"ଶ୍ୟାମାମଣି ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ ଯୋଗସୂତ୍ର ପେଡ଼ି
୩୨ କ ଧାଡ଼ି: ୩୨ କ ଧାଡ଼ି:
| footnotes =
| footnotes =
}}
}}
'''ଶ୍ୟାମାମଣି ଦେବୀ''' (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ପାରମ୍ପରିକ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର]] ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ ସଙ୍ଗୀତର]] ବିଭିନ୍ନ ବିଭାଗ ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - [[ଶ୍ୟାମସୁନ୍ଦର କର|ସିଂହାରୀ ଶ୍ୟାମସୁନ୍ଦର କର]] ଏବଂ ସଙ୍ଗୀତ ସୁଧାକର [[ବାଳକୃଷ୍ଣ ଦାସ]]ଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଅଛି । ଶ୍ୟାମାମଣି ଦେବୀ ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରିଛନ୍ତି ଓ ତଦ୍ଦ୍ୱାରା ବେଶ ଜନାଦୃତ ହୋଇପାରିଛନ୍ତି ।
'''ଶ୍ୟାମାମଣି ଦେବୀ''' (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ପାରମ୍ପରିକ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର]] ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । [[ଓଡ଼ିଶୀ ସଙ୍ଗୀତ]] ବିଭିନ୍ନ ବିଭାଗ ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - [[ଶ୍ୟାମସୁନ୍ଦର କର]] ଏବଂ [[ବାଳକୃଷ୍ଣ ଦାସ]]ଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଅଛି । ଶ୍ୟାମାମଣି ଦେବୀ ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରିଛନ୍ତି ଓ ତଦ୍ଦ୍ୱାରା ବେଶ ଜନାଦୃତ ହୋଇପାରିଛନ୍ତି ।


==ପ୍ରାରମ୍ଭୀକ ଜୀବନ==
==ପ୍ରାରମ୍ଭୀକ ଜୀବନ==
ଶ୍ୟାମାମଣି ଦେବୀ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦିବଂଗତ ପିତା ଶ୍ରୀ ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତା ନିଶାମଣି ପଟ୍ଟନାୟକଙ୍କ ଝିଅ ଥିଲେ ଶ୍ୟାମାମଣି ପଟ୍ଟନାୟକ । ସେ ଏକ ସଂଗୀତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କବିଚନ୍ଦ୍ର [[କାଳୀଚରଣ ପଟ୍ଟନାୟକ]] ତାଙ୍କର କ‌କା ଅଟନ୍ତି । ପାଞ୍ଚ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା । ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ଯ କରିଥିଲେ । ତାଙ୍କର ସଂଗୀତ ପ୍ରତି ଆଗ୍ରହ ଥିିଲା ତଥାପି ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା । ପିତା ରାଜେନ୍ଦ୍ର ପଟ୍ଟନାୟକ ଏବଂ କକା କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସଂଗୀତ ଶିକ୍ଷାକୁ ଆଗକୁ ନେଇ ଏକ ଉଚିତ ସ୍ଥାନ ଦେଇପାରିଥିଲେ । ସବୁ ସମୟରେ କକା ଏବଂ ପିତାଙ୍କ ପ୍ରେରଣା ତାଙ୍କୁ ଆଗକୁ ନେଇଯିବାରେ ସହାୟକ ସାବ୍ୟସ୍ତ ହୋଇଥିଲା । ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
ଶ୍ୟାମାମଣି ଦେବୀ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦିବଂଗତ ପିତା ଶ୍ରୀ ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତା ନିଶାମଣି ପଟ୍ଟନାୟକଙ୍କ ଝିଅ ଥିଲେ ଶ୍ୟାମାମଣି ପଟ୍ଟନାୟକ । ସେ ଏକ ସଂଗୀତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । [[କାଳୀଚରଣ ପଟ୍ଟନାୟକ]] ତାଙ୍କର କ‌କା ଅଟନ୍ତି । ପାଞ୍ଚ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା । ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ଯ କରିଥିଲେ । ତାଙ୍କର ସଂଗୀତ ପ୍ରତି ଆଗ୍ରହ ଥିିଲା ତଥାପି ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା । ପିତା ରାଜେନ୍ଦ୍ର ପଟ୍ଟନାୟକ ଏବଂ କକା କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସଂଗୀତ ଶିକ୍ଷାକୁ ଆଗକୁ ନେଇ ଏକ ଉଚିତ ସ୍ଥାନ ଦେଇପାରିଥିଲେ । ସବୁ ସମୟରେ କକା ଏବଂ ପିତାଙ୍କ ପ୍ରେରଣା ତାଙ୍କୁ ଆଗକୁ ନେଇଯିବାରେ ସହାୟକ ସାବ୍ୟସ୍ତ ହୋଇଥିଲା । ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।


==କର୍ମ ଜୀବନ==
==କର୍ମ ଜୀବନ==
ଶ୍ୟାମାମଣି ପଟ୍ଟନାୟକ ମାତ୍ର ୧୨ ବର୍ଷ ବୟସରେ [[ଆକାଶବାଣୀ କଟକ]]ରେ ୧୯୫୦ ମସିହାରେ ସ୍ଥାନ ପାଇଥିଲେ । ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ୍‌ ଦିଆଯାଉଥିଲା । ପାଠ ସାଙ୍ଗକୁ ସଂଗୀତ ତାଙ୍କର ଜୀବନର ସାଥୀ ଭାବରେ ପ୍ରତିୟମାନ । ପିଲାଟିଦିନରୁ ସଂଗୀତ ପ୍ରତି ସେ ଉତ୍ସାହିତ ଥିଲେ । ସେ [[ଲତା ମଙ୍ଗେସକର]], ନୁର୍ ଜାହାନ୍, ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କର ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ । ୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଯାଗୃତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ । ସେ ଓଡିଶୀ ସଂଗୀତଜ୍ଞ [[ଶ୍ୟାମସୁନ୍ଦର କର|ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର]] ଏବଂ [[ବାଳକୃଷ୍ଣ ଦାସ|ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ]] ଠାରୁ ସଂଗୀତ ଶିକ୍ଷା କରିଥିଲେ । ସେ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କ ଠାରୁ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ସେ ସବୁବେଳେ ନିଜ ସ୍ୱର ସମସ୍ତଙ୍କ ନିକଟକୁ ପହଞ୍ଚେଇବା ପାଇଁ ପ୍ରୟାସ କରୁଥିଲେ ।<ref name="ପାରିଶ୍ରମିକ ବାବଦକୁ ମିଳୁଥିଲା ଚକେଲଟ">{{cite news|title=ସମ୍ବାଦ|date=୩ ଅଗଷ୍ଟ ୨୦୧୫}}</ref>
ଶ୍ୟାମାମଣି ପଟ୍ଟନାୟକ ମାତ୍ର ୧୨ ବର୍ଷ ବୟସରେ [[ଆକାଶବାଣୀ କଟକ]]ରେ ୧୯୫୦ ମସିହାରେ ସ୍ଥାନ ପାଇଥିଲେ । ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ୍‌ ଦିଆଯାଉଥିଲା । ପାଠ ସାଙ୍ଗକୁ ସଂଗୀତ ତାଙ୍କର ଜୀବନର ସାଥୀ ଭାବରେ ପ୍ରତିୟମାନ । ପିଲାଟିଦିନରୁ ସଂଗୀତ ପ୍ରତି ସେ ଉତ୍ସାହିତ ଥିଲେ । ସେ [[ଲତା ମଙ୍ଗେସକର]], ନୁର୍ ଜାହାନ୍, ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କର ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ । ୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଜାଗ୍ରତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ । ସେ ଓଡିଶୀ ସଂଗୀତଜ୍ଞ [[ଶ୍ୟାମସୁନ୍ଦର କର]] ଏବଂ [[ବାଳକୃଷ୍ଣ ଦାସ]]ଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ । ସେ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କ ଠାରୁ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ସେ ସବୁବେଳେ ନିଜ ସ୍ୱର ସମସ୍ତଙ୍କ ନିକଟକୁ ପହଞ୍ଚେଇବା ପାଇଁ ପ୍ରୟାସ କରୁଥିଲେ ।<ref name="ପାରିଶ୍ରମିକ ବାବଦକୁ ମିଳୁଥିଲା ଚକେଲଟ">{{cite news|title=ସମ୍ବାଦ|date=୩ ଅଗଷ୍ଟ ୨୦୧୫}}</ref>


== ଶିକ୍ଷାଗତ ଯୋଗ୍ୟତା==
== ଶିକ୍ଷାଗତ ଯୋଗ୍ୟତା==
ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରୁ ସ୍ନାତକ ଉପାଧୀ ଲାଭ କରିଥିଲେ । ସେ ସଂଗୀତ ବିଶାରଦ ଶିକ୍ଷା କଟକ ସ୍ଥିତ ସଂଗୀତ ନାଟକ ଏକାଡେମୀରୁ ଶିକ୍ଷାଲାଭ କରିଥିଲେ । ଗୁରୁ ସିଂଘାରୀ ଶ୍ୟାମସୁନ୍ଦର କର ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଂଗୀତ ସମାଜ, କଟକରୁ ଶିକ୍ଷା ଲାଭକରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ଭୋକାଲ ସଂଗୀତରେ ସଂଗୀତ ଅଳଙ୍କାର ଉପାଧୀ ଗନ୍ଧର୍ବ ମହାବିଦ୍ୟାଳୟ ପୁନେରୁ ୧୯୮୫ ମସିହାରେ ଲାଭକରିଥିଲେ । ଦିବଗଂତ ପ୍ରେଫସର ବି. ଆର. ନବରଙ୍ଗଙ୍କ ତ‌ତ୍ୱାବଧାନରେ ମୁମ୍ବାଇରେ ସମ୍ପୁର୍ଣ୍ଣ କରିଥିଲେ । ସେ ''ଭଏସ କଲଚର'' ଉପରେ ମଧ୍ୟ ସଂଗୀତ ଶିକ୍ଷା ଲାଭ କରିଥିଲେ । ଦିବଂଗତ ପ୍ରଫେସର ବି। ଆର. ଦେଓଧରଙ୍କ ତତ୍ତ୍ୱାବଧାନରେ ସେ ଏହି ଶିକ୍ଷା ଲାଭ କରିଥିଲେ ।
ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ [[ଶୈଳବାଳା ମହିଳା ମହାବିଦ୍ୟାଳୟ]]ରୁ ସ୍ନାତକ ଉପାଧୀ ଲାଭ କରିଥିଲେ । ସେ ସଂଗୀତ ବିଶାରଦ ଶିକ୍ଷା କଟକ ସ୍ଥିତ ସଂଗୀତ ନାଟକ ଏକାଡେମୀରୁ ଶିକ୍ଷାଲାଭ କରିଥିଲେ । ଗୁରୁ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଂଗୀତ ସମାଜ, କଟକରୁ ଶିକ୍ଷା ଲାଭକରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ଭୋକାଲ ସଂଗୀତରେ ସଂଗୀତ ଅଳଙ୍କାର ଉପାଧୀ ଗନ୍ଧର୍ବ ମହାବିଦ୍ୟାଳୟ ପୁନେରୁ ୧୯୮୫ ମସିହାରେ ଲାଭକରିଥିଲେ । ପ୍ରଫେସର ବି. ଆର. ନବରଙ୍ଗଙ୍କ ତ‌ତ୍ୱାବଧାନରେ ମୁମ୍ବାଇରେ ସମ୍ପୁର୍ଣ୍ଣ କରିଥିଲେ । ସେ ''ଭଏସ କଲଚର'' ଉପରେ ମଧ୍ୟ ସଂଗୀତ ଶିକ୍ଷା ଲାଭ କରିଥିଲେ । ପ୍ରଫେସର ବି. ଆର. ଦେଓଧରଙ୍କ ତତ୍ତ୍ୱାବଧାନରେ ସେ ଏହି ଶିକ୍ଷା ଲାଭ କରିଥିଲେ ।


==ବୈବାହିକ ଜୀବନ==
==ବୈବାହିକ ଜୀବନ==
ଶ୍ୟାମାମଣି ଦେବୀ ୰ ମାୟାଧର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ ମେଡ଼ିସିନ ପ୍ରାକଟିସନର ଥିଲେ । ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି । ତାଙ୍କ ପରିବାରରୁ ଆଉ କେହି ମଧ୍ୟ ସଂଗୀତ ଜଗତରେ ପ୍ରବେଶ କରିନାହାନ୍ତି । ତାଙ୍କ ସଂଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା । ସେ ସଂଗୀତ ଏବଂ ପରିବାର ମଧ୍ୟରେ ଅତି ଚତୁରତାର ସହିତ ସମାନତା ରକ୍ଷା କରିପାରିଥିଲେ ।
ଶ୍ୟାମାମଣି ଦେବୀ ୰ ମାୟାଧର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ ମେଡ଼ିସିନ ପ୍ରାକଟିସନର ଥିଲେ । ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି । ତାଙ୍କ ପରିବାରରୁ ଆଉ କେହି ମଧ୍ୟ ସଂଗୀତ ଜଗତରେ ପ୍ରବେଶ କରିନାହାନ୍ତି । ତାଙ୍କ ସଂଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା ।


==ସମ୍ମାନ ଓ ପୁରସ୍କାର==
==ସମ୍ମାନ ଓ ପୁରସ୍କାର==
* କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୭<ref>{{cite web |title=Odisha Sangeet Natak Akademi awards announced |url=https://kalingatv.com/state/odisha-sangeet-natak-akademi-awards-announced/ |publisher=Kalinga TV |accessdate=4 July 2021}}</ref>
ଶ୍ୟାମାମଣି ଦେବି ୧୩୩ ଥର ପୁରସ୍କୃତ ହେଇଛନ୍ତି । [[ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ]] ତରଫରୁ ଶ୍ୟାମାମଣି ଦେବୀଙ୍କୁ ୨୦୧୨ ମସିହାରେ ଡକ୍ଟେରଟ ଉପାଧି ପ୍ରଦାନ କରାଯାଇଥିଲା ।<ref>{{cite web|title=AWARDS, SAMMANS, TITLES|url=http://www.shyamamanidevi.com/index.php/awards-and-sammans-titles|publisher=Shyamamanidebi.com|accessdate=20 March 2017}}</ref> ସେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନଙ୍କ ଠାରୁ ସମ୍ମାନ୍ନିତ ହେଇଛନ୍ତି ।

* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]], ୨୦୧୭ <ref>{{cite news|title=Guru Kelucharan Mohapatra Award 2017 announced|url=http://www.newindianexpress.com/states/odisha/2017/aug/30/guru-kelucharan-mohapatra-award-2017-announced-1650027.html|accessdate=5 September 2017|work=newindianexpress.com}}</ref>
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]], ୨୦୧୭ <ref>{{cite news|title=Guru Kelucharan Mohapatra Award 2017 announced|url=http://www.newindianexpress.com/states/odisha/2017/aug/30/guru-kelucharan-mohapatra-award-2017-announced-1650027.html|accessdate=5 September 2017|work=newindianexpress.com}}</ref>
* ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ୨୦୧୬<ref>{{cite web|url=http://www.dharitri.com/Bhubaneswar/141016/p10.htm|title=ଶ୍ୟାମାମଣି ଦେବୀଙ୍କୁ ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ|publisher=ଧରିତ୍ରୀ|accessdate=14 October 2016}}</ref><ref>{{cite web|title=TITLES|url=http://www.shyamamanidevi.com/index.php/2-uncategorised/27-other-title|publisher=Shyamamanidebi.com|accessdate=20 March 2017}}</ref>
* ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ୨୦୧୬<ref>{{cite web|url=http://www.dharitri.com/Bhubaneswar/141016/p10.htm|title=ଶ୍ୟାମାମଣି ଦେବୀଙ୍କୁ ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ|publisher=ଧରିତ୍ରୀ|accessdate=14 October 2016}}</ref><ref>{{cite web|title=TITLES|url=http://www.shyamamanidevi.com/index.php/2-uncategorised/27-other-title|publisher=Shyamamanidebi.com|accessdate=20 March 2017}}</ref>
* ଓଡ଼ିଶା ସଂଗୀତ ନାଟକ ଏକୋଡମୀ ଆୱାର୍ଡ଼ , ୧୯୯୪
* ଓଡ଼ିଶା ସଂଗୀତ ନାଟକ ଏକୋଡମୀ ଆୱାର୍ଡ଼ , ୧୯୯୪
* ଡକ୍ଟେରଟ ଉପାଧି, ୨୦୧୨[[ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ]] ତରଫରୁ <ref>{{cite web|title=AWARDS, SAMMANS, TITLES|url=http://www.shyamamanidevi.com/index.php/awards-and-sammans-titles|publisher=Shyamamanidebi.com|accessdate=20 March 2017}}</ref>
* ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ, ୨୦୦୪
* ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ, ୨୦୦୪
* ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, କଟକ ନୃତ୍ୟଉତ୍ସଭ, ୨୦୧୫
* ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, କଟକ ନୃତ୍ୟଉତ୍ସଭ, ୨୦୧୫


==ଆଧାର==
==ଆଧାର==
{{Reflist|30em}}{{ଓଡ଼ିଶୀ ସଙ୍ଗୀତ|state=expanded}}
{{Reflist|30em}}
{{କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ}}
{{ଓଡ଼ିଶୀ ସଙ୍ଗୀତ}}
[[ଶ୍ରେଣୀ:୧୯୩୮ ଜନ୍ମ]]
[[ଶ୍ରେଣୀ:୧୯୩୮ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଆ ଗାୟକ]]

୨୦:୪୯, ୪ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

କୋକିଳକଣ୍ଠୀ

ଶ୍ୟାମାମଣି ଦେବୀ
ଜନ୍ମ
ଶ୍ୟାମାମଣି ପଟ୍ଟନାୟକ

(1938-12-21) ୨୧ ଡିସେମ୍ବର ୧୯୩୮ (ବୟସ ୮୫)
ବୃତ୍ତିଓଡ଼ିଶୀ କଣ୍ଠଶିଳ୍ପୀ
ଶୈଳୀଓଡ଼ିଶୀ ସଙ୍ଗୀତ
ବୈବାହିକ-ସାଥୀମାୟାଧର ବେହେରା
ପିତାମାତା(s)ରାଜେନ୍ଦ୍ର ମୋହନ ପଟ୍ଟନାୟକ
ନିଶାମଣି ପଟ୍ଟନାୟକ
ସମ୍ପର୍କୀୟକାଳୀଚରଣ ପଟ୍ଟନାୟକ
ପୁରସ୍କାରଓଡ଼ିଶା ସଂଗୀତ ନାଟକ ଏକୋଡମୀ ପୁରସ୍କାର
ୱେବସାଇଟshyamamanidevi.com
ଦସ୍ତଖତ
ଶ୍ୟାମାମଣି ଦେବୀ

ଶ୍ୟାମାମଣି ଦେବୀ (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ପାରମ୍ପରିକ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଅଛି । ଶ୍ୟାମାମଣି ଦେବୀ ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରିଛନ୍ତି ଓ ତଦ୍ଦ୍ୱାରା ବେଶ ଜନାଦୃତ ହୋଇପାରିଛନ୍ତି ।

ପ୍ରାରମ୍ଭୀକ ଜୀବନ

ଶ୍ୟାମାମଣି ଦେବୀ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦିବଂଗତ ପିତା ଶ୍ରୀ ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତା ନିଶାମଣି ପଟ୍ଟନାୟକଙ୍କ ଝିଅ ଥିଲେ ଶ୍ୟାମାମଣି ପଟ୍ଟନାୟକ । ସେ ଏକ ସଂଗୀତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କାଳୀଚରଣ ପଟ୍ଟନାୟକ ତାଙ୍କର କ‌କା ଅଟନ୍ତି । ପାଞ୍ଚ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା । ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ଯ କରିଥିଲେ । ତାଙ୍କର ସଂଗୀତ ପ୍ରତି ଆଗ୍ରହ ଥିିଲା ତଥାପି ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା । ପିତା ରାଜେନ୍ଦ୍ର ପଟ୍ଟନାୟକ ଏବଂ କକା କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସଂଗୀତ ଶିକ୍ଷାକୁ ଆଗକୁ ନେଇ ଏକ ଉଚିତ ସ୍ଥାନ ଦେଇପାରିଥିଲେ । ସବୁ ସମୟରେ କକା ଏବଂ ପିତାଙ୍କ ପ୍ରେରଣା ତାଙ୍କୁ ଆଗକୁ ନେଇଯିବାରେ ସହାୟକ ସାବ୍ୟସ୍ତ ହୋଇଥିଲା । ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।

କର୍ମ ଜୀବନ

ଶ୍ୟାମାମଣି ପଟ୍ଟନାୟକ ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀ କଟକରେ ୧୯୫୦ ମସିହାରେ ସ୍ଥାନ ପାଇଥିଲେ । ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ୍‌ ଦିଆଯାଉଥିଲା । ପାଠ ସାଙ୍ଗକୁ ସଂଗୀତ ତାଙ୍କର ଜୀବନର ସାଥୀ ଭାବରେ ପ୍ରତିୟମାନ । ପିଲାଟିଦିନରୁ ସଂଗୀତ ପ୍ରତି ସେ ଉତ୍ସାହିତ ଥିଲେ । ସେ ଲତା ମଙ୍ଗେସକର, ନୁର୍ ଜାହାନ୍, ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କର ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ । ୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଜାଗ୍ରତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ । ସେ ଓଡିଶୀ ସଂଗୀତଜ୍ଞ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ । ସେ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କ ଠାରୁ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ସେ ସବୁବେଳେ ନିଜ ସ୍ୱର ସମସ୍ତଙ୍କ ନିକଟକୁ ପହଞ୍ଚେଇବା ପାଇଁ ପ୍ରୟାସ କରୁଥିଲେ ।[୧]

ଶିକ୍ଷାଗତ ଯୋଗ୍ୟତା

ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନାତକ ଉପାଧୀ ଲାଭ କରିଥିଲେ । ସେ ସଂଗୀତ ବିଶାରଦ ଶିକ୍ଷା କଟକ ସ୍ଥିତ ସଂଗୀତ ନାଟକ ଏକାଡେମୀରୁ ଶିକ୍ଷାଲାଭ କରିଥିଲେ । ଗୁରୁ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଂଗୀତ ସମାଜ, କଟକରୁ ଶିକ୍ଷା ଲାଭକରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ଭୋକାଲ ସଂଗୀତରେ ସଂଗୀତ ଅଳଙ୍କାର ଉପାଧୀ ଗନ୍ଧର୍ବ ମହାବିଦ୍ୟାଳୟ ପୁନେରୁ ୧୯୮୫ ମସିହାରେ ଲାଭକରିଥିଲେ । ପ୍ରଫେସର ବି. ଆର. ନବରଙ୍ଗଙ୍କ ତ‌ତ୍ୱାବଧାନରେ ମୁମ୍ବାଇରେ ସମ୍ପୁର୍ଣ୍ଣ କରିଥିଲେ । ସେ ଭଏସ କଲଚର ଉପରେ ମଧ୍ୟ ସଂଗୀତ ଶିକ୍ଷା ଲାଭ କରିଥିଲେ । ପ୍ରଫେସର ବି. ଆର. ଦେଓଧରଙ୍କ ତତ୍ତ୍ୱାବଧାନରେ ସେ ଏହି ଶିକ୍ଷା ଲାଭ କରିଥିଲେ ।

ବୈବାହିକ ଜୀବନ

ଶ୍ୟାମାମଣି ଦେବୀ ୰ ମାୟାଧର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ ମେଡ଼ିସିନ ପ୍ରାକଟିସନର ଥିଲେ । ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି । ତାଙ୍କ ପରିବାରରୁ ଆଉ କେହି ମଧ୍ୟ ସଂଗୀତ ଜଗତରେ ପ୍ରବେଶ କରିନାହାନ୍ତି । ତାଙ୍କ ସଂଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା ।

ସମ୍ମାନ ଓ ପୁରସ୍କାର

ଆଧାର

  1. "ସମ୍ବାଦ". ୩ ଅଗଷ୍ଟ ୨୦୧୫. {{cite news}}: Check date values in: |date= (help)
  2. "Odisha Sangeet Natak Akademi awards announced". Kalinga TV. Retrieved 4 July 2021.
  3. "Guru Kelucharan Mohapatra Award 2017 announced". newindianexpress.com. Retrieved 5 September 2017.
  4. "ଶ୍ୟାମାମଣି ଦେବୀଙ୍କୁ ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ". ଧରିତ୍ରୀ. Retrieved 14 October 2016.
  5. "TITLES". Shyamamanidebi.com. Retrieved 20 March 2017.
  6. "AWARDS, SAMMANS, TITLES". Shyamamanidebi.com. Retrieved 20 March 2017.