"କାର୍ତ୍ତିକ କୁମାର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ +ଯୋଗସୂତ୍ର ପେଡ଼ି
୪୫ କ ଧାଡ଼ି: ୪୫ କ ଧାଡ଼ି:

== ପୁରସ୍କାର ଓ ସମ୍ମାନ ==
== ପୁରସ୍କାର ଓ ସମ୍ମାନ ==
* କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୩-୯୪ <ref>http://orissa.gov.in/e-magazine/orissaannualreference/ORA-2011/pdf/104-108.pdf</ref>
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]], ୧୯୯୬<ref>{{cite web |url= http://articles.timesofindia.indiatimes.com/2002-08-22/news-interviews/27299862_1_bhanumati-devi-guru-kelucharan-mohapatra-award-ratikant-mohapatra |title=Eminent Odissi vocalist to be awarded - Times Of India |first= |last= |work=indiatimes.com |year=2002|quote=Kartik Kumar Ghosh for theatre (1996) |accessdate=5 February 2013}}</ref>

== ଆଧାର ==
== ଆଧାର ==
୫୨ କ ଧାଡ଼ି: ୫୨ କ ଧାଡ଼ି:
== ଅଧିକ ତଥ୍ୟ ==
== ଅଧିକ ତଥ୍ୟ ==
* {{IMDb name|3531752}}
* {{IMDb name|3531752}}
{{କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ}}

{{Authority control}}
[[ଶ୍ରେଣୀ:୧୯୦୩ ଜନ୍ମ]]
[[ଶ୍ରେଣୀ:୧୯୦୩ ଜନ୍ମ]]
[[ଶ୍ରେଣୀ:୧୯୯୭ ମୃତ୍ୟୁ]]
[[ଶ୍ରେଣୀ:୧୯୯୭ ମୃତ୍ୟୁ]]

୨୧:୧୫, ୩ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

କାର୍ତ୍ତିକ କୁମାର ଘୋଷ
ଜନ୍ମ(1903-10-23)୨୩ ଅକ୍ଟୋବର ୧୯୦୩
ବାଖରାବାଦ, କଟକ
ମୃତ୍ୟୁ୧୯ ମଇ ୧୯୯୭(1997-05-19) (ବୟସ ୯୩)
ସକ୍ରିୟ ବର୍ଷ୧୯୫୦-୧୯୮୧
ପ୍ରସିଦ୍ଧିଅଭିନେତା
ପୁରସ୍କାରଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

କାର୍ତ୍ତିକ କୁମାର ଘୋଷ (୨୩ ଅକ୍ଟୋବର ୧୯୦୩ – ୧୯ ମଇ, ୧୯୯୭) ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ ଥିଲେ | ସେ ୧୯୦୩ ମସିହା ଅକ୍ଟୋବର ୨୩ତାରିଖ ଦିନ କଟକର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ ।[୧]କାହାଣୀକାର ଓ ଗୀତିକାର ଅଶ୍ୱିନୀ କୁମାର ଘୋଷ କାର୍ତ୍ତିକ କୁମାରଙ୍କ ସାନ ଭାଇ । ଶ୍ରୀ ଲୋକନାଥ କଥାଚିତ୍ରର 'ଆଜି ଆକାଶେ କି ରଙ୍ଗ ଲାଗିଲା' ଗୀତଟି ସେ ରଚନା କରିଥିଲେ । ତାଙ୍କ ରଚିତ 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ' ୧୯୮୪ ମସିହାରେ ପ୍ରକାଶିତ ହେଇଥିଲା ।[୨] ୧୯୯୭, ମଇ ୧୯ ତାରିଖ ଦିନ ତାଙ୍କର ମୃତ୍ୟୁ ହେଇଥିଲା ।[୩]

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

  1. "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 5 February 2013. Born on 23rd October 1903 at Bakhrabad in Cuttack.Kartik Kumar Ghosh
  2. "Library Books". Retrieved 7 January 2016.
  3. "ନାଟ୍ୟକାର-ଅଭିନେତା କାର୍ତ୍ତିକ ଘୋଷ". ସମ୍ବାଦ. Retrieved 21 May 2016.
  4. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  5. "Eminent Odissi vocalist to be awarded - Times Of India". indiatimes.com. 2002. Retrieved 5 February 2013. Kartik Kumar Ghosh for theatre (1996)

ଅଧିକ ତଥ୍ୟ