] ଥାଇପାରେ । <ref name="Sam2019">{{cite journal | vauthors = Sam A, George J, Mathew B | title = Less Common Gynecologic Malignancies: An Integrative Review | journal = Seminars in Oncology Nursing | volume = 35 | issue = 2 | pages = 175–181 | date = April 2019 | pmid = 30867101 | doi = 10.1016/j.soncn.2019.02.004 }}</ref> ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ତନ୍ତୁ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଏ। <ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ରୁଟିନ୍ ସ୍କ୍ରିନିଂ ସୁପାରିଶ କରାଯାଏ ନାହିଁ | <ref name="Sam2019">{{cite journal | vauthors = Sam A, George J, Mathew B | title = Less Common Gynecologic Malignancies: An Integrative Review | journal = Seminars in Oncology Nursing | volume = 35 | issue = 2 | pages = 175–181 | date = April 2019 | pmid = 30867101 | doi = 10.1016/j.soncn.2019.02.004 }}</ref>

୧୬:୦୩, ୧୧ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

Vulvar cancer
Drawing of vulvar cancer
ବିଭାଗGynecology
ଲକ୍ଷଣLump, itchiness, changes in the skin, or bleeding of the vulva[୧]
ଆକ୍ରାନ୍ତ ସମୟAfter the age of 45[୨]
ବିପଦ କାରକVulvar intraepithelial neoplasia (VIN), HPV infection, genital warts, smoking, many sexual partners[୧][୩]
ରୋଗ ନିର୍ଣ୍ଣୟ ପଦ୍ଧତିPhysical examination, tissue biopsy[୧]
ସଠିକ ରୋଗ ନିର୍ଣ୍ଣୟLichen sclerosus, hyperplasia[୪]
ପ୍ରତିକାରHPV vaccination[୫]
ଚିକିତ୍ସାSurgery, radiation therapy, chemotherapy, biologic therapy[୧]
PrognosisFive-year survival ~ 71% (US 2015)[୨]
ପୁନଃପୌନିକ44,200 (2018)[୬]
ମୃତ୍ୟୁ ସାନ୍ଦ୍ରତା15,200 (2018)[୬]

ଯୋନୀପଥ କର୍କଟ ଏକ ହେଉଛି ମହିଳାଙ୍କର ବାହ୍ୟ ପ୍ରଜନନ ଅଙ୍ଗରେ ହେଉଥିବା କର୍କଟ ରୋଗର ନାମ ।[୧] ଏହା ସାଧାରଣତଃ ବାହ୍ୟ ଯୋନୀର ଓଠକୁ ପ୍ରଭାବିତ କରିଥାଏ,[୧] ଏବଂ କେତେକ ରୋଗ ଯୋନୀପଥ ଓଠ, କ୍ଲାଇଟୋସିସ କିମ୍ବା ଯୋନୀପଥରେ ଥିବା ଗ୍ରନ୍ଥିମାନଙ୍କୁ ଆକ୍ରମଣ କରିଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଗୋଟିଏ ଗୋଟାଳି, ଗଲୁ, ଚର୍ମରେ ପରିବର୍ତ୍ତନ କିମ୍ବା ଯୋନୀରୁ ରକ୍ତସ୍ରାବ ହୁଏ | [୧]

ସଙ୍କଟଜନ‌କ କାରଣଗୁଡ଼ିକ ମଧ୍ୟରେ ଭଲଭାର ଇଣ୍ଟ୍ରାଏପିଥେଲିଆଲ ନିଓପ୍ଲାସିଆ, ପାପିଲୋମାଭୁତାଣୁ ସଂକ୍ରମଣ (ଏଚପିଭି ସଂକ୍ରମଣ), ଯୌନାଙ୍ଗ ଭାତୁଡ଼ି, ଧୂମପାନ ଏବଂ ଅନେକ ଯୌନାଙ୍ଗ ସାଥି ଥିବା ଯୋଗୁ ଏହା ହୋଇପାରେ | [୧] [୩] ଅଧିକାଂଶ ଯୌନାଙ୍ଗ କର୍କଟରେ ସ୍କ୍ୱାମସ ଜୀବକୋଷ କର୍କଟ ଥାଏ | [୪] ଅନ୍ୟାନ୍ୟ କର୍କଟରେ ଆଡେନୋକାର୍ସିନୋମା, ମେଲାନୋମା, ଏବଂ ବାସାଲ ସେଲ କାର୍ସିନୋମା ଥାଇପାରେ । [୩] ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ତନ୍ତୁ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଏ। [୧] ରୁଟିନ୍ ସ୍କ୍ରିନିଂ ସୁପାରିଶ କରାଯାଏ ନାହିଁ | [୩]

ଏଚପିଭି ଟୀକା କରଣ କରି ରୋଗ ପ୍ରତିଷେଧ କରାଯାଇପାରେ |[୫] ମାନକ ଚିକିତ୍ସାରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଏବଂ ବାୟୋଲୋଜିକ ଥେରାପି ଦିଆଯାଏ । [୧] ଏହି କର୍କଟ ନୂତନ ଭାବରେ ୪୪.୨୦୦ ଲୋକଙ୍କୁ ଆକ୍ରମଣ କରିଥାଏ ଓ ୨୦୧୮ ମସିହାରେ ସାରା ପୃଥିବୀରେ ୧୫,୨୦୦ ମୃତ୍ୟୁ ହୋଇଥିଲା । [୬] ଆମେରିକାରେ ଏହା ନୂତନ ଭାବରେ ୬.୦୭୦ ଲୋକଙ୍କୁ ଆକ୍ରମଣ କରିଥିଲା ଓ ତାଙ୍କ ମଧ୍ୟରୁ ୧୨୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । [୨] ୪୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ । [୨] ସନ ୨୦୧୫ରେ ପାଞ୍ଚ ବର୍ଷ ବଞ୍ଚିବା ହାର ଥିଲା ୭୧% ।[୨] ଲସିକା ଗ୍ରନ୍ଥିକୁ ବ୍ୟାପିବା ଉପରେ ଏହାର ବ୍ୟାପିବା ନିର୍ଭର କରେ । [୪]

ଆଧାର

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Vulvar Cancer Treatment". National Cancer Institute (in ଇଂରାଜୀ). 9 April 2019. Retrieved 31 May 2019.
  2. ୨.୦ ୨.୧ ୨.୨ ୨.୩ ୨.୪ "Cancer of the Vulva - Cancer Stat Facts". SEER (in ଇଂରାଜୀ). Retrieved 30 May 2019.
  3. ୩.୦ ୩.୧ ୩.୨ ୩.୩ Sam A, George J, Mathew B (April 2019). "Less Common Gynecologic Malignancies: An Integrative Review". Seminars in Oncology Nursing. 35 (2): 175–181. doi:10.1016/j.soncn.2019.02.004. PMID 30867101.
  4. ୪.୦ ୪.୧ ୪.୨ "Vulvar Cancer Treatment". National Cancer Institute (in ଇଂରାଜୀ). 1 February 2019. Retrieved 31 May 2019.
  5. ୫.୦ ୫.୧ Signorelli C, Odone A, Ciorba V, Cella P, Audisio RA, Lombardi A, et al. (July 2017). "Human papillomavirus 9-valent vaccine for cancer prevention: a systematic review of the available evidence". Epidemiology and Infection. 145 (10): 1962–1982. doi:10.1017/S0950268817000747. PMC 5974698. PMID 28446260.
  6. ୬.୦ ୬.୧ ୬.୨ "Cancer today". IARC (in ଇଂରାଜୀ). Retrieved 30 May 2019.