"ଦୁର୍ଲଭ ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତଥ୍ୟ
ଟିକେ +ଯୋଗସୂତ୍ର ପେଡ଼ି
୫୮ କ ଧାଡ଼ି: ୫୮ କ ଧାଡ଼ି:
== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୫-୭୬<ref>http://odisha.gov.in/e-magazine/orissaannualreference/ORA-2011/pdf/104-108.pdf</ref>
* କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୫
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] - ୧୯୯୯
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] - ୧୯୯୯
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୫-୭୬<ref>http://odisha.gov.in/e-magazine/orissaannualreference/ORA-2011/pdf/104-108.pdf</ref>


== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}
{{କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ}}

[[ଶ୍ରେଣୀ:୧୯୧୭ ଜନ୍ମ]]
[[ଶ୍ରେଣୀ:୧୯୧୭ ଜନ୍ମ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]

୨୧:୨୫, ୩ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଦୁର୍ଲଭ ଚନ୍ଦ୍ର ସିଂ
Born(1917-03-12)୧୨ ମାର୍ଚ୍ଚ ୧୯୧୭
ନିମାପଡ଼ା, ପୁରୀ
Died୪ ମଇ ୨୦୧୦(2010-05-04) (ବୟସ ୯୩)
Known forମଞ୍ଚ ଅଭିନେତା
Spouseଲକ୍ଷ୍ମୀ ଦେବୀ
Parentଆନନ୍ଦ ଚନ୍ଦ୍ର ସିଂ

ଦୁର୍ଲଭ ସିଂ ( ୧୨ ମାର୍ଚ୍ଚ ୧୯୧୭ - ୪ ମଇ ୨୦୧୦), ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।[୧] ଅଭିନୟ ଓ ନୃତ୍ୟ ପାଇଁ ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଆଦି ପୁରସ୍କାର ପାଇଥିଲେ ।

ବ୍ୟକ୍ତିଗତ ଜୀବନ

ଦୁର୍ଲଭ ୧୯୧୭ମସିହା ମାର୍ଚ୍ଚ ୧୨ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆନନ୍ଦ ଚନ୍ଦ୍ର ସିଂ ଯାତ୍ରାଦଳରେ ଅଭିନୟ ଶିଖାଉଥିଲେ, ନୃତ୍ୟ ନିର୍ଦ୍ଦେଶନା ଦେଉଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ ବଜାଉଥିଲେ । 'ଓସ୍ତାତ' ଭାବରେ ସେ ପରିଚିତ ଥିଲେ । ବାପାଙ୍କ ପ୍ରଭାବରୁ, ଦୁର୍ଲଭ ଦଶ ବର୍ଷ ବୟସରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସ୍କୁଲ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ନଥିଲା । ପିତା ତାଙ୍କୁ ଅଭିନୟରେ ତାଲିମ ଦେଇଥିଲେ । ଅଭିନେତ୍ରୀ ଲକ୍ଷ୍ମୀ ଦେବୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ୨ପୁଅ ଓ ୭ଝିଅ ।[୨] ୨୦୧୦ମସିହା ମେ ୪ତାରିଖରେ, ଦୁର୍ଲଭ ସିଂଙ୍କର ପୁରୀଠାରେ ପରଲୋକ ଘଟିଥିଲା । [୩]

ଅଭିନୟ ଜୀବନ

୧୯୨୯ରେ, ଦୁର୍ଲଭ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରାସଦଳରେ ଯୋଗ ଦେଇଥିଲେ । ଏହି ରାସଦଳ, ପରବର୍ତ୍ତୀ ସମୟରେ "ଓଡ଼ିଶା ଥିଏଟର୍ସ" ନାମରେ ପରିଚିତ ହୋଇଥିଲା । ଏଠାରେ ତାଙ୍କର ଦକ୍ଷତାର ବିକାଶ ହୋଇଥିଲା । ଲକ୍ଷ୍ମୀ ଦେବୀଙ୍କୁ ବିବାହ କରିବା ପରେ, ସେ ଓଡ଼ିଶା ଥିଏଟର୍ସ ଛାଡି "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ସେ ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଅନ୍ନପୂର୍ଣ୍ଣା ଛାଡିବା ପରେ, ସେ ବେତାର ଓ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ନିଜର ଅଭିନୟ ଜୀବନର ଅନୁଭୁତିକୁ ପାଥେୟ କରି ସେ "ପଚାଶ ବର୍ଷର ଓଡ଼ିଶା ରଙ୍ଗମଞ୍ଚ" ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ ।[୪]

ଅଭିନୀତ ଚଳଚ୍ଚିତ୍ର

ସମ୍ମାନ ଓ ପୁରସ୍କାର

ଆଧାର

  1. http://www.telegraphindia.com/1131222/jsp/frontpage/story_17707168.jsp#.Vg0HS30wDSg
  2. "ମନେପଡେ - ୧୦". ସିନେ ସମ୍ବାଦ ୨୬/୦୯/୨୦୧୫ ପୃଷ୍ଠା ୪. Retrieved 1 October 2015.
  3. http://www.odisha.com/20100504/fullstory/death.html
  4. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୦୪/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Retrieved 4 May 2020. {{cite news}}: |archive-url= is malformed: save command (help)
  5. http://odisha.gov.in/e-magazine/orissaannualreference/ORA-2011/pdf/104-108.pdf