"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗ: 2017 source edit
No edit summary
ଟ୍ୟାଗ: 2017 source edit
୫୬ କ ଧାଡ଼ି: ୫୬ କ ଧାଡ଼ି:
ଦିଲୀପ ୧୯୬୧ ମସିହାରେ ଗଙ୍ଗା ଯମୁନା ଚଳଚ୍ଚିତ୍ରର ପ୍ରଯୋଜକ, ଲେଖକ ଓ ଅଭିନେତା ଥିଲେ ଯେଉଁଥିରେ ହିରୋଇନ ଥିଲେ ବୈଜୟନ୍ତୀମାଳା ଓ ତାଙ୍କର ଭାଇ ନସୀର ଖାନ ମଧ୍ୟ ଅଭିନୟ କରିଥିଲେ, ଯାହା ତାଙ୍କର ଏକମାତ୍ର ପ୍ରଯୋଜନା ଥିଲା । ପ୍ରତ୍ଯେକ ସିନରେ ବୈଜୟନ୍ତୀମାଳାଙ୍କର ପିନ୍ଧିବା ଶାଢୀ ସେ ହିଁ ପସନ୍ଦ କରୁଥିଲେ । ଏହି ଚଳଚ୍ଚିତ୍ର ସର୍ବୋତ୍ତମ ଫିଚର ଫିଲ୍ମ ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବୋସ୍ଟନ ଇଣ୍ଟରନ୍ୟାସନାଲ ଫିଲିମ ଉତ୍ସବରେ ପଲ ରେଭେରେ ସିଲଭର ପୁରସ୍କାର, ପ୍ରେଗରେ ଅନୁଷ୍ଠିତ ଚେକୋସ୍ଲୋଭାକ ଏକାଡେମୀର ସ୍ପେସିଆଲ ଅନର ଡିପ୍ଲୋମା ଓ କାରଲୋଭୀ ଭାରି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ପେସିଆଲ ପୁରସ୍କାର ଲାଭ କରିଥିଲା । <ref>{{Cite web|title=The Last of the legends, goodbye Dilip saab - Times of India|url=https://timesofindia.indiatimes.com/entertainment/hindi/bollywood/news/the-last-of-the-legends-goodbye-dilip-saab/articleshow/84192807.cms|access-date=7 July 2021|website=The Times of India|language=en}}</ref>
ଦିଲୀପ ୧୯୬୧ ମସିହାରେ ଗଙ୍ଗା ଯମୁନା ଚଳଚ୍ଚିତ୍ରର ପ୍ରଯୋଜକ, ଲେଖକ ଓ ଅଭିନେତା ଥିଲେ ଯେଉଁଥିରେ ହିରୋଇନ ଥିଲେ ବୈଜୟନ୍ତୀମାଳା ଓ ତାଙ୍କର ଭାଇ ନସୀର ଖାନ ମଧ୍ୟ ଅଭିନୟ କରିଥିଲେ, ଯାହା ତାଙ୍କର ଏକମାତ୍ର ପ୍ରଯୋଜନା ଥିଲା । ପ୍ରତ୍ଯେକ ସିନରେ ବୈଜୟନ୍ତୀମାଳାଙ୍କର ପିନ୍ଧିବା ଶାଢୀ ସେ ହିଁ ପସନ୍ଦ କରୁଥିଲେ । ଏହି ଚଳଚ୍ଚିତ୍ର ସର୍ବୋତ୍ତମ ଫିଚର ଫିଲ୍ମ ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବୋସ୍ଟନ ଇଣ୍ଟରନ୍ୟାସନାଲ ଫିଲିମ ଉତ୍ସବରେ ପଲ ରେଭେରେ ସିଲଭର ପୁରସ୍କାର, ପ୍ରେଗରେ ଅନୁଷ୍ଠିତ ଚେକୋସ୍ଲୋଭାକ ଏକାଡେମୀର ସ୍ପେସିଆଲ ଅନର ଡିପ୍ଲୋମା ଓ କାରଲୋଭୀ ଭାରି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ପେସିଆଲ ପୁରସ୍କାର ଲାଭ କରିଥିଲା । <ref>{{Cite web|title=The Last of the legends, goodbye Dilip saab - Times of India|url=https://timesofindia.indiatimes.com/entertainment/hindi/bollywood/news/the-last-of-the-legends-goodbye-dilip-saab/articleshow/84192807.cms|access-date=7 July 2021|website=The Times of India|language=en}}</ref>


ବ୍ରିଟିଶ ନିର୍ଦ୍ଦେଶକ ଡେଭିଡ ଲିନ ([[:en:David Lean|David Lean]]) ତାଙ୍କର ଲରେନ୍ସ ଅଫ ଆରବିଆ ( ''[[:en:Lawrence of Arabia (film)|Lawrence of Arabia]]'') ଚଳଚ୍ଚିତ୍ରରେ ସେରିଫ ଅଲି ଚରିତ୍ରରେ ଅଭିନୟ କରିବାକୁ ୧୯୬୨ ମସିହାରେ ଦିଲ୍ଲୀପଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ମନା କରିଥିଲେ ।<ref>{{cite news |url=http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |title=Dilip Kumar's Hollywood dis-connection |access-date=2 December 2010 |work=The Times Of India |archive-url=https://web.archive.org/web/20170810012123/http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |archive-date=10 August 2017 |url-status=live }}</ref> ଏହି ଭୂମିକାଟିକୁ ମିଶରର ଅଭିନେତା ଓମର ସରିଫଙ୍କୁ ଦିଆଗଲା । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, “ଓମର ତାଙ୍କ ଅପେକ୍ଷା ଅଧିକ ଭଲ ରୂପେ ଅଭିନୟ କରିଥିଲେ ବୋଲି ସେ ନିଜେ ଭାବୁଥିଲେ ।“<ref>{{cite web|url=http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|title=Dilip of Arabia?|work=The Times of India|access-date=21 December 2015|archive-url=https://web.archive.org/web/20160130214332/http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|archive-date=30 January 2016|url-status=live}}</ref> ପରବର୍ତ୍ତୀ ସମୟରେ ଲିନ ତାଙ୍କୁ ‘ତାଜ ମହଲ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ନିମନ୍ତେ ବାଛିଥିଲେ, କିନ୍ତୁ ତାହା ବନ୍ଦ ହୋଇଯାଇଥିଲା । <ref>{{cite news |title=Idea of Dilip Kumar, Elizabeth Taylor pairing scared Saira |url=https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |work=[[India Today]] |date=13 December 2015 |language=en |access-date=15 January 2019 |archive-date=11 October 2020 |archive-url=https://web.archive.org/web/20201011133852/https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |url-status=live }}</ref>
ବ୍ରିଟିଶ ନିର୍ଦ୍ଦେଶକ ଡେଭିଡ ଲିନ ([[:en:David Lean|David Lean]]) ତାଙ୍କର ଲରେନ୍ସ ଅଫ ଆରବିଆ ( ''[[:en:Lawrence of Arabia (film)|Lawrence of Arabia]]'') ଚଳଚ୍ଚିତ୍ରରେ ସେରିଫ ଅଲି ଚରିତ୍ରରେ ଅଭିନୟ କରିବାକୁ ୧୯୬୨ ମସିହାରେ ଦିଲ୍ଲୀପଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ ।<ref>{{cite news |url=http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |title=Dilip Kumar's Hollywood dis-connection |access-date=2 December 2010 |work=The Times Of India |archive-url=https://web.archive.org/web/20170810012123/http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |archive-date=10 August 2017 |url-status=live }}</ref> ଏହି ଭୂମିକାଟିକୁ ମିଶରର ଅଭିନେତା ଓମର ସରିଫଙ୍କୁ ଦିଆଗଲା । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, “ଓମର ତାଙ୍କ ଅପେକ୍ଷା ଅଧିକ ଭଲ ରୂପେ ଅଭିନୟ କରିଥିଲେ ବୋଲି ସେ ନିଜେ ଭାବୁଥିଲେ ।“<ref>{{cite web|url=http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|title=Dilip of Arabia?|work=The Times of India|access-date=21 December 2015|archive-url=https://web.archive.org/web/20160130214332/http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|archive-date=30 January 2016|url-status=live}}</ref> ପରବର୍ତ୍ତୀ ସମୟରେ ଲିନ ତାଙ୍କୁ ‘ତାଜ ମହଲ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ନିମନ୍ତେ ବାଛିଥିଲେ, କିନ୍ତୁ ତାହା ବନ୍ଦ ହୋଇଯାଇଥିଲା । <ref>{{cite news |title=Idea of Dilip Kumar, Elizabeth Taylor pairing scared Saira |url=https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |work=[[India Today]] |date=13 December 2015 |language=en |access-date=15 January 2019 |archive-date=11 October 2020 |archive-url=https://web.archive.org/web/20201011133852/https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |url-status=live }}</ref>


== ଆଧାର ==
== ଆଧାର ==

୦୭:୧୭, ୧୩ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଦିଲ୍ଲୀପ କୁମାର
Amitabh Bachchan December 2013
Amitabh Bachchan December 2013
Born (1922-12-11) ୧୧ ଡିସେମ୍ବର ୧୯୨୨ (ବୟସ ୧୦୧)
Occupation(s)ଅଭିନେତା, ପ୍ରଯୋଜକ
Years active୧୯୬୯- ଏପର୍ଯ୍ୟନ୍ତ
Spouseସାଏରା ବାନୁ (୧୯୬୬- ଏପର୍ଯ୍ୟନ୍ତ)
ଅସମା ସାହିବା (୧୯୭୯-୧୯୮୨)
Signature

ଦିଲୀପ କୁମାର (ଜନ୍ମ ନାମ ନାମ ମୋହମ୍ମଦ ୟୁସୁଫ ଖାନ; ୧୧ ଡିସେମ୍ବର ୧୯୨୨ – ୭ ଜୁଲାଇ ୨୦୨୧) ଜଣେ ଭାରତୀୟ ଅଭିନେତା ଓ ଚଳଚିତ୍ର ନିର୍ମାତା ଥିଲେ ତଥା ହିନ୍ଦୀ ଚଳଚିତ୍ରରେ ଅଭିନୟ ନିମନ୍ତେ ଜଣାଶୁଣା ଥିଲେ ।[୧] ଅଧିକ ଦୁଃଖାତ୍ମକ ଅଭିନୟ କରୁଥିବା ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ନାମରେ ଅନେକ ସମ୍ବୋଧିତ କରୁଥିଲେ ।[୨] ସେ ବଲିଉଡ ଜଗତରେ ଥିବା ପ୍ରଥମ ଖାନ ("The First Khan") ଥିଲେ[୩][୪] ଚଳଚ୍ଚିତ୍ର ଜଗତର ସେ ସର୍ବପ୍ରଥମ ସଫଳ ଅଭିନେତା ଥିଲେ ଯିଏ କି ଏକ ସ୍ୱତନ୍ତ୍ର ଧରଣର ଅଭନୟ କରୁଥିଲେ । ସେ ପ୍ରଥମ ଓ ସର୍ବାଧିକ ଫିଲିମ ଫେୟାର ଆୱାର୍ଡ ପାଇ ରେକର୍ଡ଼ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଶାହରୁଖ ଖାନ ସମତୁଲ କରିଥିଲେ । [୫][୬]

ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (Jwar Bhata) - ୧୯୪୪), ଯାହା ବମ୍ବେ ଟକିଜ ( Bombay Talkies) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (Andaz – ୧୯୪୯), ଆନ (Aan – ୧୯୫୨), ସାମାଜିକ ନାଟକ ଦାଗ (Daag – ୧୯୫୨), ନାଟକୀୟ ଦେବଦାସ (Devdas – ୧୯୫୫), ହାସ୍ୟରସାତ୍ମକ ଆଜାଦ (Azaad – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (Mughal-e-Azam – ୧୯୬୦), ସାମାଜିକ ଡକାୟତ (dacoit crime) ନାଟକ ଗଙ୍ଗା ଯମୁନା ( Gunga Jamuna – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ ( Ram Aur Shyam - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି (highest-grossing film in India) ।

ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (Kranti – ୧୯୮୧), ଶକ୍ତି (Shakti – ୧୯୮୨), ମାର୍ଶାଲ (Mashaal – ୧୯୮୪), କର୍ମା (Karma – ୧୯୮୬) ଓ ସୌଦାଗର (Saudagar – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (Qila – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।

ଦିଲୀପ କୁମାରଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ମିଡ଼ିଆ ଚର୍ଚ୍ଚାରେ ରହୁଥିଲା । ଅଭିନେତ୍ରୀ ଓ ସହ-ଅଭିନେତ୍ରୀ ମଧୁବାଲାଙ୍କ Madhubala ସାଥିରେ ଦୀର୍ଘକାଳର ସମ୍ପର୍କ ନୟାଦୌର (Naya Daur court case) ଚଳଚ୍ଚିତ୍ର ପରେ ୧୯୫୭ ମସିହାରେ ସମାପ୍ତ ହୋଇଯାଇଥିଲା ।[୭] ସେ ୧୯୬୬ ମସିହାରେ ଅଭିନେତ୍ରୀ ସାଇରା ବାନୁଙ୍କ (Saira Banu) ସହିତ ବିବାହ କରିବା ପରେ ତାଙ୍କର ବାନ୍ଦ୍ରା ବାସଭବନରେ (Bandra) ମୃତ୍ୟୁ ପର୍ଯ୍ୟନ୍ତ (୨୦୨୧ ମସିହା) ରହୁଥିଲେ । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ (Padma Bhushan) ଓ ୨୦୧୫ ମସିହାରେ ପଦ୍ମ ବିଭୂଷଣ (Padma Vibhushan) ପଦବୀରେ ସମ୍ମାନିତ କରିଥିଲେ ଯାହାକି ଦେଶର ଦ୍ଵିତୀୟ ଓ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ । ଚଳଚ୍ଚିତ୍ର ଜଗତକୁ ଅବଦାନ ନିମନ୍ତେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର (Dadasaheb Phalke Award) ୧୯୯୪ ମସିହାରେ ତାଙ୍କୁ ଦିଆଯାଇଥିଲା । ପାକିସ୍ଥାନ ସରକାର ୧୯୯୮ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ଇମତିଆଜ (Nishan-e-Imtiaz) ଦିଲ୍ଲୀପଙ୍କୁ ଦେଇ ସମ୍ମାନିତ କରିଥିଲେ ଓ ସେ ଏକମାତ୍ର ଭାରତୀୟ ଯିଏ କି ସେହି ସମ୍ମାନର ଅଧିକାରୀ ହୋଇଛନ୍ତି ।

ପ୍ରାରମ୍ଭିକ ଜୀବନ

ଦିଲ୍ଲୀପଙ୍କ ପ୍ରଥମ ନାମ ଥିଲା ମୋହମ୍ମଦ ୟୁସୁଫ ଖାନ ମୋହମ୍ମଦ ୟୁସୁଫ ଖାନ[୮] ଓ ସେ ୧୧ ଡିସେମ୍ବର ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଘର ବ୍ରିଟିଶ ରାଜରେ ଥିବା ପେଷାୱାରର (Peshawar) କିସ ଖବାଣୀ ବଜାରରେ (Qissa Khawani Bazaar) ଥିଲା ଓ ସେ ଏକ ହିଣ୍ଡକୋ ଭାଷାଭାଷୀ ଆବାନ ପରିବାରର (Hindko-speaking Awan) ନିଜସ୍ଵ ବାସସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ଯାହା ଏବେ ପାକିସ୍ଥାନର ଖାଇବର ପାଖତୁନଖ୍ଵାରେ (Khyber Pakhtunkhwa) ଅଛି । [୯] ଲାଲା ଗୁଲାମ ସର୍ବର ଖାନ ଓ ଆୟେସା ବେଗମଙ୍କ ଔରସରୁ ଜାତ ୧୨ ଜଣ ପିଲାଙ୍କ ମଧ୍ୟରୁ ସେ ଜଣେ ଥିଲେ । ତାଙ୍କ ପିତା ଜଣେ ଫଳ ବେପାରୀ ଥିଲେ ।[୧୦]

ଦିଲ୍ଲୀପଙ୍କ ଶିକ୍ଷା ନାସିକର (Nashik) ଦେଓଲାଲିରେ (Deolali) ଥିବା ବାରନେସ ସ୍କୁଲରେ (Barnes School) ସମାହିତ ହୋଇଥିଲା ।[୧୧] ରାଜ କପୁର ତାଙ୍କର ପଡୋଶୀ ଭାବରେ ତାଙ୍କର ପିଲାଦିନର ସାଥି ଥିଲେ ଓ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ସହକର୍ମୀ ଥିଲେ ।[୪]

ତାଙ୍କର ମୂଳ ନାମ ୟୁସୁଫ ଖାନ ଥିଲେ ମଧ୍ୟ ସେହି ନାମରେ ସେ କୌଣସି ଅଭିନୟ କରିନାହାନ୍ତି ଓ ୧୯୪୪ ମସିହାରେ ପ୍ରସ୍ତୁତ ପ୍ରଥମ ଚଳଚ୍ଚିତ୍ର ଜୁଆର ଭଟାରୁ ଆରମ୍ଭ କରି ଦିଲୀପ କୁମାର ନାମରେ ଶେଷ ପର୍ଯ୍ୟନ୍ତ ଅଭିନୟ କରିଛନ୍ତି । ତାଙ୍କର ଜୀବନୀ ଦିଲୀପ କୁମାର: ଦି ସବଷ୍ଟାନ୍ସ ଆଣ୍ଡ ଦି ସାଡୋ ପୁସ୍ତକରେ ସେ ଲେଖିଛନ୍ତି, ଜୁଆର ଭଟା ଚଳଚ୍ଚିତ୍ରର ଜଣେ ପ୍ରଯୋଜିକା ଦେବିକା ରାଣୀ (Devika Rani) ତାଙ୍କର ନାମ ଦିଲୀପ କୁମାର ରଖିବାକୁ ପ୍ରସ୍ତାବ ଦେଇଥିଲେ ।[୧୨] ସନ ୧୯୭୦ର ଏକ ଇଣ୍ଟରଭିଉରେ ସେ କହିଥିଲେ ଯେ ଚଳଚ୍ଚିତ୍ର ପେସାକୁ ତାଙ୍କର ପିତା ଆଦୌ ପସନ୍ଦ କରୁନଥିବାରୁ ସେ ଭୟରେ ଏହି ନାମ ଗ୍ରହଣ କରିଥିଲେ ।[୧୩][୧୪]

ପେସା

୧୯୪୦: ପ୍ରଥମ ଚଳଚ୍ଚିତ୍ର ଓ ପ୍ରାରମ୍ଭିକ ସଫଳତା

ଦିଲୀପ କୁମାରଙ୍କ ପ୍ରଥମ ଚଳଚ୍ଚିତ୍ର ଜୁଆର ଭଟା କାହାରି ପସନ୍ଦ ହେଲାନି । କିଛି ଅସଫଳତା ପରେ ସନ ୧୯୪୭ରେ ନୁର ଯେହାନ ସହିତ ଅଭିନୟ କରିଥିବା ଯୁଗନୁ (Jugnu) ଚଳଚ୍ଚିତ୍ର ପ୍ରଥମ ଥର ପାଇଁ ହିଟ ହୋଇଥିଲା । [୧୫] ପରବର୍ତ୍ତୀ କାଳରେ ୧୯୪୮ ମସିହାରେ ନିର୍ମିତ ଶହୀଦ (Shaheed) ଓ ମେଲା (Mela) ଚଳଚ୍ଚିତ୍ର ହିଟ ହୋଇଥିଲା ।[୧୬]

ଅନ୍ଦାଜ (Andaz – (୧୯୪୯)

ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦିଲୀପ କୁମାର, ରାଜ କପୁର (ଅଭିନେତା Raj Kapoor) ଓ ନରଗିସ (Nargis) ।

ସନ ୧୯୪୯ରେ ମେହବୁବ ଖାନଙ୍କର (Mehboob Khan) ମହତ୍ତ୍ଵପୂର୍ଣ୍ଣ ଅନ୍ଦାଜ ଚଳଚ୍ଚିତ୍ରରେ (Andaz) ସେ ରାଜ କପୁର (ଅଭିନେତା Raj Kapoor) ଓ ନରଗିସ (Nargis) ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶବନମ (Shabnam) ଚଳଚ୍ଚିତ୍ର ଆଉ ଏକ ହିଟ ହୋଇଥିଲା । [୧୫]

୧୯୫୦ ଦଶକ: କର୍ମମୟ ବର୍ଷ

ସେ ୧୯୫୦ ଦଶକରେ ମୁଖ୍ୟ ଭୂମିକାରେ ସଫଳତା ସହିତ କାମ କରିଥିବା ଅନେକ ବକ୍ସ ଅଫିସ ହିଟ ହୋଇଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ Kumar went on to have success in the 1950s playing leading roles in several box office hits such as ଯୋଗନ (Jogan – ୧୯୫୦), ବାବୁଲ Babul – ୧୯୫୦), ହଲଚଲ (Hulchul – ୧୯୫୧), ଦୀଦାର (Deedar – ୧୯୫୧), ତରାନା (Tarana – ୧୯୫୧), ଦାଗ Daag – ୧୯୫୨), ସଂଗଦିଲ (Sangdil – ୧୯୫୨), ସିକସ୍ତ (Shikast – ୧୯୫୩), ଅମର (Amar – ୧୯୫୪), ଉଡ଼ନ ଖଟୋଲା (Uran Khatola – ୧୯୫୫), ଦେବ ଆନନ୍ଦ (Dev Anand) ସାଥିରେ ଇନସାନିୟତ (Insaniyat – ୧୯୫୫), ଦେବଦାସ (Devdas – ୧୯୫୫), ନୟା ଦୌର Naya Daur – ୧୯୫୭), ୟହୁଦୀ (Yahudi – ୧୯୫୮), ମଧୁମତୀ (Madhumati – ୧୯୫୮) ଓ ପୈଗାମ (Paigham ୧୯୫୯).[୧୭] ଏହିପରି କେତେକ ଅଭିନୟ ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ଅଭିନେତା କୁହାଯାଉଥିଲା [୧୮] ଅଧିକାଂଶ ଚଳଚ୍ଚିତ୍ରରେ ଦୁଃଖମୟ ଭୂମିକା ନିର୍ବାହ କରୁଥିବା ଯୋଗୁ ତାଙ୍କର ଅବସାଦ ବେମାରୀ ହେବାରୁ ଡାକ୍ତରଙ୍କ ଉପଦେଶ ଅନୁସାରେ ସେ ହାସ୍ୟ ରସାତ୍ମକ ଭୂମିକାରେ କାମ କଲେ ।[୧୯] ମେହବୁବ ଖାନଙ୍କର Mehboob Khan's big-budget 1952 ବଡ଼ ବଜେଟ ଚଳଚ୍ଚିତ୍ର ସଙ୍ଗୀତମୟ ହାଲୁକା ଭୂମିକାରେ କାମ କରିଥିବା ଆନ (Aan) ସଫଳ ହୋଇଥିଲା ।[୨୦] ଏହା ତାଙ୍କର ପ୍ରଥମ ଟେକ୍ନି କଲରରେ ପ୍ରସ୍ତୁତ ଚଳଚ୍ଚିତ୍ର ଥିଲା ଯାହା ସାରା ୟୁରୋପ ଓ ବିଶେଷତଃ ଲଣ୍ଡନରେ ପ୍ରଦର୍ଶିତ ହୋଇଥିଲା ।[୨୧] ତାଙ୍କ ଅଭିନୀତ କେତେକ ସଫଳ ହାଲୁକା ଚଳଚ୍ଚିତ୍ରମାନଙ୍କର ନାମ ଆଜାଦ (Azaad – ୧୯୫୫) ଯେଉଁଥିରେ ଚୋର ଭୂମିକା ଥିଲା ଓ ସଙ୍ଗୀତମୟ ରୋମାଣ୍ଟିକ କୋହିନୁର (Kohinoor – ୧୯୬୦) ଯେଉଁଥିରେ ରାଜପୁତ୍ର ଚରିତ୍ରରେ ଅଭିନୟ କରିଥିଲେ ।[୧୮]

ଦାଗ ଚଳଚ୍ଚିତ୍ର ନିମନ୍ତେ ସେ ପ୍ରଥମ ଫିଲ୍ମଫେୟାର ପୁରସ୍କାର (Filmfare Best Actor Award) ବିଜେତା ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଏହି ପୁରସ୍କାର ୭ ଥର ପାଇଥିଲେ ।[୨୨][୨୩] ପରଦାରେ ଯୋଡ଼ିଦାର ହୋଇଥିବା ସେ କାଳର ଶୀର୍ଷ ସ୍ଥାନୀୟ ଅଭିନେତ୍ରୀମାନଙ୍କର ନାମ ବୈଜୟନ୍ତିମାଳା (Vyjayanthimala), ମଧୁବାଲା (Madhubala), ନରଗିସ (Nargis), ନିମି (Nimmi), ମୀନା କୁମାରୀ (Meena Kumari), ଓ କାମିନୀ କୌଶଳ (Kamini Kaushal) ଥିଲା। [୨୪] ୧୯୫୦ ଦଶକରେ ତାଙ୍କ ଅଭିନୀତ ୯ଟି ଚଳଚ୍ଚିତ୍ର ସର୍ବାଧିକ ରୋଜଗାର କରିଥିଲା ।[୨୫]

ଦିଲ୍ଲୀପ ୧୯୫୦ ମସିହାରୁ ତାଙ୍କର ପାଉଣା ବାବଦକୁ ପ୍ରତି ଚଳଚ୍ଚିତ୍ର ପିଛା ଏକ ଲକ୍ଷ ଟଙ୍କା ନେଉଥିଲେ ଯାହା ୨୦୧୯ ମସିହାର ମୂଲ୍ୟାୟନରେ ପ୍ରାୟ ୮୫ ଲକ୍ଷ ଟଙ୍କା ହେବ । (Indian Rupee ₹1 lakh (US$୨,୨୦୦)) [୨୬]

Kumar with actress ମୀନା କୁମାରୀଙ୍କ Meena Kumari ସହିତ ଦିଲ୍ଲୀପ ୟହୁଦୀ (Yahudi) ଚଳଚ୍ଚିତ୍ରରେ (୧୯୫୮)

୧୯୬୦ ଦଶକ: ମୁଗଲ-ଏ-ଆଜମ ଓ ପ୍ରଯୋଜକ ପ୍ରସ୍ତୁତି

ରାଜପୁତ୍ର ସଲିମ ଭୂମିକା ଅବତୀର୍ଣ୍ଣ ଦିଲୀପ କେ ଅସିଫଙ୍କର ବିରାଟ ବଜେଟରେ ପ୍ରସ୍ତୁତ ଐତିହାସିକ ମୁଗଲ-ଏ-ଆଜମ ଭାରତୀୟ ଇତିହାସରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତାରେ ଏଗାର ବର୍ଷ ଧରି ରହିଥିଲା । ୧୯୭୧ ରେ ନିର୍ମିତ ହାତୀ ମେରେ ସାଥି ଓ ୧୯୭୫ ରେ ଶୋଲେ ଏହାକୁ ଟପିଥିଲେ । କିନ୍ତୁ ମୁଗଲ-ଏ-ଆଜମ ମୁଦ୍ରାସ୍ଫୀତି ହିସାବକୁ ନେଲେ ୨୦୧୦ ସୁଦ୍ଧା ଏହା ୨୦୧୧ ରେ ପ୍ରସ୍ତୁତ ୧୦୦୦ କୋଟି କ୍ଳବର ସଦସ୍ୟ ହୋଇପାରିଥିଲା ।[୨୭]ଆଧାର ଭୁଲ: <ref> ଟ୍ୟାଗ ପାଇଁ ବନ୍ଦକରିବା </ref> ନାହିଁ[୨୮]

ଦିଲୀପ ୧୯୬୧ ମସିହାରେ ଗଙ୍ଗା ଯମୁନା ଚଳଚ୍ଚିତ୍ରର ପ୍ରଯୋଜକ, ଲେଖକ ଓ ଅଭିନେତା ଥିଲେ ଯେଉଁଥିରେ ହିରୋଇନ ଥିଲେ ବୈଜୟନ୍ତୀମାଳା ଓ ତାଙ୍କର ଭାଇ ନସୀର ଖାନ ମଧ୍ୟ ଅଭିନୟ କରିଥିଲେ, ଯାହା ତାଙ୍କର ଏକମାତ୍ର ପ୍ରଯୋଜନା ଥିଲା । ପ୍ରତ୍ଯେକ ସିନରେ ବୈଜୟନ୍ତୀମାଳାଙ୍କର ପିନ୍ଧିବା ଶାଢୀ ସେ ହିଁ ପସନ୍ଦ କରୁଥିଲେ । ଏହି ଚଳଚ୍ଚିତ୍ର ସର୍ବୋତ୍ତମ ଫିଚର ଫିଲ୍ମ ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବୋସ୍ଟନ ଇଣ୍ଟରନ୍ୟାସନାଲ ଫିଲିମ ଉତ୍ସବରେ ପଲ ରେଭେରେ ସିଲଭର ପୁରସ୍କାର, ପ୍ରେଗରେ ଅନୁଷ୍ଠିତ ଚେକୋସ୍ଲୋଭାକ ଏକାଡେମୀର ସ୍ପେସିଆଲ ଅନର ଡିପ୍ଲୋମା ଓ କାରଲୋଭୀ ଭାରି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ପେସିଆଲ ପୁରସ୍କାର ଲାଭ କରିଥିଲା । [୨୯]

ବ୍ରିଟିଶ ନିର୍ଦ୍ଦେଶକ ଡେଭିଡ ଲିନ (David Lean) ତାଙ୍କର ଲରେନ୍ସ ଅଫ ଆରବିଆ ( Lawrence of Arabia) ଚଳଚ୍ଚିତ୍ରରେ ସେରିଫ ଅଲି ଚରିତ୍ରରେ ଅଭିନୟ କରିବାକୁ ୧୯୬୨ ମସିହାରେ ଦିଲ୍ଲୀପଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ ।[୩୦] ଏହି ଭୂମିକାଟିକୁ ମିଶରର ଅଭିନେତା ଓମର ସରିଫଙ୍କୁ ଦିଆଗଲା । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, “ଓମର ତାଙ୍କ ଅପେକ୍ଷା ଅଧିକ ଭଲ ରୂପେ ଅଭିନୟ କରିଥିଲେ ବୋଲି ସେ ନିଜେ ଭାବୁଥିଲେ ।“[୩୧] ପରବର୍ତ୍ତୀ ସମୟରେ ଲିନ ତାଙ୍କୁ ‘ତାଜ ମହଲ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ନିମନ୍ତେ ବାଛିଥିଲେ, କିନ୍ତୁ ତାହା ବନ୍ଦ ହୋଇଯାଇଥିଲା । [୩୨]

ଆଧାର

  1. "Dilip Kumar is my idol and inspiration: Amitabh Bachchan - The Times of India". Timesofindia.indiatimes.com. 11 December 2011. Retrieved 2012-08-06.
  2. Bose, Mrityunjay (7 July 2021). "Dilip Kumar: The undisputed 'Tragedy King'". Deccan Herald. Retrieved 7 July 2021.
  3. "Tragedy king Dilip Kumar turns 88". The Indian Express. 11 December 2010. Archived from the original on 11 October 2020. Retrieved 21 June 2012.
  4. ୪.୦ ୪.୧ "Happy Birthday Dilip Kumar: As Dilip Kumar turns 94, a look at his titanic reputation as India's finest method actor". Indianexpress.com. 11 December 2016. Retrieved 21 March 2019.
  5. Sharma, Vishwamitra (2007). Famous Indians of the 21st Century. Pustak Mahal. p. 196. ISBN 978-81-223-0829-7.
  6. Dawar, Ramesh (2006). Bollywood: yesterday, today, tomorrow. Star Publications. p. 8. ISBN 1-905863-01-2.
  7. "Mid-day: When Dilip Kumar and Madhubala dragged each other to court". www.mid-day.com (in ଇଂରାଜୀ). 18 March 2016. Retrieved 9 July 2021.{{cite web}}: CS1 maint: url-status (link)
  8. TNN (1 December 2017), "Dilip Kumar: Interesting chapters of the actor's life" Archived 11 October 2020 at the Wayback Machine., The Times of India. Retrieved 23 June 2018.
  9. "Dilip Kumar: The Grand Old Man Of Indian Cinema's Legendary Life". NDTV.
  10. "Dilip Kumar, Bollywood's 'Tragedy King', dies aged 98". www.aljazeera.com (in ଇଂରାଜୀ). Retrieved 7 July 2021.
  11. Renuka Vyavahare (28 December 2011). "Here's why Dilip Kumar speaks Marathi fluently!". The Times of India. Archived from the original on 29 October 2013. Retrieved 28 September 2013.
  12. "This is why Dilip Kumar changed his name from Muhammad Yusuf Khan before movie debut | Hindi Movie News - Bollywood - Times of India". timesofindia.indiatimes.com (in ଇଂରାଜୀ). Retrieved 9 July 2021.
  13. "RIP Dilip Kumar: Here's why the legendary actor changed his name". Deccan Herald (in ଇଂରାଜୀ). 7 July 2021. Retrieved 9 July 2021.
  14. "BBC Asian Network - Ray Khan, Pyar, Ishq Aur Judai, Listen to Dilip Kumar's Interview from 1970". BBC (in ବ୍ରିଟିଶ୍‌ ଇଂରାଜୀ). Retrieved 9 July 2021.
  15. ୧୫.୦ ୧୫.୧ "BoxOffice India.com". 6 February 2009. Archived from the original on 6 February 2009. Retrieved 21 March 2019.
  16. VERMA, SUKANYA. "25 Memorable Dilip Kumar Films". Rediff (in ଇଂରାଜୀ). Retrieved 9 July 2021.
  17. "Dilip Kumar's Top 25 Films". Rediff.com. Archived from the original on 11 October 2020. Retrieved 21 March 2019.
  18. ୧୮.୦ ୧୮.୧ "rediff.com, Movies: Tragedy King Dilip Kumar". Rediff.com. Archived from the original on 31 May 2011. Retrieved 6 August 2012.
  19. "Dilip Kumar's autobiography reveals his journey from Peshawar to Bombay - The Indian Express". 28 March 2017. Archived from the original on 28 March 2017. Retrieved 21 March 2019.
  20. "Dilip Kumar's most memorable performances". Filmfare.com. Archived from the original on 11 October 2020. Retrieved 21 March 2019.
  21. "Mehboob's AAN (1952) – Indian Cinema's entry into Europe". Moviemahal.com. 11 January 2017. Retrieved 21 March 2019.
  22. "Filmfare Best Actor Awards - History". Indicine.com. Archived from the original on 14 April 2015. Retrieved 9 April 2017.
  23. "10 Bollywood Actors who Have Won the Highest Filmfare Awards". Foraywhile.com. 3 September 2013. Retrieved 21 March 2019.
  24. Pandya, Sonal. "Dilip Kumar and his leading ladies". Cinestaan.com. Archived from the original on 11 October 2020. Retrieved 21 March 2019.
  25. "Top Earners 1950-1959 (Figures in Ind Rs)". Box Office India. Archived from the original on 17 January 2008. Retrieved 17 January 2008.
  26. "B-Town rewind: The tale of the first Bollywood crore". Mid-Day (in ଇଂରାଜୀ). 16 March 2014. Archived from the original on 16 March 2014. Retrieved 16 November 2017.
  27. "Worth Their Weight In Gold". Box Office India. 1 November 2011. Archived from the original on 15 September 2017.
  28. "Epic movie Mughale-Azam returns in colour cinemascope, digital sound". India Today (in ଇଂରାଜୀ). 22 December 2011. Retrieved 9 July 2021.
  29. "The Last of the legends, goodbye Dilip saab - Times of India". The Times of India (in ଇଂରାଜୀ). Retrieved 7 July 2021.
  30. "Dilip Kumar's Hollywood dis-connection". The Times Of India. Archived from the original on 10 August 2017. Retrieved 2 December 2010.
  31. "Dilip of Arabia?". The Times of India. Archived from the original on 30 January 2016. Retrieved 21 December 2015.
  32. "Idea of Dilip Kumar, Elizabeth Taylor pairing scared Saira". India Today (in ଇଂରାଜୀ). 13 December 2015. Archived from the original on 11 October 2020. Retrieved 15 January 2019.

ଅଧିକ ତ‌ଥ୍ୟ