"ମହର୍ଷି ଭରଦ୍ଵାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ added reference
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି: ୧ କ ଧାଡ଼ି:
{{prettyurl|Bharadwaja}}
{{prettyurl|Bharadwaja}}
ମହର୍ଷି ଭରଦ୍ଵାଜ ହେଉଛନ୍ତି ଜଣେ ପ୍ରାଚୀନ ଭାରତୀୟ ଋଷି । ଏହା ସହିତ ସେ ଜଣେ ପ୍ରଖ୍ୟାତ ଶାସ୍ତ୍ରଜ୍ଞ, ଅର୍ଥନୀତିଜ୍ଞ, ବ୍ୟାକରଣବିତ୍ ଏବଂ ଆୟୁର୍ବେଦାଚାର୍ଯ୍ୟ ମଧ୍ୟ । ପୁରାଣ ବର୍ଣ୍ଣିତ ସପ୍ତଋଷିଙ୍କ ମଧ୍ୟରୁ ସେ ଅନ୍ୟତମ । ବାଲ୍ମିକୀ ରାମାୟଣ ଅନୁସାରେ ମହର୍ଷି ଭରଦ୍ଵାଜ ହେଉଛନ୍ତି [[ବାଲ୍ମିକୀ]]<nowiki></nowiki>ଙ୍କ ଶିଷ୍ୟ ।
ମହର୍ଷି ଭରଦ୍ୱାଜ ହେଉଛନ୍ତି ଜଣେ ପ୍ରାଚୀନ ଭାରତୀୟ ଋଷି । ଏହା ସହିତ ସେ ଜଣେ ପ୍ରଖ୍ୟାତ ଶାସ୍ତ୍ରଜ୍ଞ, ଅର୍ଥନୀତିଜ୍ଞ, ବ୍ୟାକରଣବିତ୍ ଏବଂ ଆୟୁର୍ବେଦାଚାର୍ଯ୍ୟ ମଧ୍ୟ । ପୁରାଣ ବର୍ଣ୍ଣିତ ସପ୍ତଋଷିଙ୍କ ମଧ୍ୟରୁ ସେ ଅନ୍ୟତମ । ବାଲ୍ମିକୀ ରାମାୟଣ ଅନୁସାରେ ମହର୍ଷି ଭରଦ୍ୱାଜ ହେଉଛନ୍ତି [[ବାଲ୍ମିକୀ]]<nowiki></nowiki>ଙ୍କ ଶିଷ୍ୟ ।


ପ୍ରାଚୀନ ଭାରତୀୟ ସାହିତ୍ୟ, ବିଶେଷ ଭାବରେ ଋଗବେଦ ପ୍ରତି ତାଙ୍କର ଅବଦାନ ପ୍ରାଚୀନ ଭାରତୀୟ ସମାଜ ବିଷୟରେ ମହତ୍ତ୍ଵପୂର୍ଣ୍ଣ ଜ୍ଞାନ ପ୍ରଦାନ କରିଥାଏ ।<ref name="Dalal2010p67">{{cite book|author=Roshen Dalal|title=Hinduism: An Alphabetical Guide|url=https://books.google.com/books?id=DH0vmD8ghdMC |year=2010| publisher=Penguin Books| isbn=978-0-14-341421-6| page=67}}</ref> ମହାଭାରତର ବର୍ଣ୍ଣନା ଅନୁସାରେ ଭରଦ୍ୱାଜ ଥିଲେ ପାଣ୍ଡବ ଓ କୌରବ ରାଜକୁମାରଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପିତା ।<ref name="sacredtexts">{{cite web |title=The Vishnu Purana: Book III: Chapter II |url=https://www.sacred-texts.com/hin/vp/vp076.htm |website=www.sacred-texts.com |accessdate=26 June 2021}}</ref>
ପ୍ରାଚୀନ ଭାରତୀୟ ସାହିତ୍ୟ, ବିଶେଷ ଭାବରେ ଋଗବେଦ ପ୍ରତି ତାଙ୍କର ଅବଦାନ ପ୍ରାଚୀନ ଭାରତୀୟ ସମାଜ ବିଷୟରେ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ପ୍ରଦାନ କରିଥାଏ ।<ref name="Dalal2010p67">{{cite book|author=Roshen Dalal|title=Hinduism: An Alphabetical Guide|url=https://books.google.com/books?id=DH0vmD8ghdMC |year=2010| publisher=Penguin Books| isbn=978-0-14-341421-6| page=67}}</ref> ମହାଭାରତର ବର୍ଣ୍ଣନା ଅନୁସାରେ ଭରଦ୍ୱାଜ ଥିଲେ ପାଣ୍ଡବ ଓ କୌରବ ରାଜକୁମାରଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପିତା ।<ref name="sacredtexts">{{cite web |title=The Vishnu Purana: Book III: Chapter II |url=https://www.sacred-texts.com/hin/vp/vp076.htm |website=www.sacred-texts.com |accessdate=26 June 2021}}</ref>


ଭରଦ୍ଵାଜ ବ୍ୟାକରଣ, ଆୟୁର୍ବେଦ ସଂହିତା, ଧନୁର୍ବେଦ, ରାଜନୀତି ବିଜ୍ଞାନ, ଯନ୍ତ୍ରସର୍ବସ୍ଵ, ଅର୍ଥଶାସ୍ତ୍ର, ପୁରାଣ, ଶିକ୍ଷା ଇତ୍ୟାଦି ଉପରେ ଅନେକ ଗ୍ରନ୍ଥର ରଚୟିତା ଅଟନ୍ତି । ବାୟୁ ପୁରାଣ ଅନୁଯାୟୀ, ସେ ଆୟୁର୍ବେଦ ସଂହିତା ନାମକ ଏହି ପୁସ୍ତକ ସେ ଆଠ ଭାଗରେ ବିଭକ୍ତ କରି ଲେଖିଥିଲେ,ଯାହାକୁ ସେ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ । ଚରକ ସଂହିତା ଅନୁଯାୟୀ, ସେ ଆତ୍ରେୟ ପୁନର୍ବସୁଙ୍କୁ 'କାୟାଚିକିତ୍ସା' ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ।
ଭରଦ୍ୱାଜ ବ୍ୟାକରଣ, ଆୟୁର୍ବେଦ ସଂହିତା, ଧନୁର୍ବେଦ, ରାଜନୀତି ବିଜ୍ଞାନ, ଯନ୍ତ୍ରସର୍ବସ୍ୱ, ଅର୍ଥଶାସ୍ତ୍ର, ପୁରାଣ, ଶିକ୍ଷା ଇତ୍ୟାଦି ଉପରେ ଅନେକ ଗ୍ରନ୍ଥର ରଚୟିତା ଅଟନ୍ତି । ବାୟୁ ପୁରାଣ ଅନୁଯାୟୀ, ସେ ଆୟୁର୍ବେଦ ସଂହିତା ନାମକ ଏହି ପୁସ୍ତକ ସେ ଆଠ ଭାଗରେ ବିଭକ୍ତ କରି ଲେଖିଥିଲେ,ଯାହାକୁ ସେ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ । ଚରକ ସଂହିତା ଅନୁଯାୟୀ, ସେ ଆତ୍ରେୟ ପୁନର୍ବସୁଙ୍କୁ 'କାୟାଚିକିତ୍ସା' ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ।


ଋଷି ଭରଦ୍ୱାଜଙ୍କୁ ପ୍ରୟାଗର ପ୍ରଥମ ବାସିନ୍ଦା ଭାବରେ ବିବେଚନା କରାଯାଏ, ଅର୍ଥାତ୍ ଭରଦ୍ଵାଜ ହିଁ ପ୍ରୟାଗର ପ୍ରତିଷ୍ଠାତା । ସେ ପ୍ରୟାଗରେ ପୃଥିବୀର ବୃହତ୍ତମ ଗୁରୁକୁଳ (ବିଶ୍ୱବିଦ୍ୟାଳୟ) ପ୍ରତିଷ୍ଠା କରିଥିଲେ ଏବଂ ହଜାର ହଜାର ବର୍ଷ ଧରି ଶିକ୍ଷା ପ୍ରଦାନ ଜାରି ରଖିଥିଲେ । ସେ ଜଣେ ଶିକ୍ଷାବିତ୍, ରାଜତନ୍ତ୍ରଜ୍ଞ, ଅର୍ଥନୀତିଜ୍ଞ, ଅସ୍ତ୍ରଶସ୍ତ୍ରବିତ୍, ଆୟୁର୍ବେଦର ପଣ୍ଡିତ, ଆଇନ ବିଦ୍ୱାନ, ବୈଜ୍ଞାନିକ ଏବଂ ମନ୍ତ୍ରଦ୍ରଷ୍ଟା ଥିଲେ । ବୈଦିକ ଋଷିମାନଙ୍କ ମଧ୍ୟରେ ତାଙ୍କର ଉଚ୍ଚ ସ୍ଥାନ ରହିଛି ।
ଋଷି ଭରଦ୍ୱାଜଙ୍କୁ ପ୍ରୟାଗର ପ୍ରଥମ ବାସିନ୍ଦା ଭାବରେ ବିବେଚନା କରାଯାଏ, ଅର୍ଥାତ୍ ଭରଦ୍ୱାଜ ହିଁ ପ୍ରୟାଗର ପ୍ରତିଷ୍ଠାତା । ସେ ପ୍ରୟାଗରେ ପୃଥିବୀର ବୃହତ୍ତମ ଗୁରୁକୁଳ (ବିଶ୍ୱବିଦ୍ୟାଳୟ) ପ୍ରତିଷ୍ଠା କରିଥିଲେ ଏବଂ ହଜାର ହଜାର ବର୍ଷ ଧରି ଶିକ୍ଷା ପ୍ରଦାନ ଜାରି ରଖିଥିଲେ । ସେ ଜଣେ ଶିକ୍ଷାବିତ୍, ରାଜତନ୍ତ୍ରଜ୍ଞ, ଅର୍ଥନୀତିଜ୍ଞ, ଅସ୍ତ୍ରଶସ୍ତ୍ରବିତ୍, ଆୟୁର୍ବେଦର ପଣ୍ଡିତ, ଆଇନ ବିଦ୍ୱାନ, ବୈଜ୍ଞାନିକ ଏବଂ ମନ୍ତ୍ରଦ୍ରଷ୍ଟା ଥିଲେ । ବୈଦିକ ଋଷିମାନଙ୍କ ମଧ୍ୟରେ ତାଙ୍କର ଉଚ୍ଚ ସ୍ଥାନ ରହିଛି ।
== ରାମାୟଣରେ ଋଷି ଭରଦ୍ଵାଜ ==
== ରାମାୟଣରେ ଋଷି ଭରଦ୍ୱାଜ ==
ରାମାୟଣ ବର୍ଣ୍ଣନା ଅନୁସାରେ ରାମ, ସୀତା ଏବଂ ଲକ୍ଷ୍ମଣ ଚଉଦ ବର୍ଷର ନିର୍ବାସନ ଆରମ୍ଭରେ ଭରଦ୍ଵାଜ ମୁନିଙ୍କୁ ତାଙ୍କ ଆଶ୍ରମରେ ଭେଟିଥିଲେ । ଋଷି ସେମାନଙ୍କୁ ନିର୍ବାସନ ସମୟରେ ତାଙ୍କ ସହିତ ରହିବାକୁ କୁହନ୍ତି, କିନ୍ତୁ ସେମାନେ ଆଶ୍ରମଠାରୁ ତିନି କୋଶ ଦୂରରେ ଥିବା ଚିତ୍ରକୁଟକୁ ଯିବାକୁ ଜିଦ୍ ଧରିଥିଲେ । ଫଳରେ ଭରଦ୍ୱାଜଙ୍କ ନିର୍ଦ୍ଦେଶରେ ସେମାନେ ମାର୍ଗ ସନ୍ଧାନ ପୂର୍ବକ ଚିତ୍ରକୁଟରେ ପହଞ୍ଚି ଥିଲେ । ଆହୁରି ମଧ୍ୟ ଭରତ ସୁମନ୍ତଙ୍କ ସହିତ ରାମଙ୍କୁ ବନବାସରୁ ଫେରାଇ ଆଣିବାକୁ ଆସିଥିବା ବେଳେ ଋଷି ଭରଦ୍ଵାଜଙ୍କ ଆଶ୍ରମରେ ପହଞ୍ଚିବା ପରେ ହିଁ ଭରତ ଏକାକୀ ରାମଙ୍କ ସନ୍ଧାନରେ ଜଙ୍ଗଲ ମଧ୍ୟକୁ ଯାଇ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରି ବିଫଳ ହୋଇଥିଲେ ।<ref>{{cite book|author=Ramesh Menon|title=The Ramayana: A Modern Retelling of the Great Indian Epic|url=https://books.google.com/books?id=aWFEAQAAQBAJ&pg=PA109 |year=2004|publisher=Macmillan|isbn=978-0-86547-695-0|pages=109–110}}</ref> ଏହିପରି ଭାବେ ରାମାୟଣ ମହାକାବ୍ୟର ଅନେକ ପ୍ରସଙ୍ଗରେ ଋଷି ଭରଦ୍ଵାଜଙ୍କ ସନ୍ଦର୍ଭ ରହିଛି ।
ରାମାୟଣ ବର୍ଣ୍ଣନା ଅନୁସାରେ ରାମ, ସୀତା ଏବଂ ଲକ୍ଷ୍ମଣ ଚଉଦ ବର୍ଷର ନିର୍ବାସନ ଆରମ୍ଭରେ ଭରଦ୍ୱାଜ ମୁନିଙ୍କୁ ତାଙ୍କ ଆଶ୍ରମରେ ଭେଟିଥିଲେ । ଋଷି ସେମାନଙ୍କୁ ନିର୍ବାସନ ସମୟରେ ତାଙ୍କ ସହିତ ରହିବାକୁ କୁହନ୍ତି, କିନ୍ତୁ ସେମାନେ ଆଶ୍ରମଠାରୁ ତିନି କୋଶ ଦୂରରେ ଥିବା ଚିତ୍ରକୁଟକୁ ଯିବାକୁ ଜିଦ୍ ଧରିଥିଲେ । ଫଳରେ ଭରଦ୍ୱାଜଙ୍କ ନିର୍ଦ୍ଦେଶରେ ସେମାନେ ମାର୍ଗ ସନ୍ଧାନ ପୂର୍ବକ ଚିତ୍ରକୁଟରେ ପହଞ୍ଚି ଥିଲେ । ଆହୁରି ମଧ୍ୟ ଭରତ ସୁମନ୍ତଙ୍କ ସହିତ ରାମଙ୍କୁ ବନବାସରୁ ଫେରାଇ ଆଣିବାକୁ ଆସିଥିବା ବେଳେ ଋଷି ଭରଦ୍ୱାଜଙ୍କ ଆଶ୍ରମରେ ପହଞ୍ଚିବା ପରେ ହିଁ ଭରତ ଏକାକୀ ରାମଙ୍କ ସନ୍ଧାନରେ ଜଙ୍ଗଲ ମଧ୍ୟକୁ ଯାଇ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରି ବିଫଳ ହୋଇଥିଲେ ।<ref>{{cite book|author=Ramesh Menon|title=The Ramayana: A Modern Retelling of the Great Indian Epic|url=https://books.google.com/books?id=aWFEAQAAQBAJ&pg=PA109 |year=2004|publisher=Macmillan|isbn=978-0-86547-695-0|pages=109–110}}</ref> ଏହିପରି ଭାବେ ରାମାୟଣ ମହାକାବ୍ୟର ଅନେକ ପ୍ରସଙ୍ଗରେ ଋଷି ଭରଦ୍ୱାଜଙ୍କ ସନ୍ଦର୍ଭ ରହିଛି ।
== ଆଧାର ==
== ଆଧାର ==
{{Reflist}}
{{Reflist}}

୧୦:୨୦, ୧୭ ଅଗଷ୍ଟ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ମହର୍ଷି ଭରଦ୍ୱାଜ ହେଉଛନ୍ତି ଜଣେ ପ୍ରାଚୀନ ଭାରତୀୟ ଋଷି । ଏହା ସହିତ ସେ ଜଣେ ପ୍ରଖ୍ୟାତ ଶାସ୍ତ୍ରଜ୍ଞ, ଅର୍ଥନୀତିଜ୍ଞ, ବ୍ୟାକରଣବିତ୍ ଏବଂ ଆୟୁର୍ବେଦାଚାର୍ଯ୍ୟ ମଧ୍ୟ । ପୁରାଣ ବର୍ଣ୍ଣିତ ସପ୍ତଋଷିଙ୍କ ମଧ୍ୟରୁ ସେ ଅନ୍ୟତମ । ବାଲ୍ମିକୀ ରାମାୟଣ ଅନୁସାରେ ମହର୍ଷି ଭରଦ୍ୱାଜ ହେଉଛନ୍ତି ବାଲ୍ମିକୀଙ୍କ ଶିଷ୍ୟ ।

ପ୍ରାଚୀନ ଭାରତୀୟ ସାହିତ୍ୟ, ବିଶେଷ ଭାବରେ ଋଗବେଦ ପ୍ରତି ତାଙ୍କର ଅବଦାନ ପ୍ରାଚୀନ ଭାରତୀୟ ସମାଜ ବିଷୟରେ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ପ୍ରଦାନ କରିଥାଏ ।[୧] ମହାଭାରତର ବର୍ଣ୍ଣନା ଅନୁସାରେ ଭରଦ୍ୱାଜ ଥିଲେ ପାଣ୍ଡବ ଓ କୌରବ ରାଜକୁମାରଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପିତା ।[୨]

ଭରଦ୍ୱାଜ ବ୍ୟାକରଣ, ଆୟୁର୍ବେଦ ସଂହିତା, ଧନୁର୍ବେଦ, ରାଜନୀତି ବିଜ୍ଞାନ, ଯନ୍ତ୍ରସର୍ବସ୍ୱ, ଅର୍ଥଶାସ୍ତ୍ର, ପୁରାଣ, ଶିକ୍ଷା ଇତ୍ୟାଦି ଉପରେ ଅନେକ ଗ୍ରନ୍ଥର ରଚୟିତା ଅଟନ୍ତି । ବାୟୁ ପୁରାଣ ଅନୁଯାୟୀ, ସେ ଆୟୁର୍ବେଦ ସଂହିତା ନାମକ ଏହି ପୁସ୍ତକ ସେ ଆଠ ଭାଗରେ ବିଭକ୍ତ କରି ଲେଖିଥିଲେ,ଯାହାକୁ ସେ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ । ଚରକ ସଂହିତା ଅନୁଯାୟୀ, ସେ ଆତ୍ରେୟ ପୁନର୍ବସୁଙ୍କୁ 'କାୟାଚିକିତ୍ସା' ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ।

ଋଷି ଭରଦ୍ୱାଜଙ୍କୁ ପ୍ରୟାଗର ପ୍ରଥମ ବାସିନ୍ଦା ଭାବରେ ବିବେଚନା କରାଯାଏ, ଅର୍ଥାତ୍ ଭରଦ୍ୱାଜ ହିଁ ପ୍ରୟାଗର ପ୍ରତିଷ୍ଠାତା । ସେ ପ୍ରୟାଗରେ ପୃଥିବୀର ବୃହତ୍ତମ ଗୁରୁକୁଳ (ବିଶ୍ୱବିଦ୍ୟାଳୟ) ପ୍ରତିଷ୍ଠା କରିଥିଲେ ଏବଂ ହଜାର ହଜାର ବର୍ଷ ଧରି ଶିକ୍ଷା ପ୍ରଦାନ ଜାରି ରଖିଥିଲେ । ସେ ଜଣେ ଶିକ୍ଷାବିତ୍, ରାଜତନ୍ତ୍ରଜ୍ଞ, ଅର୍ଥନୀତିଜ୍ଞ, ଅସ୍ତ୍ରଶସ୍ତ୍ରବିତ୍, ଆୟୁର୍ବେଦର ପଣ୍ଡିତ, ଆଇନ ବିଦ୍ୱାନ, ବୈଜ୍ଞାନିକ ଏବଂ ମନ୍ତ୍ରଦ୍ରଷ୍ଟା ଥିଲେ । ବୈଦିକ ଋଷିମାନଙ୍କ ମଧ୍ୟରେ ତାଙ୍କର ଉଚ୍ଚ ସ୍ଥାନ ରହିଛି ।

ରାମାୟଣରେ ଋଷି ଭରଦ୍ୱାଜ

ରାମାୟଣ ବର୍ଣ୍ଣନା ଅନୁସାରେ ରାମ, ସୀତା ଏବଂ ଲକ୍ଷ୍ମଣ ଚଉଦ ବର୍ଷର ନିର୍ବାସନ ଆରମ୍ଭରେ ଭରଦ୍ୱାଜ ମୁନିଙ୍କୁ ତାଙ୍କ ଆଶ୍ରମରେ ଭେଟିଥିଲେ । ଋଷି ସେମାନଙ୍କୁ ନିର୍ବାସନ ସମୟରେ ତାଙ୍କ ସହିତ ରହିବାକୁ କୁହନ୍ତି, କିନ୍ତୁ ସେମାନେ ଆଶ୍ରମଠାରୁ ତିନି କୋଶ ଦୂରରେ ଥିବା ଚିତ୍ରକୁଟକୁ ଯିବାକୁ ଜିଦ୍ ଧରିଥିଲେ । ଫଳରେ ଭରଦ୍ୱାଜଙ୍କ ନିର୍ଦ୍ଦେଶରେ ସେମାନେ ମାର୍ଗ ସନ୍ଧାନ ପୂର୍ବକ ଚିତ୍ରକୁଟରେ ପହଞ୍ଚି ଥିଲେ । ଆହୁରି ମଧ୍ୟ ଭରତ ସୁମନ୍ତଙ୍କ ସହିତ ରାମଙ୍କୁ ବନବାସରୁ ଫେରାଇ ଆଣିବାକୁ ଆସିଥିବା ବେଳେ ଋଷି ଭରଦ୍ୱାଜଙ୍କ ଆଶ୍ରମରେ ପହଞ୍ଚିବା ପରେ ହିଁ ଭରତ ଏକାକୀ ରାମଙ୍କ ସନ୍ଧାନରେ ଜଙ୍ଗଲ ମଧ୍ୟକୁ ଯାଇ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରି ବିଫଳ ହୋଇଥିଲେ ।[୩] ଏହିପରି ଭାବେ ରାମାୟଣ ମହାକାବ୍ୟର ଅନେକ ପ୍ରସଙ୍ଗରେ ଋଷି ଭରଦ୍ୱାଜଙ୍କ ସନ୍ଦର୍ଭ ରହିଛି ।

ଆଧାର

  1. Roshen Dalal (2010). Hinduism: An Alphabetical Guide. Penguin Books. p. 67. ISBN 978-0-14-341421-6.
  2. "The Vishnu Purana: Book III: Chapter II". www.sacred-texts.com. Retrieved 26 June 2021.
  3. Ramesh Menon (2004). The Ramayana: A Modern Retelling of the Great Indian Epic. Macmillan. pp. 109–110. ISBN 978-0-86547-695-0.