"ପ୍ରତାପ କେଶରୀ ଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ +ଛବି
୧ କ ଧାଡ଼ି: ୧ କ ଧାଡ଼ି:
{{About|[[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି]] ସାଂସଦ||ପ୍ରତାପ କେଶରୀ ଦେବ}}
{{About|[[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି]] ସାଂସଦଙ୍କ||ପ୍ରତାପ କେଶରୀ ଦେବ}}
{{ଛୋଟ|Pratap Keshari Deo}}
{{ଛୋଟ|Pratap Keshari Deo}}
{{Infobox Indian politician
{{Infobox Indian politician
| name = ପ୍ରତାପ କେଶରୀ ଦେଓ
| name = ପ୍ରତାପ କେଶରୀ ଦେଓ
| image =
| image = Pratap Keshari Deo (Bhawanipatna).jpg
| caption =
| caption =
| birth_date ={{Birth date |df=y |1919|10|5}}
| birth_date ={{Birth date |df=y |1919|10|5}}
୪୭ କ ଧାଡ଼ି: ୪୭ କ ଧାଡ଼ି:


== ଜନ୍ମ, ପରିବାର ଓ ଶିକ୍ଷା ==
== ଜନ୍ମ, ପରିବାର ଓ ଶିକ୍ଷା ==
ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ ଜନ୍ମଗ୍ରହଣ କଳାହାଣ୍ଡି ଜିଲ୍ଲାରେ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।
ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।


== ରାଜନୈତିକ ଜୀବନ ==
== ରାଜନୈତିକ ଜୀବନ ==
୫୯ କ ଧାଡ଼ି: ୫୯ କ ଧାଡ଼ି:


[[ଶ୍ରେଣୀ:୧୯୧୯ ଜନ୍ମ]]
[[ଶ୍ରେଣୀ:୧୯୧୯ ଜନ୍ମ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:୨୦୦୧ ମୃତ୍ୟୁ]]
[[ଶ୍ରେଣୀ:୨ୟ ଲୋକ ସଭା ସଭ୍ୟ]]
[[ଶ୍ରେଣୀ:୨ୟ ଲୋକ ସଭା ସଭ୍ୟ]]
[[ଶ୍ରେଣୀ:୩ୟ ଲୋକ ସଭା ସଭ୍ୟ]]
[[ଶ୍ରେଣୀ:୩ୟ ଲୋକ ସଭା ସଭ୍ୟ]]
୬୭ କ ଧାଡ଼ି: ୬୭ କ ଧାଡ଼ି:
[[ଶ୍ରେଣୀ:୧ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୨୦୦୧ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଲୋକ]]

୨୧:୩୯, ୩୧ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ପ୍ରତାପ କେଶରୀ ଦେଓ
ସାଂସଦ: ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୫୭-୧୯୮୦
ପୂର୍ବ ଅଧିକାରୀଗିରିଧାରୀ ଭୋଇ
ପର ଅଧିକାରୀରାସ ବିହାରୀ ବେହେରା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀଜନାର୍ଦନ ମାଝି, ଯୋଗେଶ ଚନ୍ଦ୍ର ସିଂହ ଦେଓ
ପର ଅଧିକାରୀଚନ୍ଦ୍ର ଶେଖର ପ୍ରଧାନ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-10-05)୫ ଅକ୍ଟୋବର ୧୯୧୯
ମୃତ୍ୟୁ୮ ଅକ୍ଟୋବର ୨୦୦୧(2001-10-08) (ବୟସ ୮୨)
ସନ୍ତାନଉଦିର ପ୍ରତାପ ଦେଓ

ପ୍ରତାପ କେଶରୀ ଦେଓ (୫ ଅକ୍ଟୋବର ୧୯୧୯ - ୮ ଅକ୍ଟୋବର ୨୦୦୧) ଜଣେ ଭାରତୀୟ ରାଜନେତା ଥିଲେ । ସେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ନିର୍ବାଚିତ ହୋଇଥିଲେ ।[୧][୨][୩] ସେ ଓଡ଼ିଶା ବିଧାନ ସଭାକୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୪]

ଜନ୍ମ, ପରିବାର ଓ ଶିକ୍ଷା

ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।

ରାଜନୈତିକ ଜୀବନ

ପ୍ରତାପ କେଶରୀ ୧୯୫୨ ମସିହାରୁ ୧୯୫୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରୁଥିଲେ ।[୫] ୧୯୫୭ ମସିହାରୁ ୧୯୮୦ ମସିହାଯାଏଁ ସେ ଲୋକ ସଭାକୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ ।[୪]

ମୃତ୍ୟୁ

ପ୍ରତାପ କେଶରୀ ଦେଓ ୨୦୦୧ ମସିହାର ଅକ୍ଟୋବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ୮୨ ତାଙ୍କୁ ବର୍ଷ ବୟସ ହୋଇଥିଲା ।

ଆଧାର

  1. "Biographical Sketch Member of Parliament". Lok Sabha. Retrieved 20 October 2017.
  2. Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 183. Retrieved 20 October 2017.
  3. India. Parliament. Lok Sabha. Committee of Privileges (1967). Report. Lok Sabha Secretariat. p. 15. Retrieved 20 October 2017.
  4. ୪.୦ ୪.୧ ୪.୨ "Late Pratap Keshari Deo (Bhawanipatna)". odishaassembly.nic.in. Odisha Assembly. Retrieved 27 September 2020. {{cite web}}: Cite has empty unknown parameter: |dead-url= (help)
  5. "Members Bioprofile". loksabhaph.nic.in. Retrieved 2020-05-12.