"ସୌଭାଗ୍ୟ କୁମାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎ଯୋଗସୂତ୍ର ପେଡ଼ି: +ସାହିତ୍ୟ ଭାରତୀ ସମ୍ମାନ
୫୫ କ ଧାଡ଼ି: ୫୫ କ ଧାଡ଼ି:
* ଅନ୍ଧ ମହୁମାଛି (୧୯୭୭)
* ଅନ୍ଧ ମହୁମାଛି (୧୯୭୭)
* ବଜ୍ରଯାନ (୧୯୮୧)
* ବଜ୍ରଯାନ (୧୯୮୧)
* ଦ୍ୱା ସୂପର୍ଣ୍ଣା (୧୯୮୪)<ref name="Rao2004">{{cite book|author=D. S. Rao|title=Five Decades: The National Academy of Letters, India : a Short History of Sahitya Akademi|url=http://books.google.com/books?id=8JDsBBDoMccC&pg=PA62|date=1 January 2004|publisher=Sahitya Akademi|isbn=978-81-260-2060-7|pages=62–}}</ref>
* ଦ୍ୱା ସୁପର୍ଣ୍ଣା (୧୯୮୪)<ref name="Rao2004">{{cite book|author=D. S. Rao|title=Five Decades: The National Academy of Letters, India : a Short History of Sahitya Akademi|url=http://books.google.com/books?id=8JDsBBDoMccC&pg=PA62|date=1 January 2004|publisher=Sahitya Akademi|isbn=978-81-260-2060-7|pages=62–}}</ref>
* ମଣିକର୍ଣ୍ଣିକା (୧୯୯୦)
* ମଣିକର୍ଣ୍ଣିକା (୧୯୯୦)
* ଅନ୍ୟତ୍ର (୧୯୯୪)
* ଅନ୍ୟତ୍ର (୧୯୯୪)
୬୬ କ ଧାଡ଼ି: ୬୬ କ ଧାଡ଼ି:
* କଥା ଚାରିପଦ
* କଥା ଚାରିପଦ
== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୮୬(ଦ୍ୱା ସୂପର୍ଣ୍ଣା ପାଇଁ)<ref>http://orissa.gov.in/e-magazine/orissaannualreference/ORA-2011/pdf/90-91.pdf</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୮୬(ଦ୍ୱା ସୁପର୍ଣ୍ଣା ପାଇଁ)<ref>{{cite web |title=AKADEMI AWARDS (1955-2020) |url=http://sahitya-akademi.gov.in/awards/akademi%20samman_suchi.jsp#ODIA |publisher=କେନ୍ଦ୍ର ସାହିତ୍ୟ ଏକାଡେମୀ |accessdate=19June 2021}}</ref>
* ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* [[ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୭୯ (ଅନ୍ଧ ମହୁମାଛି ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)<ref>{{cite web |url= http://www.orissadiary.com/Shownews.asp?id=10954 |title=Sahitya Bharati award to be conferred to Saubhagya Kumar Mishra, Orissa News |first=Dipti Ranjan |last=Kanungo|work=orissadiary.com |year=2009 |quote=The prestigious ‘ Sahitya Bharati ’ award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra |accessdate=4 January 2013}}</ref>
* ସାହିତ୍ୟ ଭାରତୀ ସମ୍ମାନ, ୨୦୦୯ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)<ref>{{cite web |url= http://www.orissadiary.com/Shownews.asp?id=10954 |title=Sahitya Bharati award to be conferred to Saubhagya Kumar Mishra, Orissa News |first=Dipti Ranjan |last=Kanungo|work=orissadiary.com |year=2009 |quote=The prestigious ‘ Sahitya Bharati ’ award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra |accessdate=4 January 2013}}</ref>
* ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩<ref>http://www.oocities.org/indian_poets/oriya.html</ref>
* ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩<ref>http://www.oocities.org/indian_poets/oriya.html</ref>
* ବିଷୁବ ପୁରସ୍କାର, ୨୦୧୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)<ref>{{cite web |title=ବିଷୁବ ପୁରସ୍କାର ବିଜେତା |url=http://theprajatantra.org/Award%20Winner.pdf |publisher=ପ୍ରଜାତନ୍ତ୍ର ପ୍ରଚାର ସମିତି |accessdate=୧୯ ଜୁନ ୨୦୨୧ |archiveurl=https://web.archive.org/web/20201008054001/http://theprajatantra.org/Award%20Winner.pdf|archivedate=8 October 2020 |url-status=live}}</ref>
* ବିଷୁବ ପୁରସ୍କାର, ୧୯୭୮
* ଶାରଳା ସମ୍ମାନ
* ସାରଳା ସମ୍ମାନ, ୨୦୧୭
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୦୬ (ଭୁବନେଶ୍ୱର ପୁସ୍ତକ ମେଳା)
* ଆଇଓୱା ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ, ୧୯୮୩<ref>http://www.odiasahitya.com/members/memberprofile/?member=Soubhagya+Mishra</ref>
* ଆଇଓୱା ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ, ୧୯୮୩<ref>http://www.odiasahitya.com/members/memberprofile/?member=Soubhagya+Mishra</ref>
* ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧<ref>http://ravenshawuniversity.ac.in/File/The%20Ravenshaw%20Times%20-%20March%202011.pdf</ref>
* ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧<ref>http://ravenshawuniversity.ac.in/File/The%20Ravenshaw%20Times%20-%20March%202011.pdf</ref>
୭୮ କ ଧାଡ଼ି: ୭୯ କ ଧାଡ଼ି:
== ଟୀକା ==
== ଟୀକା ==
{{Reflist|30em}}
{{Reflist|30em}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{ବିଷୁବ ପୁରସ୍କାର}}
{{ସାହିତ୍ୟ ଭାରତୀ ସମ୍ମାନ}}
{{ସାହିତ୍ୟ ଭାରତୀ ସମ୍ମାନ}}
{{ସାରଳା ସମ୍ମାନ}}
{{ଗଙ୍ଗାଧର ଜାତୀୟ ସମ୍ମାନ}}
{{ଗଙ୍ଗାଧର ଜାତୀୟ ସମ୍ମାନ}}
{{Authority control}}
{{Authority control}}
୮୫ କ ଧାଡ଼ି: ୮୯ କ ଧାଡ଼ି:
[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ବିଷୁବ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ କବି]]
[[ଶ୍ରେଣୀ:ଓଡ଼ିଆ କବି]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]

୧୭:୦୨, ୧୯ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ସୌଭାଗ୍ୟ କୁମାର ମିଶ୍ର
ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
ଜନ୍ମ (1941-09-05) ୫ ସେପ୍ଟେମ୍ବର ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ), ପିଏଚଡି
ବୃତ୍ତିଅଧ୍ୟାପକ
ବୈବାହିକ-ସାଥୀମଞ୍ଜୁଳା ମିଶ୍ର
ପିତାମାତା(s)ଦାମୋଦର ମିଶ୍ର, ସାବିତ୍ରୀ ମିଶ୍ର
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।[୧] ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଛନ୍ତି ।[୨] ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।[୩] ୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରଚନାବଳୀ

କବିତା ସଙ୍କଳନ[୪]

  • ଆତ୍ମନେପଦୀ (୧୯୬୫)
  • ମଧ୍ୟପଦଲୋପୀ (୧୯୭୦)
  • ନଈ ପହଁରା (୧୯୭୩)
  • ଅନ୍ଧ ମହୁମାଛି (୧୯୭୭)
  • ବଜ୍ରଯାନ (୧୯୮୧)
  • ଦ୍ୱା ସୁପର୍ଣ୍ଣା (୧୯୮୪)[୫]
  • ମଣିକର୍ଣ୍ଣିକା (୧୯୯୦)
  • ଅନ୍ୟତ୍ର (୧୯୯୪)
  • ଚରାଚର (୧୯୯୯)
  • ଉଜ୍ଜୟିନୀ (୨୦୦୫)
  • ମାତୃସ୍ପର୍ଶ (୨୦୦୯)
  • କାବ୍ୟ ସମ୍ଭାବର
  • ପୁନର୍ବସୁ[୬]

ଗଳ୍ପ ସଙ୍କଳନ

  • କଥା ଚାରିପଦ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ୱା ସୁପର୍ଣ୍ଣା ପାଇଁ)[୭]
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)[୮]
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୯ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)[୯]
  • ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩[୧୦]
  • ବିଷୁବ ପୁରସ୍କାର, ୨୦୧୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୧]
  • ସାରଳା ସମ୍ମାନ, ୨୦୧୭
  • ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୦୬ (ଭୁବନେଶ୍ୱର ପୁସ୍ତକ ମେଳା)
  • ଆଇଓୱା ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ, ୧୯୮୩[୧୨]
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧[୧୩]

ଟୀକା

  1. Vinay Dharwadker; A. K. Ramanujan (1994). The Oxford Anthology of Modern Indian Poetry. OUP (India?). ISBN 978-0-19-562865-4.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬
  3. "ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ" (PDF). ସମ୍ବାଦ. Retrieved 12 December 2014.
  4. ସିଂହ, ଅଧ୍ୟାପକ ଡକ୍ଟର ବିଜୟାନନ୍ଦ (2011). "ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌". odiasahitya.com. Retrieved 4 Jan 2013. ସୌଭାଗ୍ୟ ମିଶ୍ରଙ୍କ ସାରସ୍ୱତ ସୃଷ୍ଟି
  5. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 62–. ISBN 978-81-260-2060-7.
  6. ନିତିଦିନ ୦୫/୦୮/୨୦୧୭ ପୃଷ୍ଠା ୯ରେ ପ୍ରକାଶିତ ବ୍ୟକ୍ତିତ୍ୱ
  7. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19June 2021. {{cite web}}: Check date values in: |accessdate= (help)
  8. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  9. Kanungo, Dipti Ranjan (2009). "Sahitya Bharati award to be conferred to Saubhagya Kumar Mishra, Orissa News". orissadiary.com. Retrieved 4 January 2013. The prestigious ' Sahitya Bharati ' award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra
  10. http://www.oocities.org/indian_poets/oriya.html
  11. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୯ ଜୁନ ୨୦୨୧. {{cite web}}: Check date values in: |accessdate= (help)
  12. http://www.odiasahitya.com/members/memberprofile/?member=Soubhagya+Mishra
  13. http://ravenshawuniversity.ac.in/File/The%20Ravenshaw%20Times%20-%20March%202011.pdf