"ସାମୁଏଲ ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ +ଯୋଗସୂତ୍ର ପେଡ଼ି
୯ କ ଧାଡ଼ି: ୯ କ ଧାଡ଼ି:
| caption =
| caption =
| birth_name =
| birth_name =
| birth_date = {{Birth date|df=yes|1918|03|22|df=y}}
| birth_date = {{Birth date|df=yes|1918|03|22}}
| birth_place = କଟକ
| birth_place = କଟକ
| death_date = {{Death date and age|2000|11|19|1918|03|22}}
| death_date = {{Death date and age|2000|11|19|1918|03|22}}
୪୦ କ ଧାଡ଼ି: ୪୦ କ ଧାଡ଼ି:
}}
}}


'''ସାମୁଏଲ ସାହୁ''' (ବାବି ଭାବେ ଅଧିକ ଜଣାଶୁଣା)<ref>{{cite web|title=FJF to screen Ghara Bahuda|url=http://www.thehindu.com/todays-paper/tp-national/tp-otherstates/fjf-to-screen-ghara-bahuda/article3986879.ece|publisher=The Hindu|accessdate=28 February 2015}}</ref> (୧୯୧୮ -୨୦୦୦) ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।
'''ସାମୁଏଲ ସାହୁ''' (୨୨ ମାର୍ଚ୍ଚ ୧୯୧୮- ୨୦୦୦)(ବାବି ଭାବେ ଅଧିକ ଜଣାଶୁଣା)<ref>{{cite web|title=FJF to screen Ghara Bahuda|url=http://www.thehindu.com/todays-paper/tp-national/tp-otherstates/fjf-to-screen-ghara-bahuda/article3986879.ece|publisher=The Hindu|accessdate=28 February 2015}}</ref> ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।


== ବାଲ୍ୟଜୀବନ ଓ ଶିକ୍ଷା ==
== ବାଲ୍ୟଜୀବନ ଓ ଶିକ୍ଷା ==
୪୭ କ ଧାଡ଼ି: ୪୭ କ ଧାଡ଼ି:


== କର୍ମଜୀବନ ==
== କର୍ମଜୀବନ ==
ଇଞ୍ଜିନିୟରିଂ ଡିପ୍ଲୋମା ପାଠ ସମାପ୍ତ କରିସାରି ସାମୁଏଲ [[ବିହାର]]ର ଚକ୍ରଧରପୁରଠାରେ ଇଞ୍ଜିନିୟର ଚାକରି ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ, ସେ ଚାକିରି ଛାଡ଼ି, ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଆସିଥିଲେ । ଓଡ଼ିଶାରେ ସେ ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡିତ ହୋଇ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୪୦ ମସିହାରେ [[କାଳୀଚରଣ ପଟ୍ଟନାୟକ| କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ]] ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ଆରମ୍ଭ କରିଥିଲେ ଓ ସାମୁଏଲ ବାବୁ ଏହି ସଂସ୍ଥାରେ ଯୋଗଦେଇ ବହୁ ନାଟକରେ ଅଭିନୟ କରିଥିଲେ । ୧୯୪୫ ମସିହାରେ ସାମୁଏଲ ବାବୁ 'ଅନ୍ନପୂର୍ଣ୍ଣା ବି'ରେ ଯୋଗଦେଇଥିଲେ ଓ ପ୍ରାୟ ତିନି ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ସହ ଜଡ଼ିତ ରହିଥିଲେ । ସେ ନିଜ ନାଟ୍ୟଜୀବନରେ ପ୍ରାୟ ୧୫୦ରୁ ଅଧିକ ନାଟକରେ ଅଭିନୟ ଓ ପ୍ରାୟ ୨୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।
ଇଞ୍ଜିନିୟରିଂ ଡିପ୍ଲୋମା ପାଠ ସମାପ୍ତ କରିସାରି ସାମୁଏଲ [[ବିହାର]]ର ଚକ୍ରଧରପୁରଠାରେ ଇଞ୍ଜିନିୟର ଚାକରି ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ, ସେ ଚାକିରି ଛାଡ଼ି, ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଆସିଥିଲେ । ଓଡ଼ିଶାରେ ସେ ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡ଼ିତ ହୋଇ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୪୦ ମସିହାରେ [[କାଳୀଚରଣ ପଟ୍ଟନାୟକ]] ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ଆରମ୍ଭ କରିଥିଲେ ଓ ସାମୁଏଲ ଏହି ସଂସ୍ଥାରେ ଯୋଗଦେଇ ବହୁ ନାଟକରେ ଅଭିନୟ କରିଥିଲେ । ୧୯୪୫ ମସିହାରେ ସାମୁଏଲ ବାବୁ 'ଅନ୍ନପୂର୍ଣ୍ଣା ବି'ରେ ଯୋଗଦେଇଥିଲେ ଓ ପ୍ରାୟ ତିନି ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ସହ ଜଡ଼ିତ ରହିଥିଲେ । ସେ ନିଜ ନାଟ୍ୟଜୀବନରେ ପ୍ରାୟ ୧୫୦ରୁ ଅଧିକ ନାଟକରେ ଅଭିନୟ ଓ ପ୍ରାୟ ୨୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।


୧୯୪୯ ମସିହାରେ [[ଶ୍ରୀ ଜଗନ୍ନାଥ]] ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ସେ ପ୍ରାୟ ୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।<ref>http://www.srjan.com/moreaward.aspx?awardid=6</ref>
୧୯୪୯ ମସିହାରେ [[ଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)|ଶ୍ରୀ ଜଗନ୍ନାଥ]] ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ସେ ପ୍ରାୟ ୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।<ref>http://www.srjan.com/moreaward.aspx?awardid=6</ref>


== ଅଭିନୀତ କଥାଚିତ୍ର ==
== ଅଭିନୀତ କଥାଚିତ୍ର ==
{{div col|3}}
{{div col|colwidth=30em}}
* [[ହାକିମ ବାବୁ]], ୧୯୮୫
* [[ହାକିମ ବାବୁ]], ୧୯୮୫
* [[ଶୀତ ରାତି]], ୧୯୮୧
* [[ଶୀତ ରାତି]], ୧୯୮୧
୭୪ କ ଧାଡ଼ି: ୭୪ କ ଧାଡ଼ି:
* [[ଶ୍ରୀ ଲୋକନାଥ]], ୧୯୬୦
* [[ଶ୍ରୀ ଲୋକନାଥ]], ୧୯୬୦
* [[ଭାଇ ଭାଇ]], ୧୯୫୬
* [[ଭାଇ ଭାଇ]], ୧୯୫୬
* [[ଶ୍ରୀ ଜଗନ୍ନାଥ]], ୧୯୫୦
* [[ଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)|ଶ୍ରୀ ଜଗନ୍ନାଥ]], ୧୯୫୦
{{div col end}}
{{div col end}}
== ପୁରସ୍କାର ଓ ସମ୍ମାନ ==
== ପୁରସ୍କାର ଓ ସମ୍ମାନ ==
* [[ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଜୟଦେବ ପୁରସ୍କାର]], ୧୯୮୪<ref>{{cite web |url= http://www.orissadiary.com/ShowOriyaOrbit.asp?id=30773 |title=Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit |first= |last= |work=orissadiary.com |year=2011 |quote=Samuel Sahu :Actor (1984) |accessdate=9 January 2013}}</ref>
* କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୦-୯୧<ref>http://orissa.gov.in/e-magazine/orissaannualreference/ORA-2011/pdf/104-108.pdf</ref>
* କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୦-୯୧<ref>http://orissa.gov.in/e-magazine/orissaannualreference/ORA-2011/pdf/104-108.pdf</ref>
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] - ୧୯୯୮ <ref>http://www.orissadiary.com/CurrentNews.asp?id=28867</ref>
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] - ୧୯୯୮ <ref>http://www.orissadiary.com/CurrentNews.asp?id=28867</ref>
* କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୬୧<ref>http://sangeetnatak.gov.in/sna/awardeeslist.htm</ref>
* କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୬୧<ref>http://sangeetnatak.gov.in/sna/awardeeslist.htm</ref>
* ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୦-୭୧<ref>http://orissa.gov.in/e-magazine/orissaannualreference/ORA-2011/pdf/104-108.pdf</ref>
* ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୦-୭୧<ref>http://orissa.gov.in/e-magazine/orissaannualreference/ORA-2011/pdf/104-108.pdf</ref>
* ବୈଷ୍ଣବ ପାଣି କଳା ସମ୍ମାନ, ୨୦୦୦ ([[ଉତ୍କଳ ସାହିତ୍ୟ ସମାଜ]] ପ୍ରଦତ୍ତ)
* [[ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଜୟଦେବ ପୁରସ୍କାର]], ୧୯୮୪<ref>{{cite web |url= http://www.orissadiary.com/ShowOriyaOrbit.asp?id=30773 |title=Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit |first= |last= |work=orissadiary.com |year=2011 |quote=Samuel Sahu :Actor (1984) |accessdate=9 January 2013}}</ref>

== ଆଧାର ==
== ଆଧାର ==
{{Reflist|30em}}
{{Reflist|30em}}
== ଅଧିକ ତଥ୍ୟ ==
== ଅଧିକ ତଥ୍ୟ ==
* {{imdb name|1870704}}
* {{IMDb name|1870704}}
{{ଜୟଦେବ ପୁରସ୍କାର}}
{{ଜୟଦେବ ପୁରସ୍କାର}}
{{କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ}}

{{Authority control}}
[[ଶ୍ରେଣୀ:୧୯୧୮ ଜନ୍ମ]]
[[ଶ୍ରେଣୀ:୧୯୧୮ ଜନ୍ମ]]
[[ଶ୍ରେଣୀ:୨୦୦୦ ମୃତ୍ୟୁ]]
[[ଶ୍ରେଣୀ:୨୦୦୦ ମୃତ୍ୟୁ]]

୧୮:୨୯, ୩ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ସାମୁଏଲ ସାହୁ (ବାବି)
Born(1918-03-22)୨୨ ମାର୍ଚ୍ଚ ୧୯୧୮
କଟକ
Died୧୯ ନଭେମ୍ବର ୨୦୦୦(2000-11-19) (ବୟସ ୮୨)
Alma materମିଶନ ସ୍କୁଲ, କଟକ
Years active୧୯୫୦-୧୯୮୫
Known forଅଭିନେତା
Spouseଉମାରାଣୀ
Relativesମିନିକା ସାହୁ(ମାଉସୀ), ଡାନିଏଲ(ଭାଇ), ସୁକେଶୀ(ଭଉଣୀ)
Awardsଜୟଦେବ ପୁରସ୍କାର
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ସାମୁଏଲ ସାହୁ (୨୨ ମାର୍ଚ୍ଚ ୧୯୧୮- ୨୦୦୦)(ବାବି ଭାବେ ଅଧିକ ଜଣାଶୁଣା)[୧] ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।

ବାଲ୍ୟଜୀବନ ଓ ଶିକ୍ଷା

୨୨ ମାର୍ଚ୍ଚ ୧୯୧୮ରେ ବାବି ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ପିଲାଟିଦିନରୁ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିବାରୁ ସେ ତାଙ୍କ ମାଉସୀ ମିନିକା ସାହୁଙ୍କଦ୍ୱାରା ପରିପାଳିତ ହୋଇଥିଲେ । ମିଶନ ସ୍କୁଲରେ ପଢୁଥିବା ସମୟରେ ସେ 'ମାଙ୍କଡ଼' ନାମକ ନାଟକରେ, ମାଙ୍କଡ଼ ଭୂମିକାରେ ଅଭିନୟ କରିଥିଲେ । ଏହିଠାରୁ ହିଁ ତାଙ୍କ ଅଭିନୟ ଜୀବନର ଆରମ୍ଭ ହୋଇଥିଲା । ମିଶନ ସ୍କୁଲରୁ ମାଟ୍ରିକ ପାସ କଲାପରେ, ସେ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲରୁ ଡିପ୍ଲୋମା ହାସଲ କରିଥିଲେ ।

କର୍ମଜୀବନ

ଇଞ୍ଜିନିୟରିଂ ଡିପ୍ଲୋମା ପାଠ ସମାପ୍ତ କରିସାରି ସାମୁଏଲ ବିହାରର ଚକ୍ରଧରପୁରଠାରେ ଇଞ୍ଜିନିୟର ଚାକରି ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ, ସେ ଚାକିରି ଛାଡ଼ି, ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଆସିଥିଲେ । ଓଡ଼ିଶାରେ ସେ ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡ଼ିତ ହୋଇ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୪୦ ମସିହାରେ କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ଆରମ୍ଭ କରିଥିଲେ ଓ ସାମୁଏଲ ଏହି ସଂସ୍ଥାରେ ଯୋଗଦେଇ ବହୁ ନାଟକରେ ଅଭିନୟ କରିଥିଲେ । ୧୯୪୫ ମସିହାରେ ସାମୁଏଲ ବାବୁ 'ଅନ୍ନପୂର୍ଣ୍ଣା ବି'ରେ ଯୋଗଦେଇଥିଲେ ଓ ପ୍ରାୟ ତିନି ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ସହ ଜଡ଼ିତ ରହିଥିଲେ । ସେ ନିଜ ନାଟ୍ୟଜୀବନରେ ପ୍ରାୟ ୧୫୦ରୁ ଅଧିକ ନାଟକରେ ଅଭିନୟ ଓ ପ୍ରାୟ ୨୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।

୧୯୪୯ ମସିହାରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ସେ ପ୍ରାୟ ୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୩]

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

  1. "FJF to screen Ghara Bahuda". The Hindu. Retrieved 28 February 2015.
  2. "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 9 January 2013. Born on 22 March 1918 in a conservative Christian family in Cuttack
  3. http://www.srjan.com/moreaward.aspx?awardid=6
  4. "Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit". orissadiary.com. 2011. Retrieved 9 January 2013. Samuel Sahu :Actor (1984)
  5. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  6. http://www.orissadiary.com/CurrentNews.asp?id=28867
  7. http://sangeetnatak.gov.in/sna/awardeeslist.htm
  8. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf

ଅଧିକ ତଥ୍ୟ