"ନିତ୍ୟାନନ୍ଦ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
→‎ରଚନାବଳୀ: add the written time of this novel
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୫ କ ଧାଡ଼ି: ୧୫ କ ଧାଡ଼ି:
| occupation = ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଔପନ୍ୟାସିକ
| occupation = ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଔପନ୍ୟାସିକ
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = [[ଭାରତ|ଭାରତୀୟ]]
| nationality = ଭାରତୀୟ
| citizenship = ଭାରତୀୟ
| ethnicity = <!--[[Image:Seal of Orissa.gif|25px]]-->[[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = [[ଭାରତ|ଭାରତୀୟ]]
| education =
| education =
| alma_mater =
| alma_mater =
୭୩ କ ଧାଡ଼ି: ୭୨ କ ଧାଡ଼ି:


== ପୁରସ୍କାର ଓ ସମ୍ମାନ ==
== ପୁରସ୍କାର ଓ ସମ୍ମାନ ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ <ref>{{cite web |title=AKADEMI AWARDS (1955-2020) |url=http://sahitya-akademi.gov.in/awards/akademi%20samman_suchi.jsp#ODIA |publisher=କେନ୍ଦ୍ର ସାହିତ୍ୟ ଏକାଡେମୀ |accessdate=18June 2021}}</ref>
* [[ଉତ୍କଳ ରତ୍ନ ସମ୍ମାନ]], ୨୦୦୬
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]], ୧୯୯୯ <ref>{{cite web |url= http://orissadiary.com/personality/poet/NITYANAND_MOHAPATRA.asp |title=NITYANAND MOHAPATRA |work=orissadiary.com |year=2012 |quote= In 1999, he was adorned with Atibadi Jagannath Das Award |accessdate=12 May 2012}}</ref>
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]], ୧୯୯୯ <ref>{{cite web |url= http://orissadiary.com/personality/poet/NITYANAND_MOHAPATRA.asp |title=NITYANAND MOHAPATRA |work=orissadiary.com |year=2012 |quote= In 1999, he was adorned with Atibadi Jagannath Das Award |accessdate=12 May 2012}}</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୧୯୮୦ <ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award3.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|accessdate=୧୮ ଜୁନ ୨୦୨୧}}</ref>
* କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ, ୧୯୮୭ <ref>{{cite web |url=http://203.129.205.48/ogpv3/e-magazine/orissaannualreference/ORA-2004/pdf/recipients_of_kendra_sahitya_akademi_award_for_oriya_literature.pdf |title=Recipients of Kendra Sahitya Academy Award for Oriya Literature |publisher=Kendra Sahitya Akademi |accessdate=11 July 2010 |archiveurl=http://web.archive.org/web/20110704102553/http://203.129.205.48/ogpv3/e-magazine/orissaannualreference/ORA-2004/pdf/recipients_of_kendra_sahitya_akademi_award_for_oriya_literature.pdf|archivedate=4 July 2011}}</ref>
* [[ଉତ୍କଳ ରତ୍ନ ସମ୍ମାନ]], ୨୦୦୬
* ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୪ <ref>{{cite web |url=http://www.orissasahityaakademi.org/english/common/sahitya-awards/award3.htm |title=List of Orissa Sahitya Akademi Award Winning Books and their Writers |publisher=Orissa Sahitya Akademi |accessdate=11 July 2010 }}</ref>
* ସହକାର ସମ୍ମାନ
* ସହକାର ସମ୍ମାନ


== ଆଧାର ==
== ଆଧାର ==
{{Reflist|30em}}
{{Reflist|30em}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}
{{ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର}}
{{ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ)}}
{{ଉତ୍କଳ ରତ୍ନ}}
{{ଉତ୍କଳ ରତ୍ନ}}
{{Authority control}}
{{Authority control}}
[[ଶ୍ରେଣୀ:୧୯୧୨ ଜନ୍ମ]]
[[ଶ୍ରେଣୀ:୧୯୧୨ ଜନ୍ମ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଭଦ୍ରକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ]]
[[ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ]]
[[ଶ୍ରେଣୀ:ଭଦ୍ରକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ]]

୨୧:୩୪, ୧୮ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ନିତ୍ୟାନନ୍ଦ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1912-07-17)୧୭ ଜୁଲାଇ ୧୯୧୨
ତାଳପଦା, ଭଦ୍ରକ ଜିଲ୍ଲା
ମୃତ୍ୟୁ୧୭ ଅପ୍ରେଲ ୨୦୧୨(2012-04-17) (ବୟସ ୯୯)
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଘରଡିହ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀହରପ୍ରିୟା ମହାପାତ୍ର[୧]
ସମ୍ପର୍କୀୟକାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ବାପା)

ନିତ୍ୟାନନ୍ଦ ମହାପାତ୍ର ଭଦ୍ରକ ଜିଲ୍ଲାର ତାଳପଦାଠାରେ ୧୭ ଜୁଲାଇ ୧୯୧୨, ରଥଯାତ୍ରା ଦିନ[୨] କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । [୩] ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ତିନିଥର କାରାବରଣ କରିଥିଲେ ।[୪]

୧୭ ଅପ୍ରେଲ ୨୦୧୨ରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । [୫]

ସାହିତ୍ୟ ସର୍ଜନା

ନିତ୍ୟାନନ୍ଦ ମହାପାତ୍ର - ୧୧ଟି ଉପନ୍ୟାସ, ୪ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନର ସ୍ରଷ୍ଟା । ମାତ୍ର ୭ ବର୍ଷ ବୟସରେ ସେ "ସାବିତ୍ରୀ" ନାମକ ପଦ୍ୟ ଲେଖିଥିଲେ । "ମାଉସୀ" ଥିଲା ତାଙ୍କର ପ୍ରଥମ ଗଳ୍ପ ଏବଂ "ଭୁଲ୍" ଥିଲା ତାଙ୍କର ପ୍ରଥମ ଉପନ୍ୟାସ। "ଭୁଲ୍’’ ଉପନ୍ୟାସକୁ ସେ ବାପାଙ୍କ ପ୍ରଦତ୍ତ "ଅବଧୂତ" ଛଦ୍ମନାମରେ ଲେଖିଥିଲେ । ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ, ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଂଗୀତ ‘ଏଇ ଲାଲ ପତାକା ତଳେ’ ରଚନା କରି ବହୁଚର୍ଚ୍ଚିତ ହୋଇଥିଲେ । ସେ ଡଗରର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।[୬]

ନିତ୍ୟାନନ୍ଦ, ଡଗର ପତ୍ରିକାରେ "ଡଗର ନିତ୍ୟାନନ୍ଦ" ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶକରି ନିଜ ବିଷୟରେ ଲେଖିଥିଲେ :

ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ, ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ...
ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଆଧ୍ୟାତ୍ମ ଭିତରେ ଦ୍ୱନ୍ଦ୍ୱ ଓ ସାଲିସ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ 'ନିତ୍ୟ ଆନନ୍ଦ' ଦେଇଛି॥

[୭]

ରଚନାବଳୀ

ପୁରସ୍କାର ଓ ସମ୍ମାନ

ଆଧାର

  1. http://www.newindianexpress.com/states/odisha/article382569.ece
  2. http://www.odishatv.in/litterateur-nityananda-mohapatra-dead/
  3. "Nityananda Mohapatra no more | | | The New Indian Express". expressbuzz.com. 2012. Retrieved 12 May 2012. He was minister for Cultural Affairs and Food and Civil Supplies
  4. "Profile of Shri Nityananda Mahapatra". Orissa Legislative Assembly. Retrieved 21 June 2011.
  5. http://www.asianage.com/india/centenarian-litterateur-and-ex-odisha-minister-dead-680
  6. Nayak, Jatindra K. (2012). "The Hindu : States / Other States : Odisha's man of many parts". thehindu.com. Retrieved 12 May 2012. Under his inspiring editorship, Dagara (Messenger)...
  7. "'ହିଡ଼ମାଟି'ର ସ୍ରଷ୍ଟା". ସମ୍ବାଦ ଭୁବନେଶ୍ୱର ସଂସ୍କରଣ. 17 June 2015. Retrieved 17 June 2015.
  8. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୮- ଡିସେମ୍ବର ୧୧, ୨୦୧୫ ପୃଷ୍ଠା ୪. Retrieved 8 December 2015.
  9. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  10. "NITYANAND MOHAPATRA". orissadiary.com. 2012. Retrieved 12 May 2012. In 1999, he was adorned with Atibadi Jagannath Das Award
  11. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved ୧୮ ଜୁନ ୨୦୨୧. {{cite web}}: Check date values in: |accessdate= (help)