"ଆଲ୍ଟେପ୍ଲେସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "User:Mr. Ibrahem/Alteplase"
(କିଛି ବଦଳିନାହିଁ)

୧୦:୦୬, ୨୫ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଆଲ୍ଟେପ୍ଲେସ
Clinical data
Trade namesActivase, Actilyse, others
Synonymst-PA, rt-PA
AHFS/Drugs.commonograph
data
Pregnancy
category
  • US: C (Risk not ruled out) [୧]
Legal status
Legal status
Chemical and physical data
FormulaC2569H3928N746O781S40
Molar mass୫୯,୦୪୨.୫୨ g·mol−1
  (verify)

ଆଲ୍ଟେପ୍ଲେସ (ଇଂରାଜୀ ଭାଷାରେ Alteplase/ T-PA) ଏକ ଥ୍ରମ୍ବୋଲାଇଟିକ ଔଷଧ ଯାହା ଆକ୍ୟୁଟ ଏସଟି ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାର୍କସନ, ନିମ୍ନ ରକ୍ତଚାପ ଜନିତ ପଲମୋନାରି ଏମ୍ବୋଲିଜ୍ମ, ଆକ୍ୟୁଟ ଇସକେମିକ ଷ୍ଟ୍ରୋକ ଓ ଅବରୋଧ ହୋଇଥିବା ସେଣ୍ଟ୍ରାଲ ଭେନସ ଆକସେସ ଡିଭାଇସମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । [୨] ଏହା ଶିରା ବା ଧମନୀରେ ଇଞ୍ଜେକସନ ଆକାରରେ ଦିଆଯାଏ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାକ୍ରାନିଆଲ ରକ୍ତସ୍ରାବ ଓ ପାକସ୍ଥଳୀ-ଅନ୍ତନଳୀରେ ରକ୍ତସ୍ରାବ ହୋଇପାରେ | [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୱଚିତ୍ ଆଲର୍ଜି ପ୍ରତିକ୍ରିୟା ଅନୁଭୁତ ହୋଇପାରେ | [୨] ଜେନ୍ଟାମାଇସିନ ଓଷଧର ଆଲର୍ଜି ନିମନ୍ତେ ଏହା ଦିଆଯାଏ ନାହିଁ | [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଏହାର ନିରାପତ୍ତା ଅସ୍ପଷ୍ଟ ଅଟେ | [୧] ଏହା ତନ୍ତୁ ପ୍ଲାଜମିନୋଜେନ ଆକ୍ଟିଭେଟର ଆକାରରେ ପ୍ରସ୍ତୁତ କରାଯାଏ | [୨] ଜମାଟ ରକ୍ତରେ ଥିବା ପ୍ଲାଜମିନୋଜେନ‌କୁ ଏହା ପ୍ଲଜମିନରେ ପରିଣତ କରିଦିଏ । [୨]

ସନ ୧୯୮୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ଆଲଟେପ୍ଲେସ ଅନୁମୋଦିତ ହୋଇଥିଲା। [୨] [୪] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହା ନାମ ଲିପିବଦ୍ଧ ଅଛି । [୫] ଯୁକ୍ତରାଜ୍ୟରେ ୨୦୧୮ରେ ଗୋଟିଏ ଚିକିତ୍ସା ପାଇଁ ପ୍ରାୟ £ 864 ଖର୍ଚ୍ଚ ହୋଇଛି। [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୧୯ରେ ପ୍ରାୟ ୯,୧୯୭ ଆମେରିକୀୟ ଡଲାର ଥିଲା ।[୬]

ଆଧାର

  1. ୧.୦ ୧.୧ "Alteplase Use During Pregnancy". Drugs.com. Retrieved 12 November 2019. ଆଧାର ଭୁଲ: Invalid <ref> tag; name "Preg2019" defined multiple times with different content
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Alteplase Monograph for Professionals". Drugs.com. Retrieved 11 November 2019. ଆଧାର ଭୁଲ: Invalid <ref> tag; name "AHFS2019" defined multiple times with different content
  3. ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. p. 216. ISBN 9780857113382. ଆଧାର ଭୁଲ: Invalid <ref> tag; name "BNF76" defined multiple times with different content
  4. "Activase: FDA-Approved Drugs". U.S. Food and Drug Administration (FDA). Retrieved 4 January 2020.
  5. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  6. "Activase Prices, Coupons & Patient Assistance Programs". Drugs.com. Retrieved 12 November 2019.