"ବୃନ୍ଦାବନ ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ +ଜନ୍ମତାରିଖ, ଆଧାର, added Category:୧୯୪୪ ଜନ୍ମ using HotCat
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Brundaban Jena}}
{{ଛୋଟ|Brundaban Jena}}
{{ଛୋଟ|Hrudananda Panigrahi}}
'''ବୃନ୍ଦାବନ ଜେନା''', ଓଡ଼ିଆ କଥାଚିତ୍ର ଜଗତର ଜଣେ ଗୀତିକାର,ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ବୃନ୍ଦାବନ, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, [[ଶାସ୍ତି (ଓଡ଼ିଆ କଥାଚିତ୍ର)|ଶାସ୍ତି]]<ref>http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/</ref> ଓ [[ବାଟ ଅବାଟ]] ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
{{Infobox person
| name = ବୃନ୍ଦାବନ ଜେନା
| image =
| image_size = 250px
| alt =
| caption =
| birth_name =
| birth_date = {{Birth date and age|1944|01|14|df=y}}
| birth_place = ଚାନ୍ଦୋଳ, ପାଟକୁରା ବ୍ଳକ, କେନ୍ଦ୍ରାପଡ଼ା ଜିଲ୍ଲା
| death_date =
| death_place =
| death_cause =
| residence =
| nationality = ଭାରତୀୟ
| other_names =
| citizenship =
| education =
| alma_mater = [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]
| occupation = ଗୀତିକାର, ନାଟ୍ୟକାର
| years_active =
| notable_works =
| style =
| home_town =
| parents =
| spouse =
| children =
| relatives =
| callsign =
| awards = ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
| signature =
| signature_alt =
| signature_size =
| website =
| footnotes =
}}
'''ବୃନ୍ଦାବନ ଜେନା''' (ଜନ୍ମ: ୧୪ ଜାନୁଆରୀ ୧୯୪୪)<ref>{{cite web |title=ଗୀତ ହେଉଛି ବିନ୍ଦୁ ଭିତରେ ସିନ୍ଧୁର ଦର୍ଶନ |url=http://dharitriepaper.in/edition/8456/chhutidina/page/6 |publisher=ଛୁଟିଦିନ (ଧରିତ୍ରୀ) |accessdate=27 July 2021 |page=୬ |date=୨୫-୩୧ ଜୁଲାଇ, ୨୦୨୧}}</ref>, ଓଡ଼ିଆ କଥାଚିତ୍ର ଜଗତର ଜଣେ ଗୀତିକାର, ନାଟ୍ୟକାର, ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ବୃନ୍ଦାବନ, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, [[ଶାସ୍ତି (ଓଡ଼ିଆ କଥାଚିତ୍ର)|ଶାସ୍ତି]]<ref>http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/</ref> ଓ [[ବାଟ ଅବାଟ]] ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ।


ବୃନ୍ଦାବନ ଜେନା, ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଗଭିର ଭାବରେ ଆସକ୍ତ ଥିଲେ । ପିଲାବେଳେ ଅଜା, ବିଶିଷ୍ଟ ଗାୟକ ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, [[ଧରିତ୍ରୀ (ଓଡ଼ିଆ କଥାଚିତ୍ର)|ଧରିତ୍ରୀ କଥାଚିତ୍ର]]ରୁ, ସେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ବିଶିଷ୍ଟ ପ୍ରଯୋଜକ [[ଧୀର ବିଶ୍ୱାଳ]] ଓ ନିର୍ଦ୍ଦେଶକ [[ନିତାଇ ପାଲିତ]]ଙ୍କୁ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ [[ଓଡ଼ିଆ ଭାଷା]] ସାହିତ୍ୟରେ, [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]ରୁ ସ୍ୱର୍ଣପଦକ ଲାଭ କରିଛନ୍ତି ।
ବୃନ୍ଦାବନ ଜେନା, ପିଲାବେଳେ ଅଜା, ପାଲାକାର ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, [[ଧରିତ୍ରୀ (ଓଡ଼ିଆ କଥାଚିତ୍ର)|ଧରିତ୍ରୀ କଥାଚିତ୍ର]]ରୁ, ସେ ନିଜର କଥାଚିତ୍ର ଗୀତିକାର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ପ୍ରଯୋଜକ [[ଧୀର ବିଶ୍ୱାଳ]] ଓ ନିର୍ଦ୍ଦେଶକ [[ନିତାଇ ପାଲିତ]]ଙ୍କୁ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ [[ଓଡ଼ିଆ ଭାଷା]] ସାହିତ୍ୟରେ, [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]ରୁ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି । <ref>ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର</ref>
==ପୁରସ୍କାର ଓ ସମ୍ମାନ==
ଗୀତି କବିତା ରଚନା ପାଇଁ, ସେ [[ଓଡ଼ିଶା ସାହିତ୍ୟ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/ORA-2011/pdf/92-99.pdf</ref><ref>http://www.thehindu.com/todays-paper/tp-national/tp-otherstates/article2078804.ece?css=print</ref> ଓ [[ଓଡ଼ିଶା ସଂଗୀତ ନାଟକ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf</ref> ଆଦି ଅନେକ ପୁରସ୍କାରରେ ସମ୍ମାନୀତ । <ref>ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର</ref>


== ଓଡ଼ିଆ କଥାଚିତ୍ରକୁ ଅବଦାନ ==
== ଓଡ଼ିଆ କଥାଚିତ୍ରକୁ ଅବଦାନ ==
୨୬ କ ଧାଡ଼ି: ୬୦ କ ଧାଡ଼ି:
|-
|-
|}
|}
==ନାଟକ==
* ରାଜସାକ୍ଷୀ
* ପୋଷାବାଘ
* ବତୀଖୁଣ୍ଟ
* ଏକବିଂଶ ଶତାବ୍ଦୀର ଗବେଷଣା କେନ୍ଦ୍ର
* ଶାହାଜାହାନ
* ଆଲୋକ
==ପୁରସ୍କାର ଓ ସମ୍ମାନ==
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୨୦୦୮ ('ପ୍ରିତିସ୍ମୃତି ହୋଇ ଫେରିଆସେ ଯେବେ' ଗୀତିକବିତା ନିମନ୍ତେ)<ref>http://orissa.gov.in/e-magazine/orissaannualreference/ORA-2011/pdf/92-99.pdf</ref><ref>http://www.thehindu.com/todays-paper/tp-national/tp-otherstates/article2078804.ece?css=print</ref>
* [[ଓଡ଼ିଶା ସଂଗୀତ ନାଟକ ଏକାଡେମୀ]] ପୁରସ୍କାର,୨୦୦୫ <ref>http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf</ref>
* ଓଡ଼ିଆ ଗୀତିକବି ସମାଜ ସମ୍ମାନ, ୨୦୦୬
* ଫକୀରମୋହନ ଗୀତିଶ୍ରୀ ସମ୍ମାନ, ୨୦୧୧ ([[ଫକୀରମୋହନ ସାହିତ୍ୟ ପରିଷଦ]] ପ୍ରଦତ୍ତ)
* ନବରୂପା ରାଜ ଗୀତିକବିତା ସମ୍ମାନ, ୨୦୧୫ ([[ଉତ୍କଳ ସାହିତ୍ୟ ସମାଜ]] ପ୍ରଦତ୍ତ)


== ଆଧାର ==
== ଆଧାର ==
୩୪ କ ଧାଡ଼ି: ୮୧ କ ଧାଡ଼ି:
{{ ଛାଞ୍ଚ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୀତିକବିତା)‎}}
{{ ଛାଞ୍ଚ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୀତିକବିତା)‎}}
{{Authority control}}
{{Authority control}}
[[ଶ୍ରେଣୀ:୧୯୪୪ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]

୧୧:୩୯, ୨୭ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ବୃନ୍ଦାବନ ଜେନା
Born (1944-01-14) ୧୪ ଜାନୁଆରୀ ୧୯୪୪ (ବୟସ ୮୦)
ଚାନ୍ଦୋଳ, ପାଟକୁରା ବ୍ଳକ, କେନ୍ଦ୍ରାପଡ଼ା ଜିଲ୍ଲା
Nationalityଭାରତୀୟ
Alma materସମ୍ବଲପୁର ବିଶ୍ୱବିଦ୍ୟାଳୟ
Occupation(s)ଗୀତିକାର, ନାଟ୍ୟକାର
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବୃନ୍ଦାବନ ଜେନା (ଜନ୍ମ: ୧୪ ଜାନୁଆରୀ ୧୯୪୪)[୧], ଓଡ଼ିଆ କଥାଚିତ୍ର ଜଗତର ଜଣେ ଗୀତିକାର, ନାଟ୍ୟକାର, ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ବୃନ୍ଦାବନ, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, ଶାସ୍ତି[୨]ବାଟ ଅବାଟ ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ।

ବୃନ୍ଦାବନ ଜେନା, ପିଲାବେଳେ ଅଜା, ପାଲାକାର ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, ଧରିତ୍ରୀ କଥାଚିତ୍ରରୁ, ସେ ନିଜର କଥାଚିତ୍ର ଗୀତିକାର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ପ୍ରଯୋଜକ ଧୀର ବିଶ୍ୱାଳ ଓ ନିର୍ଦ୍ଦେଶକ ନିତାଇ ପାଲିତଙ୍କୁ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ ଓଡ଼ିଆ ଭାଷା ସାହିତ୍ୟରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି । [୩]

ଓଡ଼ିଆ କଥାଚିତ୍ରକୁ ଅବଦାନ

କଥାଚିତ୍ର ଭୂମିକା ବର୍ଷ ପୁରସ୍କାର
ଶାସ୍ତି ନିର୍ଦେଶକ ୧୯୮୯
ଝିଙ୍କି ଝିଙ୍କା ଗୀତିକାର,ନିର୍ଦେଶକ ୧୯୮୦
ବାଟ ଅବାଟ ଗୀତିକାର,ନିର୍ଦେଶକ ୧୯୮୦
ବନ୍ଧୁ ମହାନ୍ତି ଗୀତିକାର ୧୯୭୭
ଅମର ପ୍ରେମ ଗୀତିକାର ୧୯୭୬
ଘର ସଂସାର ଗୀତିକାର ୧୯୭୩
ଧରିତ୍ରୀ ଗୀତିକାର ୧୯୭୩

ନାଟକ

  • ରାଜସାକ୍ଷୀ
  • ପୋଷାବାଘ
  • ବତୀଖୁଣ୍ଟ
  • ଏକବିଂଶ ଶତାବ୍ଦୀର ଗବେଷଣା କେନ୍ଦ୍ର
  • ଶାହାଜାହାନ
  • ଆଲୋକ

ପୁରସ୍କାର ଓ ସମ୍ମାନ

ଆଧାର

  1. "ଗୀତ ହେଉଛି ବିନ୍ଦୁ ଭିତରେ ସିନ୍ଧୁର ଦର୍ଶନ". ଛୁଟିଦିନ (ଧରିତ୍ରୀ). ୨୫-୩୧ ଜୁଲାଇ, ୨୦୨୧. p. ୬. Retrieved 27 July 2021. {{cite web}}: Check date values in: |date= (help)
  2. http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/
  3. ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର
  4. http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
  5. http://www.thehindu.com/todays-paper/tp-national/tp-otherstates/article2078804.ece?css=print
  6. http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf

ଅଧିକ ତଥ୍ୟ