"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଭୁଲ ସଂଶୋଧନ କରାଗଲା
ଟ୍ୟାଗ: 2017 source edit
ଅଧିକ ତ‌ଥ୍ୟ ଦିଆଗଲା
ଟ୍ୟାଗ: 2017 source edit
୨୧ କ ଧାଡ଼ି: ୨୧ କ ଧାଡ଼ି:


ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (''[[:en:Kranti|Kranti]]'' – ୧୯୮୧), ଶକ୍ତି (''[[:en:Shakti (1982 film)|Shakti]]'' – ୧୯୮୨), ମାର୍ଶାଲ (''[[:en:Mashaal|Mashaal]]'' – ୧୯୮୪), କର୍ମା (''[[:en:Karma (1986 film)|Karma]]'' – ୧୯୮୬) ଓ ସୌଦାଗର (''[[:en:Saudagar (1991 film)|Saudagar]]'' – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (''[[:en:Qila (film)|Qila]]'' – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।
ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (''[[:en:Kranti|Kranti]]'' – ୧୯୮୧), ଶକ୍ତି (''[[:en:Shakti (1982 film)|Shakti]]'' – ୧୯୮୨), ମାର୍ଶାଲ (''[[:en:Mashaal|Mashaal]]'' – ୧୯୮୪), କର୍ମା (''[[:en:Karma (1986 film)|Karma]]'' – ୧୯୮୬) ଓ ସୌଦାଗର (''[[:en:Saudagar (1991 film)|Saudagar]]'' – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (''[[:en:Qila (film)|Qila]]'' – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।

ଦିଲୀପ କୁମାରଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ମିଡ଼ିଆ ଚର୍ଚ୍ଚାରେ ରହୁଥିଲା । ଅଭିନେତ୍ରୀ ଓ ସହ-ଅଭିନେତ୍ରୀ ମଧୁବାଲାଙ୍କ [[:en:Madhubala|Madhubala]] ସାଥିରେ ଦୀର୍ଘକାଳର ସମ୍ପର୍କ ନୟାଦୌର ([[:en:Naya Daur (1957 film)#Production|''Naya Daur'' court case]]) ଚଳଚ୍ଚିତ୍ର ପରେ ୧୯୫୭ ମସିହାରେ ସମାପ୍ତ ହୋଇଯାଇଥିଲା ।<ref>{{Cite web|date=18 March 2016|title=Mid-day: When Dilip Kumar and Madhubala dragged each other to court|url=https://www.mid-day.com/entertainment/bollywood-news/article/when-dilip-kumar-and-madhubala-dragged-each-other-to-court-17052172|url-status=live|access-date=9 July 2021|website=www.mid-day.com|language=en}}</ref> ସେ ୧୯୬୬ ମସିହାରେ ଅଭିନେତ୍ରୀ ସାଇରା ବାନୁଙ୍କ ([[:en:Saira Banu|Saira Banu]]) ସହିତ ବିବାହ କରିବା ପରେ ତାଙ୍କର ବାନ୍ଦ୍ରା ବାସଭବନରେ ([[:en:Bandra|Bandra]]) ମୃତ୍ୟୁ ପର୍ଯ୍ୟନ୍ତ (୨୦୨୧ ମସିହା) ରହୁଥିଲେ । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ ([[:en:Padma Bhushan|Padma Bhushan]]) ଓ ୨୦୧୫ ମସିହାରେ ପଦ୍ମ ବିଭୂଷଣ ([[:en:Padma Vibhushan|Padma Vibhushan]]) ପଦବୀରେ ସମ୍ମାନିତ କରିଥିଲେ ଯାହାକି ଦେଶର ଦ୍ଵିତୀୟ ଓ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ । ଚଳଚ୍ଚିତ୍ର ଜଗତକୁ ଅବଦାନ ନିମନ୍ତେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ([[:en:Dadasaheb Phalke Award|Dadasaheb Phalke Award]]) ୧୯୯୪ ମସିହାରେ ତାଙ୍କୁ ଦିଆଯାଇଥିଲା । ପାକିସ୍ଥାନ ସରକାର ୧୯୯୮ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ଇମତିଆଜ ([[:en:Nishan-e-Imtiaz|Nishan-e-Imtiaz]]) ଦିଲ୍ଲୀପଙ୍କୁ ଦେଇ ସମ୍ମାନିତ କରିଥିଲେ ଓ ସେ ଏକମାତ୍ର ଭାରତୀୟ ଯିଏ କି ସେହି ସମ୍ମାନର ଅଧିକାରୀ ହୋଇଛନ୍ତି ।


== ଆଧାର ==
== ଆଧାର ==

୧୯:୦୬, ୧୦ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଦିଲ୍ଲୀପ କୁମାର
Amitabh Bachchan December 2013
Amitabh Bachchan December 2013
ଜନ୍ମ (1922-12-11) ୧୧ ଡିସେମ୍ବର ୧୯୨୨ (ବୟସ ୧୦୧)
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ
ସକ୍ରିୟ ବର୍ଷ୧୯୬୯- ଏପର୍ଯ୍ୟନ୍ତ
ବୈବାହିକ-ସାଥୀସାଏରା ବାନୁ (୧୯୬୬- ଏପର୍ଯ୍ୟନ୍ତ)
ଅସମା ସାହିବା (୧୯୭୯-୧୯୮୨)
ଦସ୍ତଖତ

ଦିଲୀପ କୁମାର (ଜନ୍ମ ନାମ ନାମ ମୋହମ୍ମଦ ୟୁସୁଫ ଖାନ; ୧୧ ଡିସେମ୍ବର ୧୯୨୨ – ୭ ଜୁଲାଇ ୨୦୨୧) ଜଣେ ଭାରତୀୟ ଅଭିନେତା ଓ ଚଳଚିତ୍ର ନିର୍ମାତା ଥିଲେ ତଥା ହିନ୍ଦୀ ଚଳଚିତ୍ରରେ ଅଭିନୟ ନିମନ୍ତେ ଜଣାଶୁଣା ଥିଲେ ।[୧] ଅଧିକ ଦୁଃଖାତ୍ମକ ଅଭିନୟ କରୁଥିବା ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ନାମରେ ଅନେକ ସମ୍ବୋଧିତ କରୁଥିଲେ ।[୨] ସେ ବଲିଉଡ ଜଗତରେ ଥିବା ପ୍ରଥମ ଖାନ ("The First Khan") ଥିଲେ[୩][୪] ଚଳଚ୍ଚିତ୍ର ଜଗତର ସେ ସର୍ବପ୍ରଥମ ସଫଳ ଅଭିନେତା ଥିଲେ ଯିଏ କି ଏକ ସ୍ୱତନ୍ତ୍ର ଧରଣର ଅଭନୟ କରୁଥିଲେ । ସେ ପ୍ରଥମ ଓ ସର୍ବାଧିକ ଫିଲିମ ଫେୟାର ଆୱାର୍ଡ ପାଇ ରେକର୍ଡ଼ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଶାହରୁଖ ଖାନ ସମତୁଲ କରିଥିଲେ । [୫][୬]

ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (Jwar Bhata) - ୧୯୪୪), ଯାହା ବମ୍ବେ ଟକିଜ ( Bombay Talkies) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (Andaz – ୧୯୪୯), ଆନ (Aan – ୧୯୫୨), ସାମାଜିକ ନାଟକ ଦାଗ (Daag – ୧୯୫୨), ନାଟକୀୟ ଦେବଦାସ (Devdas – ୧୯୫୫), ହାସ୍ୟରସାତ୍ମକ ଆଜାଦ (Azaad – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (Mughal-e-Azam – ୧୯୬୦), ସାମାଜିକ ଡକାୟତ (dacoit crime) ନାଟକ ଗଙ୍ଗା ଯମୁନା ( Gunga Jamuna – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ ( Ram Aur Shyam - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି (highest-grossing film in India) ।

ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (Kranti – ୧୯୮୧), ଶକ୍ତି (Shakti – ୧୯୮୨), ମାର୍ଶାଲ (Mashaal – ୧୯୮୪), କର୍ମା (Karma – ୧୯୮୬) ଓ ସୌଦାଗର (Saudagar – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (Qila – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।

ଦିଲୀପ କୁମାରଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ମିଡ଼ିଆ ଚର୍ଚ୍ଚାରେ ରହୁଥିଲା । ଅଭିନେତ୍ରୀ ଓ ସହ-ଅଭିନେତ୍ରୀ ମଧୁବାଲାଙ୍କ Madhubala ସାଥିରେ ଦୀର୍ଘକାଳର ସମ୍ପର୍କ ନୟାଦୌର (Naya Daur court case) ଚଳଚ୍ଚିତ୍ର ପରେ ୧୯୫୭ ମସିହାରେ ସମାପ୍ତ ହୋଇଯାଇଥିଲା ।[୭] ସେ ୧୯୬୬ ମସିହାରେ ଅଭିନେତ୍ରୀ ସାଇରା ବାନୁଙ୍କ (Saira Banu) ସହିତ ବିବାହ କରିବା ପରେ ତାଙ୍କର ବାନ୍ଦ୍ରା ବାସଭବନରେ (Bandra) ମୃତ୍ୟୁ ପର୍ଯ୍ୟନ୍ତ (୨୦୨୧ ମସିହା) ରହୁଥିଲେ । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ (Padma Bhushan) ଓ ୨୦୧୫ ମସିହାରେ ପଦ୍ମ ବିଭୂଷଣ (Padma Vibhushan) ପଦବୀରେ ସମ୍ମାନିତ କରିଥିଲେ ଯାହାକି ଦେଶର ଦ୍ଵିତୀୟ ଓ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ । ଚଳଚ୍ଚିତ୍ର ଜଗତକୁ ଅବଦାନ ନିମନ୍ତେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର (Dadasaheb Phalke Award) ୧୯୯୪ ମସିହାରେ ତାଙ୍କୁ ଦିଆଯାଇଥିଲା । ପାକିସ୍ଥାନ ସରକାର ୧୯୯୮ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ଇମତିଆଜ (Nishan-e-Imtiaz) ଦିଲ୍ଲୀପଙ୍କୁ ଦେଇ ସମ୍ମାନିତ କରିଥିଲେ ଓ ସେ ଏକମାତ୍ର ଭାରତୀୟ ଯିଏ କି ସେହି ସମ୍ମାନର ଅଧିକାରୀ ହୋଇଛନ୍ତି ।

ଆଧାର

  1. "Dilip Kumar is my idol and inspiration: Amitabh Bachchan - The Times of India". Timesofindia.indiatimes.com. 11 December 2011. Retrieved 2012-08-06.
  2. Bose, Mrityunjay (7 July 2021). "Dilip Kumar: The undisputed 'Tragedy King'". Deccan Herald. Retrieved 7 July 2021.
  3. "Tragedy king Dilip Kumar turns 88". The Indian Express. 11 December 2010. Archived from the original on 11 October 2020. Retrieved 21 June 2012.
  4. "Happy Birthday Dilip Kumar: As Dilip Kumar turns 94, a look at his titanic reputation as India's finest method actor". Indianexpress.com. 11 December 2016. Retrieved 21 March 2019.
  5. Sharma, Vishwamitra (2007). Famous Indians of the 21st Century. Pustak Mahal. p. 196. ISBN 978-81-223-0829-7.
  6. Dawar, Ramesh (2006). Bollywood: yesterday, today, tomorrow. Star Publications. p. 8. ISBN 1-905863-01-2.
  7. "Mid-day: When Dilip Kumar and Madhubala dragged each other to court". www.mid-day.com (in ଇଂରାଜୀ). 18 March 2016. Retrieved 9 July 2021.{{cite web}}: CS1 maint: url-status (link)

ଅଧିକ ତ‌ଥ୍ୟ