"ସ୍ୱଳ୍ପ ପରିମାଣ ସକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Created by translating the page "User:Mr. Ibrahem/Hypovolemic shock" |
ଟିକେNo edit summary ଟ୍ୟାଗ: 2017 source edit |
||
୨୦ କ ଧାଡ଼ି: | ୨୦ କ ଧାଡ଼ି: | ||
| deaths = |
| deaths = |
||
}} |
}} |
||
'''ସ୍ୱଳ୍ପ ପରିମାଣ ସକ ବା |
'''ସ୍ୱଳ୍ପ ପରିମାଣ ସକ ବା ହାଇପୋଭୋଲେମିକ ସକ୍ ('''[[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Hypovolemic shock) ହୋଇଥିବା କୁହାଯାଏ ଯେତେବେଳେ ରକ୍ତନଳୀରେ ତରଳ ପଦାର୍ଥ ବା ରକ୍ତ ପରିମାଣ କମ ଥାଏ ।''' । <ref name="ITLS2018">{{cite book |title=International Trauma Life Support for Emergency Care Providers |date=2018 |publisher=Pearson Education Limited |isbn=978-1292-17084-8 |pages=172-173 |edition=8}}</ref> ଏହି ଅବସ୍ଥାରେ ଶରୀର ଭିତର ତନ୍ତୁମାନଙ୍କୁ ଯଥେଷ୍ଟ ରକ୍ତ ସରବରାହ ହୋଇପାରେ ନାହିଁ | <ref name="ITLS2018">{{cite book |title=International Trauma Life Support for Emergency Care Providers |date=2018 |publisher=Pearson Education Limited |isbn=978-1292-17084-8 |pages=172-173 |edition=8}}</ref> ପ୍ରାରମ୍ଭିକ ଲକ୍ଷଣରେ ସାଧାରଣତଃ ଦୁର୍ବଳତା, କମ ନାଡ଼ି ଚାପ ([[:en:Narrowed_pulse_pressure|narrowed pulse pressure]]) ଓ ଏବଂ [[ଦୃତ ହୃଦ୍ଗତି]] ହାର ହୁଏ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> <ref name="ITLS2018">{{cite book |title=International Trauma Life Support for Emergency Care Providers |date=2018 |publisher=Pearson Education Limited |isbn=978-1292-17084-8 |pages=172-173 |edition=8}}</ref> ଅବସ୍ଥା ଖରାପ ଦିଗକୁ ଗତି କଲେ ନିମ୍ନ ରକ୍ତ ଚାପ ଦ୍ୱନ୍ଦ୍ୱ କିମ୍ବା ଉତ୍ତେଜନା ହୋଇପାରେ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ରୋଗ ଜଟିଳ ହେଲେ ଇଲେକ୍ଟ୍ରୋଲାଇଟ ବ୍ୟତିକ୍ରମ, [[ବୃକ୍କ ବିଫଳତା]] ଏବଂ ବହୁମୁଖୀ ଅଙ୍ଗ ବିଫଳତା ହୋଇପାରେ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> |
||
ତରଳ ପଦାର୍ଥ କିମ୍ବା କମ ରକ୍ତ ପରିମାଣ ଯୋଗୁ ସକ ହୋଇପାରେ କିନ୍ତୁ ରକ୍ତ ଯୋଗୁ ହେଲେ ତାହାକୁ ହେମୋରେଜିକ ସକ କୁହାଯାଏ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> [[ବାନ୍ତି]], [[ତରଳ ଝାଡ଼ା|ତରଳ ଝାଡା]], ଅତ୍ୟଧିକ ପରିସ୍ରା ଉତ୍ପାଦନ, ଗରମ ପାଣିପାଗ କିମ୍ବା [[ଅଗ୍ନାଶୟ ପ୍ରଦାହ]] ଯୋଗୁ ତରଳ ପଦାର୍ଥ କମିଯାଏ । <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ଆଘାତ, ପାକସ୍ଥଳୀ-ଅନ୍ତନଳୀ ରକ୍ତସ୍ରାବ କିମ୍ବା [[ଅଥାନ ଗର୍ଭ]] ଯୋଗୁ ରକ୍ତହାନୀ ହୋଇପାରେ । <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ଲକ୍ଷଣ ଏବଂ ଘଟଣାର ଇତିହାସ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଇପାରେ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> |

୦୯:୪୫, ୨୭ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ
Low volume shock | |
ବିଭାଗ | Emergency medicine |
---|---|
ଲକ୍ଷଣ | Initially: Weakness, narrowed pulse pressure, fast heart rate[୧][୨] Worsens: low blood pressure, confusion, agitation[୧] |
କାରଣ | Fluid loss, blood loss[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and the history of events[୧] |
ଚିକିତ୍ସା | Depends on the type of fluid lost[୧] |
ପୁନଃପୌନିକ | Relatively common[୧][୩] |
ସ୍ୱଳ୍ପ ପରିମାଣ ସକ ବା ହାଇପୋଭୋଲେମିକ ସକ୍ (ଇଂରାଜୀ ଭାଷାରେ Hypovolemic shock) ହୋଇଥିବା କୁହାଯାଏ ଯେତେବେଳେ ରକ୍ତନଳୀରେ ତରଳ ପଦାର୍ଥ ବା ରକ୍ତ ପରିମାଣ କମ ଥାଏ । । [୨] ଏହି ଅବସ୍ଥାରେ ଶରୀର ଭିତର ତନ୍ତୁମାନଙ୍କୁ ଯଥେଷ୍ଟ ରକ୍ତ ସରବରାହ ହୋଇପାରେ ନାହିଁ | [୨] ପ୍ରାରମ୍ଭିକ ଲକ୍ଷଣରେ ସାଧାରଣତଃ ଦୁର୍ବଳତା, କମ ନାଡ଼ି ଚାପ (narrowed pulse pressure) ଓ ଏବଂ ଦୃତ ହୃଦ୍ଗତି ହାର ହୁଏ | [୧] [୨] ଅବସ୍ଥା ଖରାପ ଦିଗକୁ ଗତି କଲେ ନିମ୍ନ ରକ୍ତ ଚାପ ଦ୍ୱନ୍ଦ୍ୱ କିମ୍ବା ଉତ୍ତେଜନା ହୋଇପାରେ | [୧] ରୋଗ ଜଟିଳ ହେଲେ ଇଲେକ୍ଟ୍ରୋଲାଇଟ ବ୍ୟତିକ୍ରମ, ବୃକ୍କ ବିଫଳତା ଏବଂ ବହୁମୁଖୀ ଅଙ୍ଗ ବିଫଳତା ହୋଇପାରେ | [୧]
ତରଳ ପଦାର୍ଥ କିମ୍ବା କମ ରକ୍ତ ପରିମାଣ ଯୋଗୁ ସକ ହୋଇପାରେ କିନ୍ତୁ ରକ୍ତ ଯୋଗୁ ହେଲେ ତାହାକୁ ହେମୋରେଜିକ ସକ କୁହାଯାଏ | [୧] ବାନ୍ତି, ତରଳ ଝାଡା, ଅତ୍ୟଧିକ ପରିସ୍ରା ଉତ୍ପାଦନ, ଗରମ ପାଣିପାଗ କିମ୍ବା ଅଗ୍ନାଶୟ ପ୍ରଦାହ ଯୋଗୁ ତରଳ ପଦାର୍ଥ କମିଯାଏ । [୧] ଆଘାତ, ପାକସ୍ଥଳୀ-ଅନ୍ତନଳୀ ରକ୍ତସ୍ରାବ କିମ୍ବା ଅଥାନ ଗର୍ଭ ଯୋଗୁ ରକ୍ତହାନୀ ହୋଇପାରେ । [୧] ଲକ୍ଷଣ ଏବଂ ଘଟଣାର ଇତିହାସ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଇପାରେ | [୧]
ତରଳ ପଦାର୍ଥର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ | [୧] ଯେଉଁମାନେ ରକ୍ତ ହରାଇଛନ୍ତି ସେମାନଙ୍କ ପାଇଁ ରକ୍ତସ୍ରାବ ବନ୍ଦ କରିବା, ରକ୍ତ ପ୍ରସ୍ତୁତକାରୀ ଦ୍ରବ୍ୟ, ଟ୍ରାନେକ୍ସାମିକ୍ ଏସିଡ୍ ଏବଂ ଅସ୍ତ୍ରୋପଚାର ପରାମର୍ଶ ଦିଆଯାଏ । [୪] କେବଳ ତରଳ ପଦାର୍ଥ କମ ଥିଲେ ଶିରାଭ୍ୟନ୍ତର କ୍ରିସ୍ଟାଲଏଡ ତରଳ ପଦାର୍ଥ ସାଧାରଣତଃ ବ୍ୟବହୃତ ହୋଇଥାଏ । [୧] ଏହାର ମୂଳ କାରଣକୁ ମଧ୍ୟ ସମାଧାନ କରାଯିବା ଉଚିତ୍ । [୧] ସ୍ୱଳ୍ପ ପରିମାଣ ସକ ବା ହାଇପୋଭୋଲେମିକ୍ ଶକ୍ କେତେଥର ଘଟେ ତାହା ଅସ୍ପଷ୍ଟ | [୧] ପିଲାମାନେ ଆଘାତପ୍ରାପ୍ତ ହେଲେ ଏହା ସାଧାରଣ୍ୟତଃ ଘଟିଥାଏ | [୧] [୩]
ଆଧାର
- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Taghavi, S; Askari, R (January 2020). "Hypovolemic Shock". PMID 30020669.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ International Trauma Life Support for Emergency Care Providers (8 ed.). Pearson Education Limited. 2018. pp. 172–173. ISBN 978-1292-17084-8.
- ↑ ୩.୦ ୩.୧ Atluri, Pavan (2006). The Surgical Review: An Integrated Basic and Clinical Science Study Guide (in ଇଂରାଜୀ). Lippincott Williams & Wilkins. p. 265. ISBN 978-0-7817-5641-9.
- ↑ Hooper, N; Armstrong, TJ (January 2020). "Hemorrhagic Shock". PMID 29262047.
{{cite journal}}
: Cite journal requires|journal=
(help)