"ଏଟିପିକାଲ୍ ଆଣ୍ଟିସାଇକୋଟିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "User:Mr. Ibrahem/Atypical antipsychotic"
(କିଛି ବଦଳିନାହିଁ)

୧୧:୨୪, ୩୦ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଏଟିପିକାଲ୍ ଆଣ୍ଟିସାଇକୋଟିକ
Drug class
Skeletal formula of clozapine, the first atypical antipsychotic
Class identifiers
SynonymsSecond generation antipsychotic (SGAs), serotonin–dopamine antagonist (SDAs)
UseAgitation, schizophrenia,bipolar[୧]
Biological targetDopamine receptor and serotonin receptor[୨]
Clinical data
Drugs.comDrug Classes
In Wikidata

ଆଟିପିକାଲ୍ ଆଣ୍ଟିସାଇକୋଟିକ (ଇଂରାଜୀ ଭାଷାରେ Atypical antipsychotics/ AAP ) ହେଉଛି ଆଣ୍ଟିସାଇକୋଟିକ୍ ଶ୍ରେଣୀର ଏକ ପ୍ରକାର ଔଷଧ | [୨] ମୁଖ୍ୟତଃ ଉତ୍ତେଜନା, ସିଜୋଫ୍ରେନିଆ ଏବଂ ବାଇପୋଲାର ଡିଜଅଡର ରୋଗମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ | [୧] ଅନ୍ୟାନ୍ୟ ବ୍ୟବହାରରେ ଅଟିଜିମ୍ କିମ୍ବା ଅବସାଦ ନିମନ୍ତେ ମଧ୍ୟ ବ୍ୟବ‌ହାର ହୋଇଥାଏ | [୩] ଏହି ଶ୍ରେଣୀର ବିଭନ୍ନ ଔଷଧମାନଙ୍କ ମଧ୍ୟରେ ଗୋଟିଏ ଅନ୍ୟଠାରୁ ଅଧିକ ପ୍ରଭାବଶାଳୀ ଭାବରେ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ | [୨] [୩] ଏହି ଔଷଧ ଗୁଡ଼ିକ ପାଟିରେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଦ୍ୱାରା ନିଆଯାଇପାରେ | [୧] [୨] ଦୀର୍ଘକାଳୀନ ଇଞ୍ଜେକସନ ମଧ୍ୟ ଉପଲବ୍ଧ | [୨]

ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଦୋଷ, ଓଜନ ବୃଦ୍ଧି, ମଧୁମେହ, ଯୌନ‌କ୍ରିୟା ଅସୁବିଧା ଓ ଅନିଚ୍ଛାକୃତ ଚଳନ ବ୍ୟାଧି ହୋଇପାରେ କିନ୍ତୁ ଶେଷୋକ୍ତ ଅସୁବିଧା ସ୍ୱାଭାବିକ ଆଣ୍ଟିସାଇକୋଟିକ ତୁଳନାରେ କମ୍ ଦେଖାଯାଏ | [୧] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ। [୨] କ୍ଲିଜାପିନ ଯୋଗୁ କମ ଶ୍ୱେତ ରକ୍ତକଣିକା ଓ ହୃତ୍‌ପିଣ୍ଡ ପ୍ରଦାହ ହୋଇପାରେ । [୧] ଡିମେନ୍ସିଆ ଥିଲେ ମୃତ୍ୟୁ ଆଶଙ୍କା ଅଧିକ ହୁଏ । [୨] ଡୋପାମାଇନ୍ ଏବଂ ସେରୋଟୋନିନ ପାଇଁ ମସ୍ତିଷ୍କରେ ଥିବା ରିସେପ୍ଟର ଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି | [୨]

୧୯୭୦ ଦଶକରେ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ସ ଔଷଧ ଗୁଡ଼ିକ ଡାକ୍ତରୀ ବ୍ୟବହାରରେ ଆସିଥିଲା | [୪] ଏମାନଙ୍କ ମଧ୍ୟରୁ କେତେକ ଔଷଧ ଜେନେରିକ ନାମରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା | [୧] ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ୟୁନାଇଟେଡ୍ ଷ୍ଟାଟସ୍ ରେ କୋଟିଆପିନ ୫୯ ତମ ସର୍ବାଧିକ ପ୍ରେସକ୍ରିପସନ ହୋଇଥିବା ଔଷଧ ଏବଂ ଆରିପିପ୍ରାଜୋଲ୍ ୧୦୧ତମ ସର୍ବାଧିକ ପ୍ରେସକ୍ରିପସନ ଔଷଧ ଥିଲା | [୫]  

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 80. ISBN 978-0-7020-7442-4. ଆଧାର ଭୁଲ: Invalid <ref> tag; name "Hitch2019" defined multiple times with different content
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Willner, K; Vasan, S; Abdijadid, S (January 2021). "Atypical Antipsychotic Agents". PMID 28846323. {{cite journal}}: Cite journal requires |journal= (help) ଆଧାର ଭୁଲ: Invalid <ref> tag; name "Stat2021" defined multiple times with different content
  3. ୩.୦ ୩.୧ "List of Atypical Antipsychotics + Uses, Types & Side Effects". Drugs.com (in ଇଂରାଜୀ). Retrieved 22 April 2021. ଆଧାର ଭୁଲ: Invalid <ref> tag; name "Drugs2021" defined multiple times with different content
  4. Aringhieri S, Carli M, Kolachalam S, Verdesca V, Cini E, Rossi M, McCormick PJ, Corsini GU, Maggio R, Scarselli M (December 2018). "Molecular targets of atypical antipsychotics: From mechanism of action to clinical differences". Pharmacology & Therapeutics. 192: 20–41. doi:10.1016/j.pharmthera.2018.06.012. PMID 29953902. {{cite journal}}: Unknown parameter |displayauthors= ignored (|display-authors= suggested) (help)
  5. "The Top 300 of 2021". clincalc.com. Retrieved 22 April 2021.